Daily Archives

June 30, 2022

ମାତ୍ର ୯ ଦିନ ମଧ୍ୟରେ ଦଣ୍ଡ ଶୁଣାଣି; ଦୁଷ୍କର୍ମକାରୀକୁ ଆଜୀବନ କାରାଦଣ୍ଡ ସହ ୪୫ ହଜାର ଟଙ୍କା ଜରିମାନା

ଲକ୍ଷ୍ନୌ: ଅନେକ ସମୟରେ ଦୁଷ୍କର୍ମ କରି ଦୁଷ୍କର୍ମକାରୀମାନେ ବର୍ଷ ବର୍ଷ ଧରି ବିନା ଦଣ୍ଡରେ ବାହାରେ ବୁଲିଥାନ୍ତି। ବର୍ଷ ବର୍ଷ ଧରି ମାମଲା ଚାଲିଥାଏ ହେଲେ ନ୍ୟାୟ ମିଳି ନଥାଏ।  ମାତ୍ର ଉତ୍ତରପ୍ରଦେଶରେ ଜଣେ ଦୁଷ୍କର୍ମକାରୀକୁ ଶୁଣାଣି ଆରମ୍ଭ ହେବାର ୯ ଦିନ ଭିତରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ମଣିପୁରରେ ବଡ଼ ଭୂସ୍ଖଳନ: ୭ ଯବାନଙ୍କ ମୃତଦେହ ଉଦ୍ଧାର, ମାଟି ତଳେ ଫସି ରହିଛନ୍ତି ୫୦ରୁ ଅଧିକ ଲୋକ

ମଣିପୁର: ମଣିପୁରରେ ଗତ କିଛି ଦିନ ହେବ ଜାରି ରହିଥିବା ବର୍ଷା କାରଣରୁ ବୁଧବାର ରାତିରେ ନୋନି ଜିଲ୍ଲାର ତୁପୁଲ୍‌ ରେଳବାଇ ଷ୍ଟେସନ୍‌ ନିକଟରେ ବଡ଼ ଧରଣର ଭୂସ୍କଳନ ଘଟିଛି। ଏହି ଭୂସ୍କଳନରେ ୭ ଜଣ ସେନା ଯବାନଙ୍କ ଜୀବନ ଯାଇଛି।  ଭୂସ୍କଳନ ପରେ ୧୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ଓ…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରାରେ ଆପଣଙ୍କ ଯାନବାହନ ରଖିବେ କେଉଁଠି? ପଢ଼ନ୍ତୁ ଏହି ରିପୋର୍ଟ

ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡ ଲୋକାରଣ୍ୟ ହେବ। ହେ ଭକତେ ଡାକ ଶୁଭିବ। ଭକ୍ତଙ୍କର ଜୟ ଜଗନ୍ନାଥ ଧ୍ବନିରେ ପୁରୀ ଉଚ୍ଛୁଳି ପଡ଼ିବ। ବିଗତ ୨ ବର୍ଷ ହେବ କରୋନା ଯୋଗୁଁ ରଥଯାତ୍ରାରେ ସାଧାରଣ ଭକ୍ତ ସାମିଲ ହୋଇପାରି ନଥିଲେ। ତେଣୁ ଚଳିତ ଥର ପୁରୀରେ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୧ରୁ ବଦଳିବ ଆୟକର ନିୟମ ; ପ୍ୟାନ-ଆଧାର ଲିଙ୍କ୍ ପାଇଁ ୧୦୦୦ ଟଙ୍କା, କ୍ରିପ୍ଟୋ ଉପରେ ଲାଗିବ ଆୟକର

ନୂଆଦିଲ୍ଲୀ : ଜୁଲାଇ ୧ ଅର୍ଥାତ ଶୁକ୍ରବାରଠାରୁ ଆୟକର ନିୟମରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏସବୁ ପରିବର୍ତ୍ତିତ ନିୟମ ଯୋଗୁଁ ଟିକସଦାତାମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ପ୍ୟାନ-ଆଧାର ଲିଙ୍କ କଲେ ୧୦୦୦ ଟଙ୍କା ଫାଇନ ଜୁଲାଇ ୧ ପରଠାରୁ ଯେଉଁମାନେ ପ୍ୟାନ- ଆଧାର…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ସଂକଟ: ଆଜି ସଂଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନବୀସ

ମୁମ୍ବାଇ: ବୁଧବାର ଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ସଂଧ୍ୟା ୭ଟାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

‘ଶିବସେନା କ୍ଷମତା ପାଇଁ ଜନ୍ମ ହୋଇନାହିଁ, ଶିବସେନା ପାଇଁ କ୍ଷମତା ଜନ୍ମ ହୋଇଛି; ପସ୍ତେଇବେ ବିଦ୍ରୋହୀ’: ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଯେ ବିଦ୍ରୋହୀମାନେ ସେମାନଙ୍କ ରାସ୍ତା ବାଛିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ସାମିଲ ହେବା ପାଇଁ ନିଷ୍ପତ୍ତ ନେଇଛନ୍ତି। ଅସନ୍ତୁଷ୍ଟଙ୍କ ପଥରେ ଦଳ ତରଫରୁ କୌଣସି ପ୍ରତିବନ୍ଧକ ରହିବ ନାହିଁ ଏବଂ ସେନା ନୂତନ ସରକାରରେ…
ଅଧିକ ଖବର ଦେଖନ୍ତୁ...

କହ୍ନୈୟାଙ୍କ ପରିବାରକୁ ଭେଟି ୫୧ଲକ୍ଷ ଟଙ୍କା ଦେବା ସହ ଦୁଇ ପୁଅକୁ ଚାକିରି ଦେବାର ପ୍ରତିଶ୍ରୁତି ଦେଲେ ଗେହଲଟ୍

ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ‌ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ଫୁଟ୍‌ ତଳକୁ ଖସିପଡ଼ି ଓଲଟିଲା, ଭାଙ୍ଗିଗଲା ଚାଳକଙ୍କ ଗୋଡ଼

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେନିଗଡ଼ ପଞ୍ଚାୟତର ରଙ୍ଗମଟିଆ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଧକ୍କାହୋଇ ରାସ୍ତାର ୧୦ ଫୁଟ୍‌ ତଳକୁ ତଳକୁ ଖସିପଡ଼ି ଓଲଟି ଯାଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆଲିଆ ଗର୍ଭବତୀ ଥିବା କଥା ୨ ମାସ ତଳୁ ସୋସିଆଲ୍‌ ମିଡିଆରେ ହୋଇଥିଲା ପୋଷ୍ଟ୍‌, ପୁଣି ବ୍ୟାନ୍‌ କରାଯାଇଥିଲା ପେଜ୍‌

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କୁପର ସେମାନଙ୍କ ବିବାହର ୩ ମାସ ମଧ୍ୟରେ ଆଲିଆ ଗର୍ଭବତୀ ଥିବା କଥା ଗଣମାଧ୍ୟମରେ ସେୟାର୍‌ କରିଛନ୍ତି। ମାତ୍ର ଆପଣ ଜାଣନ୍ତି କି ଆଲିଆ ଗର୍ଭବତୀ ଥିବା କଥା ୨ ମାସ ତଳୁ ହିଁ ଜଣେ ମହିଳା ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ। ସେ ସମୟରେ ମହିଳାଙ୍କୁ କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ଦେବେନ୍ଦ୍ର ଫଡନବୀସ, ଆଜି ସଂଧ୍ୟାରେ ନେଇପାରନ୍ତି ଶପଥ

ମୁମ୍ବାଇ : ବୁଧବାରଦିନ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ବିଜେପି ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ବିଜେପି ନେତା ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ସରକାର ଗଠନ ପାଇଁ…
ଅଧିକ ଖବର ଦେଖନ୍ତୁ...