Daily Archives

July 2, 2022

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ଗର୍ଭବତୀ ହେବା ଜଣକର ବ୍ୟକ୍ତିଗତ ନିଷ୍ପତ୍ତି : ଦିୟା ମିର୍ଜା

ମୁମ୍ବାଇ: ନିଜର ବ୍ୟବସାୟୀ ପ୍ରେମିକ ବୈଭବ ରେଖୀଙ୍କୁ ଫେବ୍ରୁଆରି ୧୫, ୨୦୨୧ ତାରିଖରେ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା। ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ। ଏହି ଯୋଡ଼ି ୨୦୨୦ଠାରୁ ପରସ୍ପରଙ୍କୁ ଡେଟିଂ କରୁଥିଲେ ବୋଲି…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ କେସିଆରଙ୍କ ଚ୍ୟାଲେଞ୍ଜ: ମୋ ସରକାର ଭାଙ୍ଗିଲେ ମୁଁ କେନ୍ଦ୍ରରେ ଆପଣଙ୍କ ସରକାରକୁ ଭାଙ୍ଗିଦେବି

ହାଇଦ୍ରାବାଦ: ପୁଣି ପ୍ରୋଟକଲ ଭାଙ୍ଗି ବିବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ହାଇଦ୍ରାବାଦ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବାକୁ ସେ ଏୟାରପୋର୍ଟ ନଯାଇ ନିଜର ଜଣେ ମନ୍ତ୍ରୀଙ୍କୁ ପଠାଇଦେଇଛନ୍ତି । ଏଭଳି କରିବା ସହ ସେ ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ପୋଲ ତଳକୁ ଝୁଲି ରହିଲା ଟ୍ରକ୍‌, ମୃତ୍ୟୁମୁଖରୁ ବର୍ତ୍ତିଲେ ଚାଳକ

ଭଦ୍ରକ: ଦ୍ରୁତଗାମୀ ଟ୍ରକ୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଝୁଲି ରହିଛି। କିନ୍ତୁ ଖୁସିର କଥା ଯେ, ଟ୍ରକ୍‌ର ଚାଳକ କୌଶଳ କ୍ରମେ ବାହାରକୁ ଆସିଯାଇଛନ୍ତି। ଫଳରେ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ଛକ ଓଭର୍‌ବ୍ରିଜ୍‌ରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବଜେଟ୍ : କୃଷି ପାଇଁ ୨୧ ହଜାର କୋଟି, କାଳିଆ ଯୋଜନା ପାଇଁ ୧୫୭୪ କୋଟି

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପକ୍ଷରୁ ଶନିବାରଦିନ ବିଧାନସଭାରେ ଉପସ୍ଥାପିତ ବଜେଟର ଆକାର ୨ ଲକ୍ଷ କୋଟି ଟଙ୍କା ଥିବାବେଳେ କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିଗତ କିଛି ବର୍ଷ ପରି ଏଥର ମଧ୍ୟ ରାଜ୍ୟ ବଜେଟର ପ୍ରଥମ ଭାଗ…
ଅଧିକ ଖବର ଦେଖନ୍ତୁ...

ମାତ୍ର ୪୦ ଟଙ୍କାରେ ଏହି ବୈଦ୍ୟଙ୍କ ପାଖରୁ ଔଷଧ ଆଣନ୍ତି ମହେନ୍ଦ୍ର ସିଂହ ଧୋନି

ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପାଖରେ ଟଙ୍କା ଅଭାବ ନାହିଁ, ତଥାପି ସେ ୪୦ ଟଙ୍କିଆ ଚିକିତ୍ସାରେ ଉପଶମ ପାଆନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ | ଦୀର୍ଘଦିନ ଧରି ଆଣ୍ଠୁରେ ସମସ୍ୟା ଯୋଗୁଁ ଧୋନି ଏବେ ଏଥିରୁ ମୁକ୍ତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବଜେଟ୍‌ରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ : ୧୨ ହଜାର ୬୨୪ କୋଟି ବ୍ୟୟବରାଦ, ଗତ ବର୍ଷଠାରୁ ୩୮ ପ୍ରତିଶତ ଅଧିକ

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ବାରା ଚଳିତ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି। ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବା ହୋଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରକୁ…
ଅଧିକ ଖବର ଦେଖନ୍ତୁ...

ଉଦୟପୁର ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ

ଉଦୟପୁର: ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ଆଜି ହାଜର ହୋଇଥିଲେ ଉଦୟପୁରର ଦର୍ଜି କହ୍ନୈୟାଙ୍କୁ ହତ୍ୟା କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ। ହାଜର ହେବା ପରେ ଦର୍ଜି କହ୍ନୈୟାଙ୍କ ହତ୍ୟାର ସବିଶେଷ ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତ ମହମ୍ମଦ ରିଆଜ…
ଅଧିକ ଖବର ଦେଖନ୍ତୁ...

ଦନ୍ତାର ମୃତ୍ୟୁରେ ଝୁରି ହେଉଛନ୍ତି ଗ୍ରାମବାସୀ, ଆତ୍ମା ଶାନ୍ତି ପାଇଁ ଆୟୋଜନ କଲେ ନାମଯଜ୍ଞ ଓ ରୁଦ୍ରାଭିଷେକ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁୁରା ବ୍ଲକ ଅନ୍ତର୍ଗତ ନୂଆବରଣ୍ଡାମାଳ ପଞ୍ଚାୟତ ଅଧିନ ସାପଲହରାରେ ପୋଖରୀରୁ ଉଦ୍ଧାର ଦନ୍ତାର ମୃତ୍ୟୁ ଘଟଣାକୁ ୧୨ ଦିନ ଅତିକ୍ରମ କରିଛି। କିନ୍ତୁ ହାତୀର ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ଝୁରି ହେଉଛନ୍ତି। ଦନ୍ତାର ଆତ୍ମା ଶାନ୍ତି ସକାଶେ ଏଠାରେ ନାମଯଜ୍ଞର…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ରାଜ୍ୟ ବଜେଟ ଉପସ୍ଥାପିତ

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ।ପୂର୍ବ କିଛି ବର୍ଷ ପରି ଏଥର ମଧ୍ୟ ବଜେଟକୁ ଦୁଇଭାଗରେ ବିଭକ୍ତ କରାଯାଇଛି…
ଅଧିକ ଖବର ଦେଖନ୍ତୁ...