Daily Archives

May 15, 2018

ଚର୍ଚ୍ଚାରେ କନେଷ୍ଟବଳଙ୍କ ଆବେଦନ ପତ୍ର! ‘ସାର୍‌!୧୦ଦିନ ଛୁଟି ଦିଅନ୍ତୁ, ନ ହେଲେ ସ୍ତ୍ରୀ ମତେ ଛାଡ଼ି ପଳାଇବ,ଜାଣନ୍ତୁ…

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଜଣେ କନେଷ୍ଟବଳ ଛୁଟି ପାଇଁ କରିଥିବା ଅବେଦନ ପତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପତ୍ରଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ କନେଷ୍ଟବଳ ଜଣଙ୍କ ଏଥିରେ ଲେଖିଥିବା କଥା କୌତୁହଳ ସୃଷ୍ଟି କରିଛି। । ଲକ୍ଷ୍ନୌ ପୁଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥୀ ଭାର ନେଇ ଆସିଥିବା ଭାଇର ଭଉଣୀ ଘରେ ମୃତ୍ୟୁ

ଯାଜପୁର: କିଛିଦିନ ତଳେ ଭଉଣୀ ବାହାଘର ସରିଥିଲା। ଘରେ ବେଶ୍‌ ଆନନ୍ଦ ଉଲ୍ଲାସ ଭରି ରହିଥିଲା। ତେବେ ଭଉଣୀ ଘରକୁ ଚତୁର୍ଥୀ ଭାର ନେଇ ମଙ୍ଗଳବାର ଆସିଥିଲା ଭାଇ। ଭାଇକୁ ଦେଖି ଭଉଣୀ ବି ବେଶ୍‌ ଖୁସି ହୋଇଯାଇଥିଲା। ଏହି ସମୟରେ ଖବର ଆସିଲା ଭାଇର ନଦୀରେ ବୁଡି ମୃତ୍ୟୁ ହୋଇଛି। ଏଭଳି ଏକ…
ଅଧିକ ଖବର ଦେଖନ୍ତୁ...

ଏବେ ସବୁ ନଜର ବାଜୁ ଭାଇ ଭଲ୍ଲାଙ୍କ ଉପରେ, ସେ କିଏ ?

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ଏକକ ସଂଖ୍ୟାଗରିଷ୍ଠତା ମିଳିଥିଲେ ମଧ୍ୟ କୌଣସି ଗୋଟିଏ ଦଳକୁ ବହୁମତ ମିଳିନାହିଁ । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୦୪ଟି ଆସନ ପାଇଥିବାବେଳେ କଂଗ୍ରେସ ୭୮ ଓ ଜେଡିଏସ ୩୮ଟି ଆସନ ପାଇଛି । ତେବେ ସରକାର ଗଢିବା ଲାଗି…
ଅଧିକ ଖବର ଦେଖନ୍ତୁ...

ନବବଧୂ ଐଶ୍ୱର୍ଯ୍ୟା ଶାଶୁଘରେ ପାଦ ରଖିବା ପରେ କ’ଣ କହିଲେ ଶାଶୁ ରାବଡି ଦେବୀ ଜାଣନ୍ତୁ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଗତ ସୋମବାର ନିଜ ପୁଅ ଓ ବୋହୂ ସହିତ ବାଙ୍କେ ବିହାରି ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ମନ୍ଦିରରେ ପୁଅ ତେଜପ୍ରତାପ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ସହିତ ମିଶି ଇଶ୍ୱରଙ୍କ ଆର୍ଶ୍ରୀବାଦ ନେଇଥିଲେ। ଏଠାରେ ସାମ୍ବାଦିକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଅଦରକାରୀ କୋଲଡ୍ରିଙ୍କସ୍‌ କିମ୍ବା ପାଣି ବୋତଲରୁ ଘରେ ତିଆରି କରନ୍ତୁ ପାଓ୍ଵାରଫୁଲ କ୍ୟାମେରା ଲେନସ୍‌

ଆମେ ଅନେକ ସମୟରେ କୋଲଡ୍ରିନକ୍ସ କିମ୍ବା ପାଣି ପିଇ ସାରିବା ପରେ ସେହି ବୋତଲକୁ ଫିଙ୍ଗି ଦେଇଥାଉ। କିନ୍ତୁ ଆପଣ ଜାଣନ୍ତି ଏହି ଅଦରକାରୀ ବୋତଲକୁ ବ୍ୟବହାର କରି ପାୱାରଫୁଲ କ୍ୟାମେରା ଲେନ୍‌ସ ପ୍ରସ୍ତୁତ କରିପାରିବେ । ତେବେ ଏହି ଲେନ୍‌ସର ବିଶେଷ ଆକର୍ଷଣ ହେଉଛି, ଏହାର ଜୁମ୍‌ ବହୁତ ଭଲ ରହିବ ।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଏହି ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡର ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ନାଟକୀୟ ମୋଡ଼, ମିଳିତ ସରକାର ଗଢିବା ପାଇଁ  ଦାବି କରିବେ ଜେଡିଏସ ଓ କଂଗ୍ରେସ

ବାଙ୍ଗାଲୋର : କର୍ଣ୍ଣାଟକ ନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି । କିଛି ସମୟ ପୂର୍ବେ ବିଜେପି ନେତା କର୍ମୀମାନେ ବିଜୟକୁ ନେଇ ନିଶ୍ଚିତ ଥିଲେ । ଏବେ ସ୍ଥିତି ଅଧାରେ ଅଟକିଯାଇଛି । ଗୋଟିଏ ପଟେ ବିଜେପି ଏବେ ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ୧୦୭ଟି ଆସନରେ ଜିତିଛି ବା ଆଗୁଆ ଅଛି । ଫଳରେ ଦଳ…
ଅଧିକ ଖବର ଦେଖନ୍ତୁ...

ଖଲ୍ଲିକୋଟ: ଅରବିନ୍ଦ ସ୍କୁଲ ନିକଟରେ ଛିଡା ହୋଇଥିବା ଓୟୁଏଟି ଛାତ୍ରଙ୍କ ବାଇକ୍‌ ଧକ୍କାରେ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁର ଜିଲ୍ଲା ଖଲ୍ଲିକୋଟ ଅରବିନ୍ଦ ସ୍କୁଲ ନିକଟରେ ମଙ୍ଗବାର ଅପରାହ୍ନରେ  ଓୟୁଏଟି ଛାତ୍ରଙ୍କ ବାଇକ୍‌ ଧକ୍କାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣକ ଖଲ୍ଲିକୋଟ ଆର୍‌ସିଏମ୍‌ କଲେଜ ଅଧ୍ୟାପକ କାମେଶ୍ୱର ସାହୁଙ୍କ ଏକମାତ୍ର ପୁଅ ସୁୁରଜ ସାହୁ। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଲୋଭର କୁପରିଣତି : ମାତ୍ର ୨ଲକ୍ଷ ଟଙ୍କା ପାଇଁ ଝିଅ ଓ ତିନି ନାତିନାତୁଣୀକୁ ହତ୍ୟା କରିବା ପାଇଁ ପଛାଇଲା ନାହିଁ ବୃଦ୍ଧ…

ଜଗତସିଂହପୁର/କୁଜଙ୍ଗ: ଅର୍ଥ ଲୋଭ ବେଳେ ବେଳେ ମଣିଷକୁ ଅନ୍ଧ କରିଦିଏ ।  ମାତ୍ର ୨ଲକ୍ଷ ଟଙ୍କା ପାଇବା ଲୋଭରେ ନିଜ ଝିଅ ଓ ୩ନାତି ନାତୁଣୀଙ୍କୁ ହତ୍ୟା କରିବାକୁ ପଛାଇ ନାହାନ୍ତି କୁଜଙ୍ଗ ଅଞ୍ଚଳର ଅକ୍ଷୟ ସେଠୀ।  ମଇ ୧୦ ତାରିଖ ଦିନ ମହାନଦୀ କୂଳରୁ ଅତ୍ୟନ୍ତ ସନ୍ଦେହଜନକ ଅବସ୍ଥାରେ ମା’ ଓ…
ଅଧିକ ଖବର ଦେଖନ୍ତୁ...

ହୃଦଘାତ ଆଶଙ୍କାରୁ ଖରାଦିନେ ରକ୍ଷା ପାଇବେ କିପରି

ପ୍ରଚଣ୍ଡ ତାପମାତ୍ରା ଫଳରେ ଖରା ଦିନେ ଅନେକ ସମୟରେ ମଣିଷ ହୃଦଘାତର ଶିକାର ହେବାର ଖବର ମଧ୍ୟ ମିଳିଥାଏ। ଏହାର ମୁଖ୍ୟ କାରଣ ହେଲା ଶରୀରରେ ଜଳ କମ୍‌ ହେବା। ଅର୍ଥାତ୍‌ ଶରୀରରେ ଜଳ ଶୁଷ୍କତା ପରିଲକ୍ଷିତ ହୋଇଥାଏ। ଖରାଦିନେ ଅଧିକ ସମୟ ଯାଏଁ ଖରାରେ ରହିଲେ ଶରୀରୁ ବେଶି ମାତ୍ରାରେ ଝାଳ ନିର୍ଗତ…
ଅଧିକ ଖବର ଦେଖନ୍ତୁ...