Daily Archives

January 26, 2020

ଆଦିବାସୀ ମେଳାରେ ହେବ ଏଚ୍‌ଆଇଭି ପରୀକ୍ଷା, ଓସାକ୍ସ ପକ୍ଷରୁ ଖୋଲାଯିବ ଷ୍ଟଲ୍‌

ଭୁବନେଶ୍ବର: ଆସନ୍ତାକାଲିଠାରୁ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା। ମେଳାରେ ବିକ୍ରିବଟା ପାଇଁ ରାଜ୍ୟ ସମେତ ରାଜ୍ୟ ବାହାରର ଷ୍ଟଲ୍‌ ଖୋଲିବ। କିନ୍ତୁ ଏଥର ଏଥିରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ୍ ପକ୍ଷରୁ ଏକ ନିଆରା ଷ୍ଟଲ ଖୋଲିବାକୁ ଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...

ପାଳିତ ହେଲା ସାଧାରଣତନ୍ତ୍ର ଦିବସ: କେଉଁଠି କୁକୁର ପଶିଲା ତ କେଉଁଛି ଛିଣ୍ଡିଲା ତ୍ରିରଙ୍ଗା

ଭୁବନେଶ୍ୱର/ଜଗତସିଂହପୁର: ସାଧାରଣତନ୍ତ୍ର ଦିବସକୁ ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିଛି | ରାଜ୍ୟରେ ମଧ୍ୟ ଜିଲ୍ଲା, ସଦରମହକୁମାର ବିଭିନ୍ନ କାର୍ଯ୍ୟାଳୟ ସମେତ ବିଦ୍ୟାଳୟମାନଙ୍କରେ ତ୍ରିରଙ୍ଗା ଉଡ଼ିଛି | ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜ୍ୟ ସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

୧୪ ହଜାର ଟଙ୍କା ଖର୍ଚ୍ଚ କରି କୋରିୟରରେ ନିଜ ଦେଶର ମାଟି ମଗାଇଲେ ଯବାନ

ନ୍ୟୁୟର୍କ: ଦେଶର ମାଟିର ମୂଲ୍ୟ ଜଣେ ଯବାନ ପାଇଁ କେତେ ମହତ୍ତ୍ୱ ରଖିଥାଏ ତାହା କେବଳ ଜଣେ ଯବାନ ହିଁ ଅନୁଭବ କରିପାରିଥାଏ | ଯେତେବେଳେ ଦେଶର ଲୋକ ନିଘୋଡ଼ ନିଦରେ ଶୋଇଥାନ୍ତି ସେତେବେଳେ ଦେଶବାସୀଙ୍କ ସୁରକ୍ଷା ପାଇଁ ଖରା, ବର୍ଷା. ଶୀତ କାକରରେ ଯବାନଟିଏ ପହରା ଦେଇଥାଏ | ଆଜି ଆମେ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏଥର ସାଧାରଣତନ୍ତ୍ର ଦିବସରେ କେତେକ ପ୍ରଥମ ଘଟଣା

ନୂଆଦିଲ୍ଲୀ: ମୁଖ୍ୟ ଅତିଥି ରୂପେ ବ୍ରାଜିଲୀୟ ରାଷ୍ଟ୍ରପତି ଜାଇର୍‌ ବୋଲ୍‌ଜୋନାରୋଙ୍କ ଉପସ୍ଥିତିରେ ରବିବାର ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ସାମରିକ ଏବଂ ସାଂସ୍କୃତିକ ଶକ୍ତି ପ୍ରଦର୍ଶନରେ କେତେକ ପ୍ରଥମ ଘଟଣା ଘଟିଛି। ସେଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚତାରେ ଯବାନ ଉଡ଼ାଇଲେ ତ୍ରିରଙ୍ଗା

ଲଦାଖ: ଦେଶପ୍ରେମ ସାମ୍ନାରେ ହାର ମାନିଲା ପ୍ରବଳ ଥଣ୍ଡା | ମାଇନସ ୨୦ ଡିଗ୍ରୀ ତାପମାତ୍ରାରେ ଲଦାଖରେ ଆଜି ଯବାନମାନେ ତ୍ରିରଙ୍ଗା ଉଡ଼ାଇ ସାଧାରଣତନ୍ତ୍ର ଦିବସକୁ ଧୂମଧାମରେ ପାଳନ କରିଛନ୍ତି । ଦେଶବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ଭାରତୀୟ ସେନାର…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ପଛରେ ଧକ୍କା ଖାଇଲା ବସ୍‌; ୨ ଶ୍ରମିକ ମୃତ ଓ ୩ ଶ୍ରମିକ ଆହତ

ସମ୍ବଲପୁର: ରବିବାର ପୂର୍ବାହ୍ନରେ ଜୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଥର୍ଲି ପୋଲ ନିକଟରେ ଗୋଟାଏ ଯାତ୍ରୀବାହୀ ବସ୍‌ ଗୋଟାଏ ଟ୍ରାକ୍ଟର୍‌ ପଛରେ ଧକ୍କା ଖାଇବାରୁ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ରିଆମାଳରୁ ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

ଚିଦମ୍ବରମ୍‌ଙ୍କୁ ଗିରଫ କରିବାକୁ ତାଙ୍କ ଘର କାନ୍ଥକୁ ଚଢ଼ିଥିବା ‘ସିବିଆଇ’ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇଥିବା ୨୮ଜଣ ‘ସିବିଆଇ’ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍‌ଙ୍କୁ ଗିରଫ କରିବାକୁ ତାଙ୍କ ଘର କାନ୍ଥକୁ ଚଢ଼ି ଯାଇଥିବା ଜଣେ ଅଧିକାରୀ। ‘ସିବିଆଇ’ର ସେ ଅଧିକାରୀଜଣକ…
ଅଧିକ ଖବର ଦେଖନ୍ତୁ...

ରାଜପଥରେ ଗଡ଼ିଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥର ମେଢ଼

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ଦିଲ୍ଲୀର ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ ଲିଙ୍ଗରାଜ ମନ୍ଦିର ସାଙ୍ଗକୁ ରୁକୁଣା ରଥ ଗଡିଛି । ଓଡ଼ିଶାର ମହାନ ଐତିହ୍ୟ ଓ ସଂସ୍କୃତିକୁ ଆଜି ସାରା ଦେଶ ଦେଖିଛି | ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

୭୧ତମ ସାଧାରଣତନ୍ତ୍ର ଦିବସରେ କମଳା ରଙ୍ଗର ‘ବନ୍ଧେଜ’ ପଗଡ଼ି ପିନ୍ଧିଲେ ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଚ୍ଛ ଥିବା କମଳା ରଙ୍ଗର ‘ବନ୍ଧେଜ’ ପଗଡ଼ି ପରିଧାନ କରିଥିଲେ। ଲୁଗାକୁ ଚିତ୍ରବିଚିତ୍ର କରିବାକୁ ‘ବନ୍ଧେଜ’ ହେଉଛି ଗୋଟାଏ କୌଶଳ। ରାଜସ୍ଥାନ ଏବଂ ଗୁଜରାଟ ଆଦି ରାଜ୍ୟରେ ‘ବନ୍ଧେଜ’ ପ୍ରଣାଳୀ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ ଭବନ’ରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ‘ସମ୍ବାଦ’ ଭବନ ପରିସରରେ ଆଜି ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା…
ଅଧିକ ଖବର ଦେଖନ୍ତୁ...