Daily Archives

August 14, 2022

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୫୬ ଫୁଟ୍: ୩୪ଟି ଗେଟ୍ ଖୋଲା

ସମ୍ବଲପୁର: ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ସୂଚନା ଅନୁଯାୟୀ, ରବିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୫୬ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ୫ ଲକ୍ଷ ୪୧ ହଜାର ୯୮୮ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ୫, ୬୧,୦୫୪ କ୍ୟୁସେକ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ଚିନ୍ତା: ସୁଦୂର ସମୁଦ୍ରରେ ରୁଷୀୟ ତୈଳ ସଂଗ୍ରହ କରାଯାଇ ଭାରତ ଜରିଆରେ ରପ୍ତାନି କରାଯାଉଛି

ନୂଆଦିଲ୍ଲୀ: କୌଣସି ଦେଶର ସୀମା ମଧ୍ୟରେ ପଡୁ ନ ଥିବା ସୁଦୂର ସମୁଦ୍ରରେ ରୁଷୀୟ ଅଶୋଧିତ ତୈଳରୁ ଉତ୍ପାଦିତ ଇନ୍ଧନ ସଂଗ୍ରହ କରାଯାଇ ଭାରତ ଜରିଆରେ ନ୍ୟୁୟର୍କକୁ ରପ୍ତାନି କରାଯାଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଅଭିଯୋଗ କରିଥିବା କଥା ଶନିବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଜଣେ…
ଅଧିକ ଖବର ଦେଖନ୍ତୁ...

ସ୍ୱରାଜ ନା ଶ୍ରେୟାନ୍: ମାନବୀଙ୍କ ମନର ମଣିଷ କିଏ?

ନୂଆ ସିନେମା ‘ଓଏ ଅଞ୍ଜଳି’ରେ ଅଭିନେତା ସ୍ୱରାଜ ଦ୍ବୈତ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଚଳଚ୍ଚିତ୍ରର ଲେଖକ ଓ ନିର୍ଦ୍ଦେଶକ ରମାଶଙ୍କର ମଧ୍ୟ ସ୍ବରାଜଙ୍କ ଏଇ ଦ୍ବୈତ ଭୂମିକାକୁ ଉପଯୁକ୍ତ ଭାବେ ଉପସ୍ଥାପିତ କରିବାକୁ ଯାଇ ଯଥେଷ୍ଟ ପ୍ରୟାସ କରିଛନ୍ତି। ସ୍ୱରାଜ ଆଗରୁ କେବଳ ରୋମାଣ୍ଟିକ୍…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ପାଲଟିବ ଉତ୍ତର ଓଡ଼ିଶା ଉପକୂଳ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ସମ୍ପ୍ରତି ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ମଧ୍ୟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବା ପରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପାଲଟିବାର ସମ୍ଭାବନା ଅଛି ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...

ଫୁଲୁଛି ମହାନଦୀ: ଘର ଛାଡ଼ିଲେ ଶତାଧିକ ପରିବାର

ରାୟପୁର: ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ। ଏହାଫଳରେ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ପଶିଯାଇଛି। ଗତକାଲି ଠାରୁ ଜାଂଜଗିର ସମେତ, ବଲୋଦାବାଜାର ଓ ରାୟଗଡ଼ ଆଦି ଜିଲ୍ଲାରେ ମୁଷଳ ଧାରାରେ ବର୍ଷା ଜାରି ରହିଛି। ଛତିଶଗଡ଼ରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଶିଓରୀ ନାରାୟଣ ପୋଲ ଉପରେ ମହାନଦୀ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଏମିତି ସୁରକ୍ଷିତ ମହିଳା, ୧୨ ଦିନରେ ୩ ଦୁଷ୍କର୍ମ, ୧୦ ଅପହରଣ

ଭୁବନେଶ୍ବର: ଅଗଷ୍ଟର ପ୍ରଥମ ୧୨ ଦିନରେ ୩ଟି ଦୁଷ୍କର୍ମ, ୧୦ରୁ ଊର୍ଧ୍ବ ଅପହରଣ ଓ ଏକାଧିକ ଅସଦାଚରଣ ମାମଲା ବିଭିନ୍ନ ଥାନାରେ ରୁଜୁ ହେବା, ରାଜଧାନୀ‌ରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ, ଗତ ୯ ତାରିଖ ଦିନ ସାଲିଆସାହିର ଜଣେ ଯୁବତୀ କଲେଜରୁ ଫେରୁଥିବା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ରେ ଗ୍ରେନେଡ୍‌ ଆକ୍ରମଣ; ଜଣେ ପୁଲିସ କର୍ମଚାରୀ ସହିଦ

ଶ୍ରୀନଗର: ଶନିବାର ରାତିରେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଗ୍ରେନେଡ୍‌ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ସହିଦ ହୋଇଯାଇଥିବା କଥା ପୁଲିସ କହିଛି। କଶ୍ମୀର ପୁଲିସ କହିବା ଅନୁସାରେ, କୁଲ୍‌ଗାମ୍‌ ଜିଲ୍ଲାର କ୍ବୈମୋହ୍‌ ଅଞ୍ଚଳରେ ହୋଇଥିବା ଉପରୋକ୍ତ ଗ୍ରେନେଡ୍‌ ଆକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ଅଣଓଡ଼ିଆ ଶବ୍ଦର ବ୍ୟବହାର ସୀମା ଭିତରେ ରହୁ: ହ୍ୟୁମାନ ସାଗର

ଓଡ଼ିଆ ସଙ୍ଗୀତ ଜଗତର ସେ ଜଣେ ଉଜ୍ଜ୍ବଳତମ ତାରକା। ୨୦୧୨ରେ ତରଙ୍ଗ ଟିଭିର ରିଅଲିଟି ସୋ’ ‘ଭଏସ୍‌ ଅଫ୍‌ ଓଡ଼ିଶା ସିଜିନ୍‌-୨’ରେ ଭାଗ ନେଇ ବିଜେତା ହୋଇଥିଲେ। ଖାଲି ସେତିକି ନୁହେଁ, ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ର ଟାଇଟଲ୍‌ ଟ୍ରାକ୍‌ ଗାଇ ରାତାରାତି ସେଲିବ୍ରିଟି କଣ୍ଠଶିଳ୍ପୀ…
ଅଧିକ ଖବର ଦେଖନ୍ତୁ...

ଫ୍ୟାସନ୍‌ର ନୂଆ ପରିଭାଷା: କାଠ ଓ ମାଟି ଅଳଙ୍କାର

ବଜାରକୁ ଫେରିଛି ପୁରାତନ ଯୁଗର ସେଇ କାଠ, କଉଡ଼ି, କାଇଁଚ, ଶଙ୍ଖ, ଶାମୁକା ଓ ମାଟି ଆଦି ପାରମ୍ପରିକ ସାମଗ୍ରୀରୁ ତିଆରି ଅଳଙ୍କାର। ଚାହିଦା ବି କାହିଁରେ କେତେ...। ଫରକ୍‌ କେବଳ ଏତିକି ଯେ ସେତେବେଳେ ଲୋକଙ୍କ ପାଖରେ ଧନର ଅଭାବ ଯୋଗୁଁ ସେମାନେ ସୁନା, ରୁପା, ହୀରା ଓ ପ୍ଲାଟିନମ୍‌ ଆଦିର ଗହଣା…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧୬ରୁ ୩୦: ସାରା ରାଜ୍ୟରେ ହେଲମେଟ୍ ଯାଞ୍ଚ ଅଭିଯାନ

କଟକ : ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଖିଲାପୀ ବାଇକ୍ ଚାଳକଙ୍କୁ କ୍ଷମା ମିଳିବ ନାହିଁ। ରାଜ୍ୟ ପରିବହନ ବିଭାଗ ଚଳିତ ୧୬ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରୁଛି। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ…
ଅଧିକ ଖବର ଦେଖନ୍ତୁ...