Daily Archives

October 8, 2018

ଆସୁଛି ବାତ୍ୟା ତିତଲି ! ୧୦ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା; ୧୧ ସକାଳେ ଉପକୂଳ ଛୁଇଁପାରେ ବାତ୍ୟା

ନୂଆଦିଲ୍ଲୀ : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର (ଡ୍ରିପେସନ୍)ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ ।  ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ତିତଲି’ ରଖା ଯାଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବଜାରରେ ଟେକ୍ନୋ ପକ୍ଷରୁ କ୍ୟାମନ-ଆଇ୍‌ କ୍ଲିକ-୨ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ମୋବାଇଲ୍‌ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍‌୍‌ ଇଣ୍ଡିଆର କ୍ୟାମନ୍‌-ଆଇ ସିରିଜ୍‌ ସ୍ମାର୍ଟଫୋନ୍‌ ବର୍ଗରେ ଅନ୍ୟ ଏକ ନୂତନ ଉତ୍ପାଦ କ୍ୟାମନ୍‌-ଆଇ କ୍ଲିକ୍‌-୨ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ପୁଅକୁ ଗୁଳି କରି ହତ୍ୟା କଲେ ସିଆରପିଏଫ୍‌ ପିତା

ରାଞ୍ଚି: ସମୟ ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସେ, ଯାହାକୁ ବିଶ୍ୱାସ କରି ହୁଏ ନାହିଁ। ସାମାନ୍ୟ ଯୁକ୍ତିତର୍କରୁ ଏଭଳି କରୁଣ ପରିଣତି ହେବ ତାହା କେହି ବିଶ୍ୱାସ ବି କରି ପାରି ନଥିଲେ। କେହି ପୁଅ କ’ଣ କେବେ ଭାବି ପାରେ ତାର ପିତା ତାର ହତ୍ୟାକାରୀ ସାଜିବେ ବୋଲି ! ତେବେ ଏଭଳି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଆମେରିକୀୟ ଅର୍ଥନୀତିଜ୍ଞ ଓ୍ଵିଲିୟମ ନରଧସ ଓ ପଲ ରୋମର ପାଇବେ ଏ ବର୍ଷର ଅର୍ଥନୀତି ନୋବେଲ

ନୂଆଦିଲ୍ଲୀ : ଆମେରିକାର ଦୁଇ ଅର୍ଥନୀତିଜ୍ଞ ଓ୍ଵିଲିୟମ ନରଧସ ଓ ପଲ ରୋମରଙ୍କୁ ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ । ଜଳବାୟୁ ପରିବର୍ତ୍ତନ ଓ ପ୍ରଯୁକ୍ତିଗତ ଉଦ୍ଭାବନକୁ ଅର୍ଥନୀତି ସହ ଯୋଡିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ଏହି ପୁରସ୍କାର ପାଇଁ ବଛା…
ଅଧିକ ଖବର ଦେଖନ୍ତୁ...

ଚନ୍ଦନ ତସ୍କର ବୀରାପ୍ପାନକୁ ଧରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳାଙ୍କୁ ଭୁଲିଗଲେ ସମସ୍ତେ; ୧୪ ବର୍ଷ…

କୋଏମ୍ବାଟୁର: ଏକ ସମୟରେ ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ସାଜିଥିବା ଚନ୍ଦନ ଓ ହାତୀଦାନ୍ତ ତସ୍କର ବୀରାପ୍ପାନ୍‌କୁ ଜୀବିତ ଅଥବା ମୃତ ଭାବେ ଧରିବା ପାଇଁ ତାମିଲନାଡ଼ୁ ଆଇଜି କେ ବିଜୟ କୁମାରଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବିଗତ ୧୪ ବର୍ଷ ତଳୁ ବୀରପ୍ପାନକୁ ମୃତ ଭାବେ ଧରିବା…
ଅଧିକ ଖବର ଦେଖନ୍ତୁ...

ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ

ଯାଜପୁର(ବରୀ): ବାତିଲ ହେଲା ଜିସି କଲେଜ ନିର୍ବାଚନ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ରାମଚନ୍ଦ୍ରପୁର ଠାରେ ଥିବା ଗୋପବଂଧୁ ଚୌଧୁରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଦୁଇ ଦଳ ମଧ୍ୟରେ ଛକାପଞ୍ଚା ଲାଗି ରହିଥିଲା। ଫଳ ସୂରୁପ…
ଅଧିକ ଖବର ଦେଖନ୍ତୁ...

ପୂର୍ବରୁ ଦୁଇ ସିଂହଙ୍କ ମୃତ୍ୟୁ ହୋଇଥିବା ଏବେ ନନ୍ଦନକାନନରେ ଆଉ ଏକ ସିଂହ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନରେ ଅଗଷ୍ଟ ମାସରେ ଏକ ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଥିଲା। ତେବେ ଗୋଟିଏ ମାସ ମଧ୍ୟରେ ୨ଟି ସିଂହର ମୃତ୍ୟୁ ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଚିନ୍ତାର କାରଣ ପାଲଟି ଥିବା ବେଳେ ଏପରି ପରିସ୍ଥିତିରେ ନନ୍ଦନକାନନରେ ଥିବା ଆଉ ଏକ ୨୦ବର୍ଷର ସିଂହର ଅବସ୍ଥା ଶଙ୍କଟାପନ୍ନ…
ଅଧିକ ଖବର ଦେଖନ୍ତୁ...

ମସ୍‌ଜିଦ୍‌ ଛାତରୁ ମିଳିଥିବା ମୃତ କୁନିଝିଅର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଲା ସତ; ଦୁଷ୍କର୍ମ ପରେ ହୋଇଛି ହତ୍ୟା

ଗଜିଆବାଦ୍‌: ଉତ୍ତରପ୍ରଦେଶର ଗଜିଆବାଦ୍‌ ଜିଲ୍ଲାରେ ଥିବା ମୁରୁଦାନଗରର ଏକ ସମ୍‌ଜିଦ୍‌ ଛାତ ଉପରୁ ରବିବାର ଏକ ୭ ବର୍ଷୀୟା ଝିଅର ମୃତ ଶରୀର ଉଦ୍ଧାର କରାଯାଇଥିଲା। ପୁଲିସ୍‌ ଝିଅଟିର ମୃତଦେହ ଉଦ୍ଧାର କରି ଶରୀର ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ସୋମବାର ଜାଣିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...

ଅମାନିଆ ତେଲଦରକୁ କାବୁ କରିବାକୁ ମୋଦି ସରକାର ଏକ ବଡ଼ ଯୋଜନା ଉପରେ କାମ କରୁଛନ୍ତି, ତାହା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ତେଲ ଦର ନିୟମିତ ଭାବେ ବଢିଚାଲିଛି । ଏଥିପାଇଁ ଆମ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ନିୟମିତଭାବେ ବଢିଚାଲିଛି । ସରକାର ଏହା ଉପରେ ରୋକ ଲଗାଇବାକୁ ଉତ୍ପାଦ ଶୁଳକ ହ୍ରାସ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । କାରଣ ଏସବୁ ପଦକ୍ଷେପ ଅଳ୍ପ କିଛି ଦିନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦିଲୀପ କୁମାର ପୁଣି ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି ହେଲେ

ମୁମ୍ବାଇ: ବର୍ଷିୟାନ୍‌ ବଲିଉଡ୍‌ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଦିଲ୍ଲୀପ କୁମାରଙ୍କ ଟୁଇଟର୍‌ ହାଣ୍ଡେଲରୁ ଫଇଜଲ୍‌ ଫାରୁକି ଏହି ସୂଚନା ଟ୍ଵିଟ୍‌ କରି ଦେଇଛନ୍ତି। ସେ କରିଥିବା ଟ୍ଵିଟ୍‌…
ଅଧିକ ଖବର ଦେଖନ୍ତୁ...