Daily Archives

July 17, 2021

୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ, କରୋନା ଭଳି ନିଶ୍ୱାସରେ ଶରୀରକୁ…

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି 'ମଙ୍କିପକ୍ସ' ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି | ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ…
ଅଧିକ ଖବର ଦେଖନ୍ତୁ...

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମଳଦ୍ୱାର କାଟି ଦେଲେ ଡାକ୍ତର

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଛେଡ଼ାକ ଗାଁର ଜଣେ ମହିଳାଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ଡାକ୍ତର ମଳଦ୍ବାରା କାଟି ଦେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ ସଶଧର ଦାସ ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ କୁନିଲତା ଦାସଙ୍କ…
ଅଧିକ ଖବର ଦେଖନ୍ତୁ...

ଜଷ୍ଟ୍ ଡାଏଲ୍ ଅଧିଗ୍ରହଣକୁ ନେଇ ଚିନ୍ତାରେ ଟାଟା

ମୁମ୍ବାଇ: ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜଷ୍ଟ୍‌ ଡାଏଲ୍‌ର ସିଂହ ଭାଗ ଅଂଶଧନକୁ ୩୪୯୭ କୋଟି ଟଙ୍କାରେ କିଣାଯାଇଛି। ଜଷ୍ଟ୍‌ ଡାଏଲ୍‌ର ୪୦.୯୫% ଅଂଶଧନକୁ ଏହା ହାସଲ କରିଛି। ପରବର୍ତ୍ତୀ ସମୟରେ ଏହା ଆଉ ୨୬% ଅଂଶଧନ କିଣିବା ଲାଗି କଂପାନି ଓପନ୍‌ ଅଫର ଦେବ। ତେବେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ରାଜନୀତିରେ କମ୍ପନ: ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାୟ ୧ଘଣ୍ଟା କାଳ ଆଲୋଚନା କଲେ ଶରଦ ପାୱାର

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏନସିପି ନେତା ଶରଦ ପାୱାର । ଶରଦ ପାୱାର ଆଗାମୀ ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏଭଳି ଚର୍ଚ୍ଚାକୁ ବଢାଇଛନ୍ତି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ…
ଅଧିକ ଖବର ଦେଖନ୍ତୁ...

ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଦେଲେ ପାକିସ୍ତାନର ପୂର୍ବତନ ୱିକେଟକିପର ମୋଇନ ଖାନଙ୍କ ପୁଅ ଆଜମ୍ ଖାନ୍

ଇସଲାମବାଦ୍: ପାକିସ୍ତାନର ପୂର୍ବତନ ୱିକେଟକିପର ମୋଇନ ଖାନଙ୍କ ପୁଅ ଆଜମ୍ ଖାନ୍ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଦ ଥାପିଛନ୍ତି ।  ତାଙ୍କୁ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୩ ଟିକିଆ ଟି-୨୦ ସିରିଜ ପାଇଁ ପିସିବି ମନୋନୀତ କରିଛି । ସେ ତାଙ୍କ ପ୍ରଥମ ଅର୍ନ୍ତରାଷ୍ଟ୍ରୀୟ…
ଅଧିକ ଖବର ଦେଖନ୍ତୁ...

ତୈଳ ଦର ଵୃଦ୍ଧି ରୋକିଵାକୁ ସୁନ୍ଦରଗଡ଼ରେ କଂଗ୍ରେସର ଦସ୍ତଖତ ଅଭିଯାନ

ସୁନ୍ଦରଗଡ଼: ଦେଶରେ  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଵଢିଚାଲିଛି। ଦରଵୃଦ୍ଧି ଯୋଗୁ ସାରା ଦେଶବାସୀ କଲବଲ ହେଲେଣି। ମହାମାରୀ କରୋନାରେ ୯୭ ପ୍ରତିଶତ ଲୋକଙ୍କ ଆୟରେ ଵହୁ ଅବନତି ଘଟିଛି। ଏହା ସହ ଅରାଜକତା ମଧ୍ୟ ବଢିଛି। କେନ୍ଦ୍ର ଓ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିହାର ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଉଛି ଜିଲ୍ଲା ପ୍ରଶାସନ

ପାଟନା: ବିହାରର ବେତୀୟା ଜିଲ୍ଲାରେ ଏକା ସାଙ୍ଗରେ ୧୬ ଜଣ ମରିବା ଘଟଣାରେ ପ୍ରଶାସନ ଏବେ ମୃତ୍ୟୁ ସଂଖ୍ୟାକୁ ନେଇ ବିବାଦିତ ବୟାନ ଦେଇଛି। ଗାଁ ଲୋକମାନେ ଦାବି କରିଛନ୍ତି କି ସମସ୍ତ ୧୬ ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇବା ଯୋଗୁ ହୋଇଛି, ହେଲେ ପ୍ରଶାସନ କହିଛି କି ୪ ଜଣଙ୍କର ମୃତ୍ୟୁ ବିଷାକ୍ତ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: କରୋନା ନେଇ ଭାରତ ସରକାରଙ୍କ ପୂର୍ବପ୍ରସ୍ତୁତି ସ୍ୱାଗତଯୋଗ୍ୟ। ବିଶ୍ୱରେ କିଛି ଦେଶର ସଂକ୍ରମଣ ହାର ବଢୁଛି। ଯଦିଓ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହୁଛି କିନ୍ତୁ ସଂକ୍ରମଣ ବଢୁଛି। ଆମେ ପୂର୍ବରୁ ବି ଦେଖିଛେ ଗୋଟିଏ ଲହର ୩ରୁ ୪ ମାସ ରହୁଛି । ସେଥିପାଇଁ ତାକୁ ଦୃଷ୍ଟିରେ ରଖି ସଜାଗ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଜୋର୍‌ ଧରିଛି ଚର୍ଚ୍ଚା

ଡେରାଡୁନ୍: ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ଦିଲ୍ଲୀ ଗସ୍ତରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଜି ବୈଠକ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା କରିବା ଦରକାର: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ତୃତୀୟ ଲହର ପାଇଁ ଆମ ରାଜ୍ୟ ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିବା ଦରକାର ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି। ସେ କହିଛନ୍ତି, ଜେନମ ସିକ୍ୟୁଏନ୍ସିକୁ ବଢେଇବାକୁ ପଡ଼ିବ। ଏହା ଦ୍ୱାରା ଆମେ ନୂଆ ଷ୍ଟ୍ରେନ ଉପରେ ନଜର ରଖି ପାରିବା। ମହାରାଷ୍ଟ୍ର ପରି…
ଅଧିକ ଖବର ଦେଖନ୍ତୁ...