Daily Archives

June 30, 2022

‌ଭୁବନେଶ୍ବରରେ ମାସ୍କ ପିନ୍ଧିବା, ୨ ମିଟର ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ବରରେ ରହୁଥିଲେ କିମ୍ବା ବାହାରୁ ଏଠାକୁ ଆସୁଥିଲେ ଏଣିକି ବାଧ୍ୟତାମୂଳକ ଭାବେ ମାସ୍କ ପରିଧାନ କରିବେ। କରୋନା ସଂକ୍ରମଣ ବଢ଼ିବାରୁ ବିଏମ୍‌ସି କଟକଣା ବଢ଼ାଇଦେଇଛି। ତେଣୁ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ ସହ ୨ ମିଟର…
ଅଧିକ ଖବର ଦେଖନ୍ତୁ...

ଏଥିପାଇଁ ପତନ ହେଲା…ଉଦ୍ଧବଙ୍କୁ ରାଜ ଠାକରେଙ୍କ କଟାକ୍ଷ

ମୁମ୍ବାଇ : ଶିବସେନା ସଂପର୍କରେ ବିଗତ ଅନେକ ବର୍ଷ ଧରି ଚୁପ ରହିଥିବା ଏମଏନଏସ ମୁଖ୍ୟ ରାଜ ଠାକରେ ମୁହଁ ଖୋଲିଛନ୍ତି । ନିଜର ବଡ଼ ବାପାପୁଅ ଭାଇ ଉଦ୍ଧବ ଠାକରେଙ୍କ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ଏକ ଟୁଇଟ୍ କରି ସେ ଲେଖିଛନ୍ତି “ ଯେତେବେଳେ ଜଣେ ସୌଭାଗ୍ୟକୁ ନିଜର ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ‘ବଡ଼ ଖବର’ ସଂପାଦକ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ପରିଚାଳିତ  ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆଜି ସନ୍ଧ୍ୟାରେ ଜେଲ୍‌କୁ ପଠାଇ ଦିଆଯାଇଛି। ସେ  ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ।  ସୂଚନାଯୋଗ୍ୟ, ଦିଲ୍ଲୀର ଜନୈକ ବ୍ୟବସାୟୀ…
ଅଧିକ ଖବର ଦେଖନ୍ତୁ...

ପୁରୀ ଯାତ୍ରା ହେଲା ‌ଶେଷଯାତ୍ରା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଂଗପୁର ଏସ୍‌ଡିଜେଏମ୍‌ଙ୍କ ମୃତ୍ୟୁ

ରାଇରଂଗପୁର/ବ୍ରହ୍ମଗିରି: ରାତି ପାହିଲେ ଶ୍ରୀକ୍ଷେତ୍ରରେ ରଥଯାତ୍ରା। ମହାପ୍ରଭୁଙ୍କ ଏହି ଭବ୍ୟ ଯାତ୍ରାରେ ସାମିଲ ହେବାକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ରାଇରଂଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନ। ୪୯ ନମ୍ବର ଜାତୀୟ ରାଜପଥର ଚାଇଁନେବଦା ଛକ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ବିଜେପି ସାଂସଦ ନିରହୁଆଙ୍କ ଭାଇଙ୍କ ଗାଡ଼ି, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଆଜମଗଡ଼: ଆଜମଗଡରୁ ନବନିର୍ବାଚିତ ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରହୁଆଙ୍କ ବଡ଼ ଭାଇ ବିଜୟ ଯାଦବ ଗୁରୁବାର ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସମାଜବାଦୀ ପାର୍ଟି ନେତା ବିଜୟ ଲାଲ ଯାଦବଙ୍କ କାର ଲକ୍ଷ୍ନୌ ଅଭିମୁଖେ ଯାଉଥିବା ସମୟରେ ବାରବାଙ୍କି ନିକଟରେ…
ଅଧିକ ଖବର ଦେଖନ୍ତୁ...

ଅଟୋଚାଳକରୁ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ ମହାରାଷ୍ଟ୍ରରେ ସରକାର ବଦଳାଇ ଦେଇଥିବା ସିନ୍ଦେଙ୍କ ବିଷୟରେ ଏହି ୭ଟି କଥା

ମୁମ୍ବାଇ: ମହାରାଷ୍ଟ୍ରରେ କିଛି ଦିନ ଧରି ଚାଲିଥିବା ରାଜନୈତିକ କଳହର ଏବେ ଅନ୍ତ ଘଟିଛି। ଠାକରେ ସରକାରଙ୍କ ପତନ ଘଟିବା ସହ ଆଜି ରାଜ୍ୟରେ ନୂଆ ସରକାର ଗଠନ ହେବାକୁ ଯାଉଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଆଜି ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ନେଲା ୩ ଜୀବନ: କପା ଲଗାଇବା ବେଳେ ୨ ମହିଳା ଶ୍ରମିକ ମୃତ, ଧାନବିଲରେ ଟଳିପଡ଼ିଲେ ଚାଷୀ

ବଜ୍ରପାତ: ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଗୁରୁବାର ଅପରାହ୍ନରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କପା ରୋପଣ କରୁଥିବା ବେଳେ  ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେହିପର ଧାନ ଖେତରେ ଅନ୍ୟ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକମାନେ…
ଅଧିକ ଖବର ଦେଖନ୍ତୁ...

ଯୌନ ଉତ୍ପୀଡ଼ନ ଅଭିଯୋଗରେ ତ୍ରିପୁରା ବିଧାୟକଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅଧ୍ୟୟନ କରୁଥିବା ଉତ୍ତର-ପୂର୍ବ ରାଜ୍ୟର ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ତ୍ରିପୁରାର ଜଣେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏବଂ ଅଭିଯୁକ୍ତ ବିଧାୟକଙ୍କୁ ଏବେ ଦିଲ୍ଲୀ ଆଣି ମାମଲାର ତଦନ୍ତ କରୁଛି ବୋଲି ଦିଲ୍ଲୀ ପୁଲିସର…
ଅଧିକ ଖବର ଦେଖନ୍ତୁ...

ଉଦ୍ଧବ ଠାକରେଙ୍କ ଅହଙ୍କାର ଯୋଗୁଁ ତାଙ୍କର ଏଭଳି ଅବସ୍ଥା ହୋଇଛି: ନବନୀତ ରାଣା

ମୁମ୍ବାଇ: ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଭୁଶୁଡିବା ପରେ ସାଂସଦ ନବନୀତ୍ ରାଣା ତାଙ୍କୁ ସମାଲୋଚନା କରିଛନ୍ତି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବାକୁ ଘୋଷଣା କରି ବିବାଦରେ ଛନ୍ଦି ହୋଇଥିଲେ ସାଂସଦ ନବନୀତ ରାଣା ଓ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ରାଜନୀତିରେ ପୁଣି ନାଟକୀୟ ମୋଡ଼ : ଫଡନବୀସ ନୁହେଁ, ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଆସିଛି ଏକ ନାଟକୀୟ ପରିବର୍ତ୍ତନ । କିଛି ସମୟ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ସଂଧ୍ୟା ୭ଟା ବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କିନ୍ତୁ ନିଜେ ଫଡନବୀସ ଘୋଷଣା କରିଛନ୍ତି ଯେ ଶିବସେନାର ବିଦ୍ରୋହୀ ବିଧାୟକ…
ଅଧିକ ଖବର ଦେଖନ୍ତୁ...