Daily Archives

April 10, 2019

ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ କାଲିଠାରୁ ଆରମ୍ଭ: କେବଳ ମତଦାନ ନୁହେଁ, ନିର୍ବାଚନ ସଂପର୍କିତ ଏହି ସବୁ କଥା ଜାଣିବା ବି…

ନୂଆଦିଲ୍ଲୀ: ସାତଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ଆସନ୍ତାକାଲିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି। ଭାରତ ବର୍ଷର ନିର୍ବାଚନ ହେଉଛି ଦେଶର ସବୁଠାରୁ ବଡ଼ ନିର୍ବାଚନ। ଏହି ନିର୍ବାଚନକୁ ନେଇ ରହିଛି ଗୁଡ଼ାଏ କଥା। ଆସନ୍ତୁ ସେଥିରୁ ଅଳ୍ପ କିଛି ଜାଣିବା। : ପ୍ରଥମ ଥର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ବାୟୋପିକ୍‌ ପରେ ‘ନାମୋ ଟିଭି’କୁ ବନ୍ଦ ନିର୍ଦ୍ଦେଶ, ନିର୍ବାଚନ ଭିତରେ ଚାଲିପାରିବନି ଏହି ଚ୍ୟାନେଲ୍‌

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିସନ ବୁଧବାର କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ର ପ୍ରଦର୍ଶନୀ ଉପରେ ରୋକ ଲଗାଇ ନାହାନ୍ତି, ବରଂ ପ୍ରଧାନମନ୍ତ୍ରୀ ମନ୍ତ୍ରୀଙ୍କ ଚ୍ୟାନେଲ୍‌ ‘ନାମୋ ଟିଭି’କୁ ମଧ୍ୟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନର ମାତ୍ର କିଛି ମାସ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ପୁଣି ମାତିଲେ ନକ୍ସଲ,ଆଇଇଡି ବିସ୍ଫୋରଣରେ ସିଆରପିଏଫ ଯବାନ ଆହତ

ରାୟପୁର : ନିର୍ବାଚନ ସମୟରେ ଛତିଶଗଡ଼ରେ ନକ୍ସଲମାନେ ସକ୍ରିୟ ହୋଇଯାଇଛନ୍ତି । ଗତ କାଲି ଆଇଇଡି ବିସ୍ଫୋରଣ କରି ଜଣେ ବିଜେପି ବିଧାୟକଙ୍କ ସମେତ ମୋଟ ୫ ଜଣଙ୍କୁ ମାରିବା ପରେ ଆଜି ପୁଣି ଆଇଡି ବିସ୍ଫୋରଣ ଘଟାଇଛନ୍ତି । ଛତିଶଗଡର ଗଡଚିରୋଲି ଜିଲ୍ଲା ଏଟ୍ଟାପାଲ୍ଲିଠାରେ ଏହି ଆଇଇଡି ବିସ୍ଫୋରଣ ହୋଇଛି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ : ଜାଣନ୍ତୁ କୋରାପୁଟ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ…

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍‌। ସେହିପରି ୭ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ ହେବ କାଲି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ କ୍ଷେତ୍ର ପସ୍ତୁତ, ରାତି ପାହିଲେ ୬୦ ଲକ୍ଷ ମତଦାତା କରିବେ ନେତାଙ୍କ ଭାଗ୍ୟ…

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ଅବସରରେ ଓଡ଼ିଶାରେ ଗୁରୁବାର ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାରି ଅନ୍ତଗର୍ତ ୨୮ଟି ବିଧାନସଭା ଆସନରେ ମତଦାନ ହେବ। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଗୁରୁବାର ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ…
ଅଧିକ ଖବର ଦେଖନ୍ତୁ...

ରାଲିକୁ ଯାଉଥିଲେ, ବାଟହୁଡ଼ି ବାଂଲାଦେଶ ସୀମାରେ ପହଞ୍ଚିଗଲା ମମତାଙ୍କ ହେଲିକପ୍ଟର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ସୂଚନା ଅନୁଯାୟୀ, ଆଜି ଉତ୍ତର ଦିନାଜପୁରରେ ମମତା ଏକ ରାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଯେଉଁ ହେଲିକପ୍ଟଟରେ ମମତା, ରାଲିସ୍ଥଳକୁ ଯାଉଥିଲେ,…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଲ୍ୟାଣ୍ଡମାଇନ୍‌ ଠାବ, ବିସ୍ଫୋରଣ ପୂର୍ବରୁ ନିଷ୍କ୍ରିୟ କଲା ବିଏସ୍‌ଏଫ 

କୋରାପୁଟ: ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ପାଇଁ ମତଦାନ ପୂର୍ବରୁ ବୁଧବାର କୋରାପୁଟ ଜିଲ୍ଲାର ଲମତାଟପୁଟ ବ୍ଲକ ଅନ୍ତର୍ଗତ ଚିଲବା ଅଂଚଳରେ ଲ୍ୟାଣ୍ଡମାଇନ ଠାବ ହୋଇଛି। ଆନ୍ଧ୍ରପ୍ରଦେଶର ସୀମା ଠାରୁ ୫ କିଲୋମିଟର ଦୂରରେ ଏହି ଏହା ଠାବ ହୋଇଛି। ଭାଗ୍ୟବଶତଃ ଏହା ବିସ୍ଫୋରଣ ହେବା…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ହାରିଯିବା ପରେ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କ ସ୍ବୀକାରୋକ୍ତି: ଭୋଟ ରାଜନୀତିର ଅସଲ ପାଠ ଛାତ୍ରଙ୍କୁ…

ଓଡ଼ିଶାର ଅନ୍ୟତମ ସୁଯୋଗ୍ୟ ସନ୍ତାନ ରାଜନୀତି ବିଜ୍ଞାନର ବିଚକ୍ଷଣ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶଙ୍କର ଜ୍ଞାନ ତଥା ପାଠପଢ଼ାଇବାର ଶୈଳୀ ଯେ ଖୁବ୍‌ ଉଚ୍ଚକୋଟୀର ଏହା ତାଙ୍କ ପାଖରେ ପଢ଼ିଥିବା ଯେକେହି ଛାତ୍ରଛାତ୍ରୀ ନିଶ୍ଚୟ ସ୍ୱୀକାର କରିବେ। କିନ୍ତୁ ସେ ନିଜେ ତାଙ୍କ ଆତ୍ମଜୀବନୀ ‘ମୋ ଅକୁହା…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନା : ନରେଗା କାମ କରୁଥିବାବେଳେ ମାଟି ଧସି ୧୦ ମହିଳା ଶ୍ରମିକ ମୃତ

ହାଇଦ୍ରାବାଦ : ତେଲେଙ୍ଗାନାର ନାରାଣୟପେଟ ଜିଲ୍ଲାର ମାରିକ୍କଲ ବ୍ଲକରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ନିଯୁକ୍ତି ଯୋଜନା (ନରେଗା) ଅଧିନରେ ଏକ ମାଟି ଖନନ କାର୍ଯ୍ୟ କରୁଥିବାବେଳେ ମାଟି ଧସିବା ଫଳରେ ୧୦ ଜଣ ମହିଳା ଶ୍ରମିକ ପୋତି ହୋଇ ମୃତ୍ୟୁବରଣ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

୫ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ନେଇ ବିଚାରପତିଙ୍କ ନାମ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଳୀ: ସୁପ୍ରିମକୋର୍ଟଙ୍କ କଲେଜିୟମ ମଙ୍ଗଳବାର ରାଜସ୍ଥାନ, କେରଳ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ହାଇକୋର୍ଟରେ ମୁଖ୍ୟ ବିଚାରପତି  ପଦବୀ ପୂରଣ କରିବା ପାଇଁ ୫ ଜଣ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ଏହି ୫ ବିଚାରପତି ସଂପ୍ରତି ବିଭିନ୍ନ ହାଇକୋର୍ଟରେ  ବିଚାରପତି ଭାବେ…
ଅଧିକ ଖବର ଦେଖନ୍ତୁ...