Daily Archives

April 10, 2019

ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ, ଜାରି ହେଲା ପ୍ରଥମ କୃଷ୍ଣଗର୍ତ୍ତର ଫଟୋ

ନୂଆଦିଲ୍ଲୀ : ଏକ ବିରଳ ଘଟଣାକ୍ରମରେ ବୈଜ୍ଞାନିକମାନେ ଆଜି ପ୍ରଥମ ଥର ପାଇଁ କୃଷ୍ଣ ଗର୍ତ୍ତ ବା ବ୍ଲାକ ହୋଲ୍‌ର ପ୍ରଥମ ଫଟୋଚିତ୍ର ଜାରି କରିଛନ୍ତି । ଏହି ଫଟୋକୁ ଇଭେଣ୍ଟ ହରାଇଜନ ଟେଲିସ୍କୋପ ଉତ୍ତୋଳନ କରିଛି । ଏହି ବ୍ଲାକ ହୋଲର ଆକାର ସୂର୍ଯ୍ୟର ଆକାରଠାରୁ ପ୍ରାୟ ୬୫୦ କୋଟି ଗୁଣ ବଡ଼ । ଫଟୋରେ…
ଅଧିକ ଖବର ଦେଖନ୍ତୁ...

ମତଦାନ ଲାଗି ଆପଣମାନେ ପ୍ରସ୍ତୁତ ତ? ଜାଣନ୍ତୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି କେଉଁ ସବୁ ବିଶେଷ ବ୍ୟବସ୍ଥା…

• ସମୁଦାୟ ୩୦ଟି ମତଦାନ କେନ୍ଦ୍ରରେ କେବଳ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। • ଗୋଟିଏ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀ ଦିବ୍ୟାଙ୍ଗ। • ସମୁଦାୟ ୨୩୭୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି। • ୪୮୬ଟି ମତଦାନ କେନ୍ଦ୍ରରେ େଓ୍ଵବ୍‌କାଷ୍ଟିଂ ସୁବିଧା ଉପଲବ୍ଧ।…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି କୁରୁକ୍ଷେତ୍ର : ଜାଣନ୍ତୁ ଲୋକସଭା ଓ ୭ ବିଧାନସଭା ଆସନରୁ କେଉଁ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ବିଜୟ-ପରାଜୟ…

କଳାହାଣ୍ଡି ଲୋକସଭା ଆସନରେ ହେଉଛି ଜୋରଦାର ଲଢ଼େଇ। ଆସନ୍ତୁ ଜାଣିବା ଏହା ଅଧିନସ୍ଥ ନୂଆପଡ଼ା, ଖଡିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପଟଣା ଓ ନର୍ଲା ବିଧାନସଭା ଆସନରୁ କେଉଁ ପ୍ରମୁଖ ଦଳର ପ୍ରାର୍ଥୀ କେଉଁଠୁ ଲଢୁଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି…
ଅଧିକ ଖବର ଦେଖନ୍ତୁ...

ରାଜନୀତିରେ କ’ଣ ନ ହୁଏ! ‘ନାଗିନ୍‌ ଡ୍ୟାନ୍ସ’ କରି ଭୋଟ ମାଗିଲେ ମନ୍ତ୍ରୀ, ଭିଡିଓ ଭାଇରାଲ୍‌

ବେଙ୍ଗାଲୁର: ଭୋଟ୍‌ ପାଇଁ ନେତାମାନେ କ’ଣ ସବୁ ନ କରନ୍ତି! ପ୍ରଥମ ପର୍ଯ୍ୟାୟ ନିର୍ବାଚନର ମାତ୍ର ଗୋଟିଏ ଦିନ ପୂର୍ବରୁ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି ଏକ ଭିଡିଓ। ଭିଡିଓଟିରେ କର୍ଣ୍ଣାଟକର ଗୃହ ନିର୍ମାଣ ମନ୍ତ୍ରୀ ଏମ୍‌ଟିବି ନାଗାର୍ଜନ ‘ନାଗିନ୍‌ ଡ୍ୟାନ୍ସ’ କରୁଥିବାର ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ସାବତ ବାପାର ପାପ : ୧୨ବର୍ଷ ବୟସରେ ମା’ ବନିଲେ ନାବାଳିକା

ଚଣ୍ଡିଗଡ଼ : ସୋମବାର ଚଣ୍ଡିଗଡ଼ର ଏକ ସରକାରୀ ଡ଼ାକ୍ତରଖାନାରେ ଜଣେ ୧୨ବର୍ଷୀୟ ପୀଡ଼ିତା ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସାବତ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଏତେ କମ ବୟସରେ ପ୍ରସବ ହେବାରୁ ପୀଡ଼ିତାଙ୍କ ଅବସ୍ତା ଗୁରୁତର ଥିବା…
ଅଧିକ ଖବର ଦେଖନ୍ତୁ...

ବୈଜୟନ୍ତଙ୍କ ସତ୍ୟପାଠ: ୪୭ କୋଟିର ମାଲିକ ହୋଇ ବି କରିଛନ୍ତି ୬ ଲକ୍ଷ ଟଙ୍କା ଋଣ

କେନ୍ଦ୍ରାପଡ଼ା: ରାଜ୍ୟ ରାଜନୀତିର ଫୋକସରେ ଏବେ କେନ୍ଦ୍ରାପଡା ଲୋକସଭା ଆସନ। ହେଭିୱେଟଙ୍କ ଲଢେଇର ମୁକସାକ୍ଷୀ ପାଲଟିବାକୁ ଯାଉଛି କେନ୍ଦ୍ରାପଡ଼ା। ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡ଼ାରେ ର୍ନିବାଚନ ହେବାକୁ ଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଆଉ ନାମାଙ୍କନପତ୍ର ଦାଖଲ ପରେ…
ଅଧିକ ଖବର ଦେଖନ୍ତୁ...

ଚଳିତ ନିର୍ବାଚନରେ ୧୫୦ ଜନସଭା, ୧୦୦୦ କିଲୋମିଟର ରୋଡ ସୋ’ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଂଚମଥର କ୍ଷମତାକୁ ଆସିବା ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ବଳ ଲଗାଇ ଦେଇଛନ୍ତ। ବିରୋଧୀଙ୍କ ସବୁ ରଣନୀତିକୁ କାଉଁଟର କରିବା ପାଇଁ ନିଜେ ମଂଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିପାଇଁ ବସରେ ବୁଲୁଛନ୍ତି ବିଜେଡି ମୁଖିଆ। ନିକଟରେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ…
ଅଧିକ ଖବର ଦେଖନ୍ତୁ...

ସିଇଓଙ୍କୁ ଭେଟି ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ କରି ଚାଲିଥିବା ବିଜେପି ଶେଷରେ ନିର୍ବାଚନ କମିସନଙ୍କ ଆଦେଶକୁ ବି ଦଳିଚକଟି ଦେଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବାକୁ ଥିବା ବେଳେ ବିଜେପି ବିରୋଧରେ ବିଜୁ ଜନତା ଦଳ ବୁଧବାର ସଙ୍ଗୀନ ଅଭିଯୋଗ ଆଣିଛି। ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

୧୧ ଘଣ୍ଟା ପରେ ମତଦାନ : ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଅସନରେ ଏହି ପ୍ରମୁଖ ଦଳର ପ୍ରାର୍ଥୀଙ୍କର…

ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଲୋକସଭା ଆସନ ବ୍ରହ୍ମପୁର। ଏହା ଅଧିନରେ ରହିଛି ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ। ରାଜ୍ୟ ରାଜନୀତିର ବହୁ ଛାମୁଆ ନେତା ଏହି ସବୁ ଆସନରେ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତୁ ଦେଖିବା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ପରାଜୟର ପ୍ରତିଶୋଧ ପାଇଁ ରଣନୀତି କରିଛି ମୁମ୍ବାଇ, ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି, ପଂଜାବ କରୁଛି ବ୍ୟାଟିଂ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମୁମ୍ବାଇ ଇଣ୍ଡିଆନ୍‌ସ ବୁଧବାର କିଙ୍ଗସ୍‌ ଏକାଦଶ ପଂଜାବକୁ ମୁକାବିଲା କରୁଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଚଳିତ ଆଇପିଏଲ୍‌ ସଂସ୍କରଣର ୨୪ତମ ମ୍ୟାଚ୍‌ରେ ଟସ୍‌ ଜିଣି ମୁମ୍ବାଇ ବୋଲିଂ ନିଷ୍ପତ୍ତି ନେବା ପରେ ପଂଜାବ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...