Daily Archives

February 15, 2018

ଚିକିତ୍ସକଙ୍କ ବିରାଟ ସଫଳତା: ପିଲାକୁ ସ୍ତନ୍ୟପାନ କରାଇବାରେ ସମର୍ଥ ହେଲେ କିନ୍ନର

ନ୍ୟୁୟର୍କ: ହେବାକୁ ଯାଉଛି ଏକ ନିଆରା କଥା। ଜଣେ କିନ୍ନର ବି ପିଲାଙ୍କୁ ସ୍ତନ୍ୟପାନ କରାଇ ପାରନ୍ତି ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଯେଉଁ କିନ୍ନର ଜଣକ ଏହି ନାଆରା କାର୍ଯ୍ୟ ପାଇଁ ସମର୍ଥ ତାଙ୍କ ବୟସ ତିରିଶ। ଏହି କିନ୍ନର ଜଣକ ପିଲାଟିକୁ ଜନ୍ମ ସିନା ଦେଇନାହାନ୍ତି, ଡାକ୍ତରମାନେ…
ଅଧିକ ଖବର ଦେଖନ୍ତୁ...

ସପୁରୀର ଉପକାରୀତା: ସ୍ୱାସ୍ଥ୍ୟରୁ ଆରମ୍ଭ କରି ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ…

ସପୁରୀର ବାହାର ଅଂଶ ଯେତେ କଣ୍ଟାଳିଆ ଭିତର ସେତେ ସୁଆଦିଆ । ତେବେ ସପୁରୀ ପାଟିକୁ ସ୍ୱାଦ ଲାଗିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଉପକାରୀ । ଏଥିରେ ଭରପୁର ମାତ୍ରାରେ ଔଷଧିୟ ଗୁଣ ରହିଛି । ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହେବା ସହ ତ୍ୱଚାରେ ଚମକ ମଧ୍ୟ ଆସିଥାଏ । ତେବେ ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ଭିଡିଓ: ଦେଖନ୍ତୁ ଧରପଡ଼ିବା ପରେ କେମିତି ମାଡ଼ ଖାଉଛନ୍ତି ପ୍ରେମୀ ଯୁଗଳ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗୁଣ୍ଡାରାଜ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛି ଦିନ ଅନ୍ତରରେ ଉତ୍ତରପ୍ରଦେଶରେ ନିଶ୍ଚୟ କିଛି ନା କିଛି ବଡ଼ ଧରଣର ଅପରାଧ ଦେଖିବାକୁ ମିଳୁଛି। ବିଶେଷ କରି ଆଣ୍ଟି ରୋମିଓ ସ୍ୱାର୍ଡ ନିୟମ ଜାରି ହେବା ଦିନଠାରୁ ରାଜ୍ୟର ଅବସ୍ଥା ଏକଦମ୍‌ ଶୋଚନୀୟ। ରାସ୍ତା, ଘାଟ,…
ଅଧିକ ଖବର ଦେଖନ୍ତୁ...

ହରିଆଣା: ଜିନ୍ଦରେ ଅମିିତ ଶାହଙ୍କ ବାଇକ ର‍୍ୟାଲି ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ, ପ୍ରଦେଶ ଅଧ୍ୟକ୍ଷ ଗିରଫ

ଜିନ୍ଦ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ହରିଆଣାର ଜିନ୍ଦରେ ବାଇକ ର‍୍ୟାଲି ପୂର୍ବରୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଶୋକ ତମ୍ବର ଗିରଫ ହୋଇଛନ୍ତି। ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବାଇକ ର‍୍ୟାଲି ନେଇ ଉତ୍ସାହିତ ଥିଲେ। ସେ ବାଇକ ର‍୍ୟାଲିର ଗୋଟିଏ ଦିନ…
ଅଧିକ ଖବର ଦେଖନ୍ତୁ...

ବିଜୟ ମାଲ୍ୟା ଘଟଣାର ପୁନରାବୃତ୍ତି : ବିଦେଶ ଖସିଗଲେ ଦେଶର ସବୁଠୁ ବଡ ଠକ ନିରବ ମୋଦି

ନୂଆଦିଲ୍ଲୀ: ବିଜୟମାଲ୍ୟା ହଜାର କୋଟି ଟଙ୍କାର ଠକେଇ କରି ବିଦେଶକୁ ଚାଲିଯିବା ପରି ଆଉ ଏକ ଘଟଣା ଘଟିଛି । ଏବେ ସାରା ଦେଶରେ ଚହଳ ପକେଇ ଦେଇଥିବା ପ୍ରାୟ ବହୁ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହୀରା ବ୍ୟବସାୟୀ ନିରବ ମୋଦି ବିଦେଶକୁ ଚାଲିଯାଇଛି…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଅନ୍‌ଲାଇନ୍‌ରେ ପାନକାର୍ଡ ସହ ଜଡ଼ିତ କିଛି କାମ କଲେ ହୋଇପାରନ୍ତି ଠକାମୀର ଶିକାର

ଆଜିକାଲି ପ୍ରାୟ ଲୋକ ସବୁକାମ ଅନଲାଇନରେ କରୁଛନ୍ତି। ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କୁ ପାନ୍‌କାର୍ଡ଼ ଓ ତା’ ସହ ଜଡ଼ିତ କୌଣସି ପରିବର୍ତ୍ତନ କରିବା ସମୟରେ ସାବଧାନ ହେବା ନିହାତି ଜରୁରୀ। ସାଇବର ଠକେଇ ତଥା ସାଇବର ଆକ୍ରମଣକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଏହାକୁ ନେଇ ଚେତାଇ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଦନ୍ତାର ଦୌରାତ୍ମ୍ୟ, ଓୟୁଏଟି ଫାର୍ମ ହାଉସ୍‌ରେ ଉତ୍ପାତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଅଞ୍ଚଳରେ ଗୁରୁବାର ସକାଳୁ ଦନ୍ତାର ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଘାଟିକିଆସ୍ଥିତ ଓୟୁଏଟି ଫାର୍ମ ହାଉସରେ ଦନ୍ତାହାତୀ ପ୍ରବେଶ କରି ଉତ୍ପାତ କରିଛି। ଚନ୍ଦକା ଅଭୟାରଣ୍ୟକୁ ଲାଗି ରହିଥିବା ଭରତପୁର ଜଙ୍ଗଲରୁ ଦନ୍ତା ପ୍ରବେଶ କରିଥିବା ବନବିଭାଗର କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

କାହିଁକି ମାଣ୍ଡବ୍ୟ ଋଷିଙ୍କୁ ଶୂଳି ଦିଆଯାଉଥିଲା ? କ’ଣ ହେଲା ତାପରେ ?

ପୁରାଣ କାଳରେ ମାଣ୍ଡବ୍ୟ ନାମକ ଜଣେ ଋଷି ଥିଲେ । ସେ ନିଜ ଆଶ୍ରମରେ ତପସ୍ୟାରତ ଥିଲେ । ଅକସ୍ମାତ୍‌ ସେହି ଆଶ୍ରମ ବାଟ ଦେଇ କିଛି ଚୋର ରାଜକୋଷରୁ ଧନ ଲୁଟି ନେଇ ଦୌଡୁଥିଲେ । ତାଙ୍କ ପଛେ ରାଜାଙ୍କ ସିପାହୀମାନେ ମଧ୍ୟ ଦୌଡୁଥିଲେ । ଚୋରମାନେ ଭାବିଲେ ଯେ ଆଉ ଧନ ଧରି ଦୌଡିବା ସମ୍ଭବ ନୁହେଁ,…
ଅଧିକ ଖବର ଦେଖନ୍ତୁ...

ବିବାହ କାର୍ଡରେ ଛପିଲା ସଚେତନତା ବାର୍ତ୍ତା, ଜାଣନ୍ତୁ କ’ଣ ତାହା

ଏବେ ଚାଲିଛି ବିବାହ ଋତୁ। ବେଶ୍‌ ଜାମଜମକରେ ବିବାହ ହେଉଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିବାହ କରାଉଛନ୍ତି ପରିବାର ଲୋକେ। ତେବେ ଏହି ବିବାହ ଉତ୍ସବରେ ନିଜର ବର୍ତ୍ତବ୍ୟପରାୟତାକୁ କେତେ ଜଣ ମନେରଖୁଛନ୍ତି ? ଅଧିକ ଟଙ୍କା ଖର୍ଚ୍ଚ କରି ବିବାହ କରାଇଲେ କ’ଣ ଲାଭ ହେଉଛି ? ବିବାହ ଶେଷ ହେଲା…
ଅଧିକ ଖବର ଦେଖନ୍ତୁ...

କେଉଁ ନାୟିକାଙ୍କ ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି ଅମିତାଭ ବଚ୍ଚନ ?

ମୁମ୍ବାଇ: ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ଅଧିକାଂଶ ନାମୀଦାମୀ ନାୟିକାଙ୍କ ସହ କାମ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ କାହା ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି। ସେ ହେମାମାଳିନୀ, ରେଖା, ନୀତୁ ସିଂହଙ୍କଠାରୁ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...