Daily Archives

April 6, 2018

ପାଣିପାଗ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି…
ଅଧିକ ଖବର ଦେଖନ୍ତୁ...

ବଜାରରେ ନୋକିଆର ୩ଟି ନୂଆ ହାଇଏଣ୍ଡ୍‌ ସ୍ମାର୍ଟଫୋନ

ଭୁବନେଶ୍ୱର : ଏଚଏମଡି ଗ୍ଲୋବାଲର ଘରୋଇ ବ୍ରାଣ୍ଡ ନୋକିଆ ଫୋନ୍‌ ପକ୍ଷରୁ ଭାରତୀୟ ବଜାରରେ ନୋକିଆ ୮ ସିରୋକ୍କୋ, ନୋକିଆ ୭ ପ୍ଲସ ଏବଂ ନୂତନ ନୋକିଆ୬ର ଶୁଭାରମ୍ଭ କରାଯାଇଛି । ଏହିସବୁ ପୁରସ୍କାର ବିଜେତା ନୂତନ ଆଣ୍ଡ୍ରଏଡ ୱାନ୍‌ ନୋକିଆ ସ୍ମାର୍ଟଫୋନ୍‌ ଗୁଡ଼ିକ ଚଳିତ ବର୍ଷ ଫେବୃଆରୀ ମାସରେ ମୋବାଇଲ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ମୃଗ ହତ୍ୟା କରିବାକୁ ତବୁ ଉସୁକାଇଥିଲେ: ପ୍ରତ୍ୟକ୍ଷଦର୍ଶୀ

ମୁମ୍ବାଇ: କୃଷ୍ଣସାର ମୃଗ ହତ୍ୟା ମାମଲାରେ ଅଭିନେତା ସଲମାନଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହେବା ପରେ ଏହି ଘଟଣା ସଂପର୍କିତ ନୂଆ ନୂଆ ତଥ୍ୟ ସବୁ ଖୋଲିବାରେ ଲାଗିଛି। ୨୦ ବର୍ଷ ତଳେ ‘ହମ୍‌ ସାଥ୍‌ ସାଥ୍‌ ହେଁ’ ଚଳଚ୍ଚିତ୍ର ସୁଟିଂ ସମୟରେ ସଲମାନ ଏହି ମୃଗ ମାରି ବିପଦରେ ପଡ଼ିଥିଲେ। ଏବେ ସେଠାରେ…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ୱେବସାଇଟ ହ୍ୟାକ୍‌, ସଂଦେହରେ ଚୀନ

ନୂଆଦିଲ୍ଲୀ: ଦିନକୁ ଦିନ ଚୀନ ପଟୁ ବିପଦର ଆଶଙ୍କା ବଢିଚାଲିଛି । କେବଳ ସାମରିକ କ୍ଷେତ୍ର ନୁହେଁ ସାଇବର କ୍ଷେତ୍ରରେ ମଧ୍ୟ ବିପଦ ବଢିଚାଲିଛି । ଏକ ଚିନ୍ତାଜନକ ଘଟଣାକ୍ରମରେ ଭାରତର ସବୁଠୁ ସୁରକ୍ଷିତ ୱେବସାଇଟ କୁ ଚାଇନିଜ୍‌ ହ୍ୟାକରମାନେ ହ୍ୟାକ କରିବାରେ ସକ୍ଷମ ହୋଇଛନ୍ତି । ଏହା ଫଳରେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ସିଗାରେଟ ଛାଡ଼ିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଖୁସି ଖବର!

ନୂଆଦିଲ୍ଲୀ: ସିଗାରେଟ ଛାଡ଼ିବା ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଅର୍ଥାତ୍‌ ତମାଖୁ ଉତ୍ପାଦ ପ୍ୟାକେଟରେ ନୂତନ  ସ୍ୱାସ୍ଥ୍ୟ ଚେତାବନୀ ଜାରି କରାଯାଇଛି। ଏହି ପ୍ରତିକାତ୍ମକ ଚିତ୍ରକୁ ଅଧିକ ଭୟାବହ କରି ଦେଖା ଯାଇଛି। ଏହା ଜରିଆରେ ଲୋକ ତମାଖୁ ସେବନ କରିବା ତ୍ୟାଗ କରିବେ। ଏହି…
ଅଧିକ ଖବର ଦେଖନ୍ତୁ...

ଏକବର୍ଷ ହେବ ଖିଆପିଆ ନକରି ମାଆ ଓ ତାର ୭ବର୍ଷର ପୁଅ ଗୋଟିଏ କଠୋରିରେ ବନ୍ଦୀ ଥିଲେ, ଜାଣନ୍ତୁ କାରଣ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଠୋରୀରୁ ୫୦ବର୍ଷର ମା’ ଓ ତାର ୭ବର୍ଷର ପୁଅକୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଗତ ଏକବର୍ଷ ହେବ ୫୦ବର୍ଷୀୟ ମହିଳା ଓ ତାର ପୁଅ ଲଧିଆନାର ଡୁଗରିସ୍ଥଇତ ସିଆରପିଏଫ କ୍ୱାର୍ଟରରେ ବନ୍ଦ ଥିଲେ।…
ଅଧିକ ଖବର ଦେଖନ୍ତୁ...

ଦୋଷୀସାବ୍ୟସ୍ତ ସଲମାନଙ୍କୁ ଛାଡ଼ିବା ପାଇଁ କୁନି ଶିଶୁଟି କିପରି ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କରୁଛି ଦେଖନ୍ତୁ ଏହି…

ନୂଆଦିଲ୍ଲୀ: ଯୋଧପୁର ସେଣ୍ଟ୍ରାଲ୍‌ ଜେଲରେ ଆଉ ଗୋଟିଏ ଦିନ କାଟିବେ ଅଭିନେତା ସଲମାନ୍‌ ଖାଁ। କାରଣ ଯୋଧପୁର ସେସନ୍‌ କୋର୍ଟ ତାଙ୍କ ଜାମିନ ଆବେଦନର ଶୁଣାଣିକୁ କାଲି ଅର୍ଥାତ୍‌ ଶନିବାର ଯାଏଁ ସ୍ଥଗିତ ରଖିଛନ୍ତି । ତେବେ ୧୯୯୮ ମସିହାରେ ଦୁଇଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗରେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଡକାୟତି : ୭୦ ହଜାର ଟଙ୍କା ଓ ୨ଶହ ପ୍ୟାକେଟ ସୁନା ଲୁଟିନେଲେ ଦୁର୍ବୃତ୍ତ

ନୟାଗଡ: ନୟାଗଡ ଜିଲ୍ଲା ରଣପୁରରେ  ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଶୁକ୍ରବାର ୫ଜଣ ଦୁର୍ବୃତ୍ତ ୬୦ରୁ ୭୦ ହାଜାର ଟଙ୍କା ଓ ୨ଶହ ପ୍ୟାକେଟ ସୁନା ଲୁଟ ନେଇଥିବା ଖବର ମିଳିଛି। ସୂଚନାଯୋଗ୍ୟ, ରଣପୁର ପୋଇଲାମା ଛକସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଆଜି ଅପରାହ୍ନ ପ୍ରାୟ ୧ଟାରେ…
ଅଧିକ ଖବର ଦେଖନ୍ତୁ...

ଏହି ପୁରୁଷଙ୍କୁ ବିବାହ କରିବା ଅନୁଚିତ

କେତେକ ହିନ୍ଦୁ ପୁରାଣରେ କେଉଁ ଧରଣର ପୁରୁଷଙ୍କୁ ବିବାହ କରିବା ଅନୁଚିତ, ସେ ସମ୍ପର୍କରେ ବର୍ଣ୍ଣିତ ଅଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ... ୧. କେବଳ ଧନ ବା ରୂପ ଦେଖି ପୁରୁଷର ଚୟନ କରିବା ଅନୁଚିତ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଜ୍ଞାନ ଓ ବିଦ୍ୟାହୀନ ପୁରୁଷଙ୍କୁ ବିବାହ କରିବା ଠିକ୍‌…
ଅଧିକ ଖବର ଦେଖନ୍ତୁ...

ରେଳ ଫାଟକରେ ଛିଡା ହୋଇ କାନ୍ଦୁଥିଲେ ମହିଳା, କାରଣ ପଚାରିବାରୁ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଲେ

ଶାହଜହାପୁର: ଉତ୍ତରପ୍ରଦେଶ ଶାହଜହାପୁରରେ ଜଣେ ମହିଳା ଟ୍ରେନ୍‌ ସାମ୍ନାକୁ ଡେଇଁପଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେହି ସମୟରେ ରେଳ ଫାଟକରେ ଛିଡା ହୋଇଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ଟ୍ରେନ୍‌ ସାମ୍ନାକୁ ଡେଇଁ ପଡ଼ିଥିଲେ ମହିଳା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।…
ଅଧିକ ଖବର ଦେଖନ୍ତୁ...