Daily Archives

August 14, 2022

ପୁସ୍ତକ ନିଷିଦ୍ଧ ପରେ ରାଜୀବଙ୍କୁ କ’ଣ ଲେଖିଥିଲେ ରୁଶଦି?

ନୂଆଦିଲ୍ଲୀ: ବିଶିଷ୍ଟ ଲେଖକ ସଲମାନ ରୁଶ୍‌ଦିଙ୍କ ବିବାଦୀୟ ପୁସ୍ତକକୁ ରାଜୀବ ଗାନ୍ଧି ସରକାର ନିଷିଦ୍ଧ କରିଥିଲେ। ଏହାପରେ ଲେଖକ ରୁଶଦି ରାଜୀବ ଗାନ୍ଧିଙ୍କ ନିକଟକୁ ‌କଡ଼ା ଭାଷାରେ ଏକ ଚିଠି ଲେଖିଥିଲେ। ସେହି ଚିଠିର କିଛି ଅଂଶ ନ୍ୟୁୟର୍କ ଟାଇମ୍ସରେ ୧୯୮୮ ଅକ୍ଟୋବର ୧୯ରେ ପ୍ରକାଶ ପାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ : ସୋମବାର ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। ଏହି ଅବସରରେ ଆଜି (ରବିବାର) ସଂଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଆଜି ସଂଧ୍ୟା ୭ଟାରେ ଅଲ୍‌ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ଦିବସ: ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା; ୧୪୪ ଧାରା ଜାରି, ୧୦ ହଜାର ପୁଲିସ ମୁତୟନ

ନୂଆଦିଲ୍ଲୀ: ଦିନକ ପରେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ସ୍ବାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‌କିଲ୍ଲାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ। ଲାଲ୍‌କିଲ୍ଲାକୁ ପ୍ରବେଶ ପଥରେ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ ଗୁପ୍ତଚର ଆଇନର ଉଲ୍ଲଂଘନ କରିଥିଲେ, ୧୧ ସେଟ୍ ଗୁପ୍ତ ଫାଇଲ ସାଙ୍ଗରେ ନେଇଯାଇଥିଲେ

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ସମ୍ଭାବ୍ୟ ଗୁପ୍ତଚର ଆଇନ ଓ ଅନ୍ୟ ଆଇନର ଉଲ୍ଲଂଘନ ନେଇ ତଦନ୍ତ କରାଯାଉଛି। ତାଙ୍କ ବିରୋଧରେ ପ୍ରଦତ୍ତ ସର୍ଚ୍ଚ ୱାରେଣ୍ଟରୁ ଏହା ଜଣାପଡ଼ିଛି। ଶୁକ୍ରବାର ଏହି ସର୍ଚ୍ଚ ୱାରେଣ୍ଟକୁ ସାର୍ବଜନୀନ କରାଯାଇଛି ଯେଉଁଥିରୁ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଲେଖକ ସଲମାନ ରୁଶଦିଙ୍କ ଉପରେ ଆକ୍ରମଣ ଘଟଣା: ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ନଥିଲା

ନ୍ୟୁୟର୍କ : ବିଶିଷ୍ଟ ଲେଖକ ସଲମାନ ରୁଶଦିଙ୍କ ଉପରେ ଗତକାଲି ଆକ୍ରମଣ ପରେ ଘଟଣାସ୍ଥଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ ଆୟୋଜକମାନେ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରି ନଥିଲେ। ସାହିତ୍ୟ ଉତ୍ସବରେ ଯୋଗଦେବା ପାଇଁ ଚୌତୌକ୍ବା…
ଅଧିକ ଖବର ଦେଖନ୍ତୁ...

ନଗର ସଭାପତିରୁ ପଦଚ୍ୟୁତ ପରେ ଗିରିବାଳାଙ୍କ ଅଭିଯୋଗ: କଟକରେ କଂଗ୍ରେସକୁ ଭାଙ୍ଗିବାକୁ ଚକ୍ରାନ୍ତ

କଟକ : ‘ପୌର ନିର୍ବାଚନରେ ଭୁବନେଶ୍ବରରେ କଂଗ୍ରେସ ଭୋଟ୍ ପାଇଥିଲା ୧୪ ହଜାର। ବ୍ରହ୍ମପୁରରେ ପାଇଥିଲା ୭ ହଜାର। କିନ୍ତୁ କଟକରେ ଆମେ ପାଇଥିଲୁ ୬୮ ହଜାରରୁ ଅଧିକ ଭୋଟ୍। ସେହି ସମୟରେ ଏଆଇସିସି ଅଥବା ପିସିସି କୌଣସି ସାହାଯ୍ୟ ସହଯୋଗ ଯୋଗାଇ ନଥିଲେ। ମୁଁ ମେୟର ପ୍ରାର୍ଥୀ ହୋଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ଚେତିଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ, ହସ୍ପିଟାଲ ଅଧିକାରୀଙ୍କ ରାତିଅଧିଆ ଚେକିଂ

ଭୁବନେଶ୍ୱର: ଠିକା ସଂସ୍ଥା ଠକିନେବା ପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଠିକା ସଂସ୍ଥାର କର୍ମଚାରୀଙ୍କ ସଂଖ୍ୟା ଓ ସେମାନେ ଠିକ୍‌ରେ କାର୍ଯ୍ୟ କରୁଛନ୍ତି କି ନାହିଁ, ପରଖିବା ପାଇଁ ହସ୍ପିଟାଲରେ ରାତିଅଧିଆ ଚେକିଂ ଆରମ୍ଭ ହୋଇଛି। ଯେଉଁ କର୍ମଚାରୀ କାର୍ଯ୍ୟରେ ଅବହେଳା…
ଅଧିକ ଖବର ଦେଖନ୍ତୁ...

ଆଖି ହରାଇପାରନ୍ତି, ଭେଣ୍ଟିଲେଟରରେ ସଲମାନ ରୁଶଦି

ନ୍ୟୁୟର୍କ: ଭାରତ-ଜନ୍ମିତ ବିଶିଷ୍ଟ ବ୍ରିଟିଶ୍‌ ଲେଖକ ସଲମାନ ରୁଶଦି ଶୁକ୍ରବାର ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ଆରମ୍ଭ କରିବା ପୂର୍ବରୁ ଜଣେ ଦୁର୍ବୃତ୍ତ ମଞ୍ଚ ଉପରେ ଚଢ଼ି ତାଙ୍କ ବେକ ଓ ପେଟକୁ ଏକାଧିକ ବାର ଛୁରି ଭୁସିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏକ ହେଲିକପ୍ଟରରେ…
ଅଧିକ ଖବର ଦେଖନ୍ତୁ...

ଆଜି ପ୍ରଥମ ପାଳି ‘ଖୁଦୁରୁକୁଣି ଓଷା’: ଭାଇଙ୍କ ଶୁଭ ମନାସି ମଙ୍ଗଳାଙ୍କୁ ପୂଜିବେ ଭଉଣୀ

ଭୁବନେଶ୍ୱର: ଆସିଛି ଭାଦ୍ରବ ମାସ। ତା’ ସହିତ ବାଜିସାରିଛି ପା‌ର୍ବଣର ବିଗୁଲ। ଆସନ୍ତାକାଲି ପୂରପଲ୍ଲୀରେ ପାଳିତ ହେବ ଖୁଦୁରୁକୁଣି ଓଷାର ପ୍ରଥମ ପାଳି। ଭାଇମାନଙ୍କ ଶୁଭ ମନାସୀ ଭଉଣୀମାନେ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରିବେ। ଏହି ଓଷାଟି ଓଡ଼ିଆ ଘରର ଗ୍ରାମ୍ୟ ପରମ୍ପରା ଓ ସଂସ୍କୃତି ସହ…
ଅଧିକ ଖବର ଦେଖନ୍ତୁ...

ବିପଦ ସଙ୍କେତ ଉପରେ ବୈତରଣୀ, ଦଶରଥପୁରକୁ ଭରସା ବାଲିବସ୍ତା

ପାଣିକୋଇଲି/ଦଶରଥପୁର : ଉପରମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ୁଛି। ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏଠାରେ ୧୮.୦୪ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଏଥିସହ ବୈତରଣୀର ଶାଖା କାଣୀ ନଦୀରେ ପାଣି ବଢ଼ିବାରୁ ଦଶରଥପୁର ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...