Daily Archives

January 4, 2019

ରଖେ ହରି ମାରେ କିଏ! ୪ ମହଲାରୁ ଝରକା ଦେଇ ଖସିପଡ଼ିଲା ୧୪ ମାସର ଶିଶୁ, ଗଛରେ ଲାଖି ରହିବାରୁ ବଞ୍ଚିଗଲା ଜୀବନ

ମୁମ୍ବାଇ: ରଖେ ହରି ମାରେ କିଏ! ମୁମ୍ବାଇର ଏକ ୧୪ ମାସର ଶିଶୁର ଜୀବନ ଯେଉଁଭଳି ଭାବେ ବଞ୍ଚି ଯାଇଛି ତାହା ଏବେ ସଭିଙ୍କୁ ଚକିତ କରିଛି। ଶିଶୁଟି ଚାରି ମହଲାରେ ଥିବା ନିଜ ଘରର ସ୍ଲାଇଡିଂ ଝରକା ପଟେ ଦୁର୍ଘଟଣାବଶତଃ ଖସି ପଡ଼ିଥିଲା। ଶିଶୁଟି ଖସି ପଡ଼ିବା ପରେ ଚମକି ପଡ଼ିଥିଳେ ପରିବାର ଲୋକେ। ମାତ୍ର…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ପୁଲିସ ପରିଚୟ ଦେଇ ମହିଳାଙ୍କଠୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ଅଭିଯୋଗ

ରାଉରକେଲା: ବିଶ୍ରାଧର ରୋଡ଼ରେ ଶୁକ୍ରବାର ଜଣେ ମହିଳାଙ୍କଠୁ ଲୁଟ ହୋଇଛି । ନକଲି ପୁଲିସ ସାଜି ଦୁଇ ଜଣ ଯୁବକ ମହିଳାଙ୍କ ଠାରୁ ଲୁଟି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ହେଲେ ରାଜକୁମାରୀ ମିତ୍ତଲ। ଏନେଇ ରାଜକୁମାରୀ ଥାନାରେ ଅଭିଯୋଗ କରିବାପରେ ଉଦିତ…
ଅଧିକ ଖବର ଦେଖନ୍ତୁ...

ସବୁଠୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ତରକାରି, ପ୍ରତିଦିନ ଏହାକୁ ଖାଇଲେ ୧୦ଟି ଫାଇଦା ମିଳିଥାଏ

ଅନେକ ପନିପରିବା ଏମିତି ଥାଏ ଯାହା ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ, କିନ୍ତୁ ଲୋକେ ଜାଣି ନ ଥାନ୍ତି। ଏମିତି ହିଁ ଏକ ପରିବା ହେଉଛି କାଙ୍କଡ଼। ଏହାକୁ ଦୈନିକ ଖାଇବା ଦ୍ୱାରା ଶରୀରକୁ ଶକ୍ତି ପହଞ୍ଚିଥାଏ। ଏଥିରେ ମାଂସ ଅପେକ୍ଷା ୫୦ ଗୁଣ ଅଧିକ ଶକ୍ତି ଓ ପ୍ରୋଟିନ୍‌ ମିଳିଥାଏ ବୋଲି…
ଅଧିକ ଖବର ଦେଖନ୍ତୁ...

ହାଲ୍‌ ପ୍ରସଙ୍ଗରେ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ନିଜର ଆକ୍ରମଣ ଅବ୍ୟାହତ ରଖିଛି । ଆଜି ସରକାରଙ୍କ ତରଫରୁ ପ୍ରତିଆକ୍ରମଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ହାଲ ପାଇଁ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି । ସେ…
ଅଧିକ ଖବର ଦେଖନ୍ତୁ...

କ୍ଷମତାକୁ ଆସିଲେ କଂଗ୍ରେସ ସର୍ବପ୍ରଥମେ ରାଫେଲ ଦୁର୍ନୀତି ସଂପର୍କରେ ତଦନ୍ତ କରାଇବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କ ଦଳ କ୍ଷମତାକୁ ଆସିଲେ ସର୍ବପ୍ରଥମେ ରାଫେଲ ଦୁର୍ନୀତି ସଂପର୍କରେ ତଦନ୍ତ କରାଇବ। ଏବଂ ରାଫେଲ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅପରାଧିକ ମାମଲା ଆଗତ ସହ ସେମାନଙ୍କ ପ୍ରତି…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ହାତରୁ ଫୋନ୍‌ ଝିଙ୍କି ନେବା ମହଙ୍ଗା ପଡ଼ିଲା; ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଗଛରେ ବନ୍ଧା ହୋଇ ମାଡ଼ ଖାଇଲେ ୨…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବ୍ଲକ ଅନ୍ତର୍ଗତ ସାହାଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ୨ ଜଣ ଯୁବକ ଫୋନ୍‌ରେ ଗପି ଗପି ଯାଉଥିବା ସେହି ଗ୍ରାମର ଜଣେ ଯୁବତୀଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ନେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି। ଲୋକାମାନେ ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଦୁଇଦିନର ବିରାମ ପରେ ଆଜି ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ଗତ ଦୁଇଦିନ ଧରି ଅପରିବର୍ତ୍ତିତ ରହିବା ପରେ ଆଜ ପୁଣିି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୨୦ରୁ ୨୨ ପଇସା ପର୍ଯ୍ୟନ୍ତ କମିଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୮.୪୪ ଓ ଡିଜେଲ ଦର ଟ.୬୨.୪୪ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ବେଳେ ବେକରେ ପଶି ପାଟି ପଟେ ବାହରି ପଡ଼ିଲା ୧୮ ସେମିର ଲୁହା ରଡ୍‌, ୨ ଘଣ୍ଟା ଅସ୍ତ୍ରୋପଚାର ପରେ ବାହାର କଲେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ୨୪ ବର୍ଷିଅ ଯୁବକ ମୋହଦ କୋନାନଙ୍କ ସହ ଘଟିଥିବା ଏକ ଭୟାନକ ଦୁର୍ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଛି। ଜାଣିବାକୁ ମିଳିଛି ଯେ ମୋହଦଙ୍କ ବେକରେ ୧୮ ସେମିର ଏକ ଲୁହା ରଡ ପଶି ପାଟି ପଟେ ବାହାରି ପଡ଼ିଥିଲା। ଏପରି ଏକ ସମସ୍ୟାର ସମାଧାନ କାଢ଼ି ସଫଳ ଅସ୍ତ୍ରୋପଚାର…
ଅଧିକ ଖବର ଦେଖନ୍ତୁ...

ଆଲବମ୍ ଅଭିନେତ୍ରୀ ସିମରନଙ୍କ ସ୍ୱାମୀ ଯୁଗ୍ ସୁନା ଅଟକ; ଘଟଣା ପଛରେ ହାତ ନାହିଁ ବୋଲି କହିଲେ

ସମ୍ବଲପୁର: ଗତକାଲି ସମ୍ବଲପୁର ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟ ମହାନଦୀ ବ୍ରିଜର ୩୦ ଫୁଟ ତଳେ ଆଲବମ ଅଭିନେତ୍ରୀ ସିମରନଙ୍କ ମୃତଦେହ ମିଳିଥିଲା । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ସିମରନଙ୍କ ମା’ ରାନୀ ଦେବୀ ଅଭିଯୋଗ କରିଥିଲେ। ସିମରନ୍‌ଙ୍କୁ ଗତବର୍ଷ ଅପହରଣ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ଆସିବେ ଏହି ନୂଆ ବଙ୍ଗୀୟ ନାୟିକା

ଭୁବନେଶ୍ୱର: ଏ ବର୍ଷ ଜଣେ ବଙ୍ଗୀୟ ନାୟିକାଙ୍କୁ ପରଦାରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ,କାରଣ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ୨୦୧୮ରେ ରିଲିଜ୍‌ ହେଲା ନାହିଁ। ସେ ପ୍ରଥମେ ଓଡ଼ିଶା ଆସିଥିଲେ ନିର୍ଦେଶକ ଅମୀୟ ସ୍ୱାଇଁଙ୍କ ‘ଏ ମନ ଖୋଜେ ତତେ’ରେ ନାୟିକା ଭୂମିକାରେ ଅଭିନୟ କରିବାକୁ।…
ଅଧିକ ଖବର ଦେଖନ୍ତୁ...