Daily Archives

July 17, 2019

ରଦ୍ଦ ହୋଇପାରେ ଏହି ୩ ରାଜନୈତିକ ଦଳର ରାଷ୍ଟ୍ରୀୟ ମାନ୍ୟତା ! ନୋଟିସ୍ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ନିର୍ବାଚନ ସରିଲା ପରେ  ଏବେ ଅଡୁଆରେ ତିନି ରାଜନୈତିକ ଦଳ । ନିର୍ବାଚନରେ ପ୍ରଦର୍ଶନ ଆଧାରରେ ଟିଏମସି, ଏନସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହୋଇପାରେ ବୋଲି  ଆଶଙ୍କା କରାଯାଉଛି । ଏପରିକି ଏହି ୩ଟି ରାଜନୈତିକ ଦଳକୁ  ନିର୍ବାଚନ କମିଶନ କାରଣ ଦର୍ଶାଅ ନୋଟିସ୍ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ଦୁର୍ଘଟଣାଗ୍ରସ୍ତ ଟ୍ରଲରରୁ ମୃତଦେହ ଉଦ୍ଧାର

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣୀ ଘାଟୀରେ ମଙ୍ଗଳବାର ଏକ ଟ୍ରଲର ବ୍ରେକ୍‌ ଫେଲ ଯୋଗୁଁ ଘାଟୀର ୫୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଟ୍ରଲର ମଧ୍ୟରେ ଚାପି ରହିଥିଲେ। ରାତିରେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି : ପଞ୍ଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବର, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି,…

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସଂସ୍କାର ଏବଂ ନୂତନ ବାସ୍ତବତାକୁ ଆଖି ଆଗରେ ରଖି…
ଅଧିକ ଖବର ଦେଖନ୍ତୁ...

ବିଗତ ୪ ବର୍ଷ ମଧ୍ୟରେ ଭାରତୀୟ ସେନା ଉପରେ ହୋଇଛି ୧୩୧ଟି ଆତଙ୍କବାଦୀ ହାମ୍‌ଲା

ନୂଆଦିଲ୍ଲୀ: ବିଗତ ୪ ବର୍ଷ ମଧ୍ୟରେ ଭାରତୀୟ ସେନା ଉପରେ ୧୩୧ଟି ଆତଙ୍କବାଦୀ ହାମ୍‌ଲା ହୋଇଛି। ଏହି ସମସ୍ତ ଆତଙ୍କବାଦୀ ହାମ୍‌ଲା ଜମ୍ମୁ- କଶ୍ମୀରରେ ଥିବା ସେନା ଶିବିର, ଜମ୍ମୁ- କଶ୍ମୀର ଓ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କରେ ମୁତୟନ ଥିବା ସେନା ଯବାନଙ୍କ ଉପରେ ହୋଇଛି ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...

ପାଟକୁରା ବିକାଶ ମୁଁ ବୁଝିବି : ନବୀନ

କେନ୍ଦ୍ରାପଡ଼ା: ପାଟକୁରାର ବିକାଶ ଦାୟତ୍ୱ ମୁଁ ନିଜେ ନେବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। ଦୁଇ ଦିନ ପରେ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ହେବାକୁ ଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କ ପାଇଁ ହାଇଟେକ୍‌ ପ୍ରଚାର ବେଳେ ନବୀନ ସଂକ୍ଷିପ୍ତ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ମେଡ଼ିକାଲ କମିଶନ ବିଲକୁ କ୍ୟାବିନେଟ ଅନୁମୋଦନ, ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ ସ୍ଥାନରେ ଗଠନ ହେବ ଜାତୀୟ ମେଡ଼ିକାଲ…

ନୂଆଦିଲ୍ଲୀ : ଆଜି   ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ମେଡ଼ିକାଲ କମିଶନ ବିଲ, ୨୦୧୯କୁ ଅନୁମୋଦନ କରାଯାଇଛି । ଏହି ବିଲ ଅନୁମୋଦନ ଲାଭ କରିବା ପରେ ଏବେ  ମେଡ଼ିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ସ୍ଥାନରେ ଜାତୀୟ ମେଡ଼ିକାଲ…
ଅଧିକ ଖବର ଦେଖନ୍ତୁ...

ସରକାର ସବୁଦିନ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଚଳାଇପାରିବେ ନାହିଁ : କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସବୁଦିନ ପାଇଁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ( ଏମଜିଏନଆରଇଜିଏ)କୁ ଜାରି ରଖିପାରିବେ ନାହିଁ । କାରଣ ମୋଦୀ ସରକାରଙ୍କ ବୃହତ୍ତର ଲକ୍ଷ୍ୟ ହେଉଛି ଦେଶରୁ ଦାରିଦ୍ର୍ୟ ଦୂରୀକରଣ ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କଟକ: ମୃତ ଶିଶୁକୁ ଧରି ରାସ୍ତାକଡ଼ରେ ବସିଲେ ମହିଳା

କଟକ: ବକ୍ସିବଜାର ଛକରେ ଜଣେ ଅଚିହ୍ନା ମହିଳା ବୁଧବାର ପ୍ରାୟ ବର୍ଷକର ଏକ ମୃତ ଶିଶୁକୁ ଧରି ରାସ୍ତାକଡ଼ରେ ବସିଛନ୍ତି। କୌଣସି ରୋଗରେ ପଡ଼ି ପିଲାଟିର ମୃତ୍ୟୁ ଘଟିବା ପରେ ମହିଳା ଜଣକ ଉପାୟ ଶୂନ୍ୟ ହୋଇ ଶେଷରେ ରାସ୍ତାକଡ଼ରେ ବସିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପାଖରେ ଆଉ ୨ ଜଣ ଛୋଟ ଛୋଟ ଝିଅ…
ଅଧିକ ଖବର ଦେଖନ୍ତୁ...

କୁଲଭୂଷଣ ମାମଲାରେ ପାକିସ୍ତାନକୁ ଝଟକା; ଆଇସିଜେର ନିଷ୍ପତ୍ତିକୁ ଭାରତର ସ୍ୱାଗତ, ପୂରା ଦେଶରେ ଖୁସିର ମାହୋଲ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଅନ୍ତର୍ଜାତୀୟସ୍ତରରେ ପାକିସ୍ତାନ ବିରୋଧରେ ଏକ ବଡ଼ ବିଜୟ ହାସଲ କରିଛି ଭାରତ। ଭାରତୀୟ ନାଗରିକ ତଥା ନୌସେନାର ପୂର୍ବତନ ଅଧିକାରୀ  କୁଲଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ୧୫:୧ରେ ଆଜି ଭାରତ ସପକ୍ଷରେ ରାୟ ଶୁଣାଇବା ପରେ…
ଅଧିକ ଖବର ଦେଖନ୍ତୁ...

ଚଳିତ ସପ୍ତାହରେ ଜେଲରୁ ମୁକୁଳବେ ନଳିନୀ ଶ୍ରୀହରନ, ରାଜୀବ ଗାନ୍ଧି ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି ନଳିନୀ

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ ଚଳିତ ସପ୍ତାହ ଶେଷ ବେଳକୁ ଜେଲରୁ ପ୍ୟାରୋଲରେ ମୁକୁଳିପାରେ । ଗତ ୫ ତାରିଖରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ମାସର ପ୍ୟାରୋଲ ପ୍ରଦାନ କରିଥିଲେ । ନିଜର ପ୍ୟାରୋଲ ସମୟରେ…
ଅଧିକ ଖବର ଦେଖନ୍ତୁ...