Daily Archives

January 25, 2020

ଜେଲ ପ୍ରଶାସନ ନିର୍ଭୟା ଦୋଷୀ ବିନୟ ଶର୍ମାକୁ ‘ସ୍ଲୋ ପଏଜନ୍‌’ ଦେଉଛନ୍ତି : ଓକିଲ ଏପି ସିଂହ

ନୂଆଦିଲ୍ଲୀ: ଫାଶୀ ଦଣ୍ଡକୁ ଏଡ଼ାଇବାକୁ ନିର୍ଭୟା ଦୋଷୀଙ୍କ ଓକିଲମାନେ ନୂଆନୂଆ ଆଇନଗତ ପେଞ୍ଚ ଆପଣାଉଥିବା ଦେଖିବାକୁ ମିଳୁଛି। ଏପଟେ ନିର୍ଭୟା ଦୋଷୀଙ୍କ ମା’ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚୁଥିବା ନେଇ କ୍ଷୋଭ ବ୍ୟକ୍ତ କରୁଥିବା ବେଳେ ନିର୍ଭୟା ଦୋଷୀ ବିନୟ ଶର୍ମାର ଓକିଲ ଆଉ ଏକ ଗୋଟି ଚଳାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପିଜ୍ଜା ଉପରେ ଛେପ ପକାଇ ଡେଲିଭରି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଇସ୍ତାନବୁଲ୍: ଯଦି ଆପଣ ଘରକୁ ପିଜ୍ଜା ମଗାଇ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ। ତୁର୍କୀରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣ ପିଜ୍ଜା ମଗାଇବା ପୂର୍ବରୁ ଥରେ ଚିନ୍ତା କରିବେ। ତୁର୍କୀରେ ଜଣେ ପିଜ୍ଜା ଡେଲିଭରି…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବି ପୁର୍ନବିନ୍ୟାସ ଲାଗି ସୋମବାରଠାରୁ କଟକରେ ଆରମ୍ଭ ହେବ ଉଚ୍ଛେଦ ପ୍ରକ୍ରିୟା

କଟକ: ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି) ପୁର୍ନବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଶନିବାର ଅନୁମୋଦନ କରିବା ପରେ ସୋମବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଉଚ୍ଛେଦ ପ୍ରକ୍ରିୟାରେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ପରି ପୋଷାକ ପିନ୍ଧି ଟ୍ରୋଲ୍‌ ହେଲେ ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ଆପଣ ଏକଥା ଜାଣିଛନ୍ତି ଯେ ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନଙ୍କ ପୋଷାକ ପରିଧାନରେ କୌଣସି ନିର୍ଦ୍ଦିଷ୍ଟ ଧାରା ନଥାଏ। ସେମାନେ ଯାହା ପିନ୍ଧନ୍ତି ତାହା ଷ୍ଟାଇଲ୍‌ ବନିଯାଏ। ଷ୍ଟାଇଲ୍‌କୁ ଲକ୍ଷ୍ୟ କରି ପୋଷାକ ପିନ୍ଧିବା ସେମାନଙ୍କୁ ଆଦୌ ଆବଶ୍ୟକ ପଡ଼େ ନାହିଁ। ବଲିଉଡ୍‌ର…
ଅଧିକ ଖବର ଦେଖନ୍ତୁ...

ପୁଣି ତେଜିଲା ଇରାନ-ଆମେରିକା ଉତ୍ତେଜନା : କୁଦସ ଫୋର୍ସର ନୂଆ କମାଣ୍ଡର ଘନିଙ୍କୁ ହତ୍ୟା କରିବାକୁ ଆମେରିକାର ଧମକ

ଓ୍ଵାସିଂଟନ : ଇରାନର ନୂଆ କୁଦସ ଫୋର୍ସ କମାଣ୍ଡର ଇସମାଇଲ ଘାନିଙ୍କୁ ମଧ୍ୟ ହତ୍ୟା କରିବାକୁ ଆମେରିକା ଧମକ ଦେଇଛି । ଇରାନରେ ଅବସ୍ଥାପିତ ସ୍ୱତନ୍ତ୍ର ପ୍ରତିନିଧି ବ୍ରାୟାନ ହୁକ କହିଛନ୍ତି ଯେ ଘାନିକୁ ମଧ୍ୟ ମାରିଦିଆଯିବ । ଏହା ପରେ ଇରାନ ଓ ଆମେରିକା ମଧ୍ୟରେ ପୁଣି ଉତ୍ତେଜନା ବଢିଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତା କପିଲ ମିଶ୍ରଙ୍କ ଉପରେ ୪୮ ଘଣ୍ଟିଆ ନିଷେଧାଜ୍ଞା ଲଗାଇଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ : ବିବାଦୀୟ ଟ୍ଵିଟ୍‌ କରିବା ଦିଲ୍ଲୀ ବିଜେପି ବିଧାୟକ ପ୍ରାର୍ଥୀ କପିଲ ମିଶ୍ରଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ କମିସନ ତାଙ୍କ ଉପରେ ୪୮ ଘଣ୍ଟିଆ ନିଷେଧାଜ୍ଞା ଲଗାଇଛନ୍ତି । ଏହି ସମୟରେ ସେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ । ଶନିବାର ଅପରାହ୍ଣ ୫ଟାରୁ ଏହି ନିଷେଧାଜ୍ଞା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜ ନିଷ୍ପତ୍ତିକୁ ବିରୋଧ କରି ପୁଣି ସୁୁପ୍ରିମକୋର୍ଟ ଗଲା ନିର୍ଭୟା କାଣ୍ଡ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା କାଣ୍ଡ  ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି ମୁକେଶ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୁଣି ଥରେ ସୁପ୍ରିମକୋର୍ଟରେ ଆବେଦନ କରିଛି ମୁକେଶ । ରାଜକ୍ଷମା ଖାରଜ…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କଲେ ଆମୀର ଖାନଙ୍କ ସହ କାମ କରି ସାରିଥିବା ଏହି ନାୟିକା

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଳାରେ ଥିବା ମୀରା ରୋଡ୍‌ସ୍ଥିତ ନିଜ ବାସଭବନରେ ଟେଲି ଅଭିନେତ୍ରୀ ସେଜଲ୍‌ ଶର୍ମା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ବଡ଼ି ଭୋରୁ ସେଜଲ୍‌ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏପରି ଅବସ୍ଥା‌ରେ ଦେଖିବା ପରେ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଶ୍ରମର ଗୋଟିଏ କୋଠରୀରୁ ଜଞ୍ଜିରରେ ବନ୍ଧା ଥିବା ୭୦ରୁ ଊର୍ଧ୍ୱ ବୃଦ୍ଧବୃଦ୍ଧା ଉଦ୍ଧାର

ହାଇଦ୍ରାବାଦ: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ବୃଦ୍ଧାଶ୍ରମରେ ବୃଦ୍ଧ/ବୃଦ୍ଧାଙ୍କ ସହିତ ଅମାନବୀୟ ବ୍ୟବହାର କରାଯିବା ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି । ପ୍ରକାଶିତ ଖବର ମୁତାବକ, ବୃଦ୍ଧାଶ୍ରମରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୯ ଜଣ ପାଇବେ ପୁଲିସ ସେବା ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ୱର : ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ୨୯ ଜଣ ପୁଲିସ କର୍ମଚାରୀ ୩ଟି ବର୍ଗରେ ପଦକ ପାଇବାକୁ ମନୋନୀତ ହୋଇଛନ୍ତି । ରାଷ୍ଟ୍ରପତି ଭବନରୁ ମନୋନୀତ ପୁଲିସ କର୍ମଚାରୀଙ୍କ ତାଲିକା ପ୍ରକ‌ାଶ ପାଇଛି।  ଏହି ୨୯ ଜଣଙ୍କ ମଧ୍ୟରୁ ୨ ଜଣ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି…
ଅଧିକ ଖବର ଦେଖନ୍ତୁ...