Daily Archives

March 24, 2023

ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହେବା ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି: ନରସିଂହ ମିଶ୍ର

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଂସଦରେ ସଭ୍ୟ ପଦ ରଦ୍ଦ କରିବା ପ୍ରମାଣିତ କରିଛି ଯେ ଏହା ପଛରେ ରହିଛି ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଶୁକ୍ରବାର ଏହା କହିଛନ୍ତି। ରାହୁଲ ଗାନ୍ଧି…
ଅଧିକ ଖବର ଦେଖନ୍ତୁ...

ସାଂସଦ ପଦ ଯିବା ପରେ ରାହୁଲଙ୍କ ପାଖରେ ଏବେ କ’ଣ ଉପାୟ ରହିଛି ?

ନୂଆଦିଲ୍ଲୀ: ୨୦୧୯ ମାନହାନି ମାମଲାରେ ଗୁଜରାଟର ଏକ ଅଦାଲତ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ସେ ସଂସଦ ସଦସ୍ୟତା ହରାଇଛନ୍ତି । କେବଳ ଏତିକି ନୁହେଁ, ୮ ବର୍ଷ ପାଇଁ ସେ ନିର୍ବାଚନ ବି ଲଢିପାରିବେ ନାହିଁ । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ ଯକ୍ଷ୍ମା ନେଉଛି ବର୍ଷକୁ ୨୫୦ ଜୀବନ; ବଢୁଛି ପଜିଟିଭ୍‌ ସଂଖ୍ୟା, ଏଚ୍‌ଆଇଭି ସଂକ୍ରମିତଙ୍କୁ ବିପଦ ଅଧିକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏଡ୍‌ସ ଠାରୁ ଆହୁରି ଭୟଙ୍କର ରୂପ ନେଉଛି ଯକ୍ଷ୍ମା। ଦିନକୁ ଦିନ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁହାର ମଧ୍ୟ ବଢ଼ି ଚାଲିଛି। ଗତ ୩ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୫୦ ଜଣ ଯକ୍ଷ୍ମା ରୋଗୀ ଜୀବନ ହରାଇଥିବା ରେକର୍ଡ଼ କହୁଛି। ଯାହାକି ଏଡ୍‌ସ…
ଅଧିକ ଖବର ଦେଖନ୍ତୁ...

ଅପରାଧ ପୃଷ୍ଠଭୂମି ଥିବା ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରୁଛନ୍ତି, କିନ୍ତୁ ବିରୋଧୀ ଦଳର ନେତାଙ୍କୁ ଅଯୋଗ୍ୟ ଘୋଷଣା…

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ "ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଭାରତରେ ବିଜେପି ବିରୋଧୀ ଦଳର ନେତାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଲା ସଂରକ୍ଷିତ ଜଙ୍ଗଲରେ ବିଏସ୍‌ଏଫ୍‌ ସର୍ଚ୍ଚ ଅପରେସନରୁ ବହୁ ପରିମାଣ‌ରେ ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି। ସୂଚନା ଅନୁଯାୟୀ, ବାଲିମେଳା ସଂରକ୍ଷିତ ଜଙ୍ଗଲ ମାଓବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଥିବା ବେଳେ ମାଓଦମନ ପାଇଁ ବିଏସଏଫ…
ଅଧିକ ଖବର ଦେଖନ୍ତୁ...

ଏଣିକି ଏକ ଘଣ୍ଟାର ଯାତ୍ରା ୧୬ ମିନିଟରେ ହେବ ଶେଷ, ପ୍ରତି ଘଣ୍ଟାରେ ୬୦୦୦ଯାତ୍ରୀ କରି ପାରିବେ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ  ଏକ ରୋପୱେ ବି ସାମିଲ ରହିଛି। ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ ଗୋଦାଲିଆ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ସହ ଅଜାଘରକୁ ଯିବି ବୋଲି ଜିଦ୍‌ ଧରିଲା ଦଶମ ଶ୍ରେଣୀ ଛାତ୍ରୀ, ବାଇକ୍‌ରେ ଯିବାବାଟରେ ଚାପିଦେଲା ଦ୍ରୁତଗାମୀ…

ଭୁବନ: ମା’ଙ୍କ ସହିତ ବସ୍‌ରେ ଅଜାଘରକୁ ଯାଇଥିଲେ ସମ୍ଭବତଃ ସଡ଼କ ଦୁର୍ଘଟଣାରେ ଜୀବନ ଯାଇ ନଥାନ୍ତା। ବାପାଙ୍କ ସହ ଅଜାଙ୍କ ଘରକୁ ବାଇକ୍‌ରେ ଯିବି ବୋଲି ଜିଦ୍‌ ଧରିବା ଦଶମ ଶ୍ରେଣୀ ଛାତ୍ରୀ ପାଇଁ କାଳ ହୋଇଛି। ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଗତ ୨୦ ତାରିଖ ଦିନ ‌ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଭାବପ୍ରବଣ ଧାଡ଼ି ଲେଖି ଡେଟିଂ ସାଇଟ୍‌ରୁ ଯୁବତୀଙ୍କୁ ଠକି ବିଳାସମୟ ଜୀବନ କାଟୁଥିଲେ ବ୍ୟକ୍ତି

ନୂଆଦିଲ୍ଳୀ: ଇଣ୍ଟର୍‌ନେଟ୍‌ରେ ପ୍ରାୟ ୩୦୦ ଯୁବତୀଙ୍କୁ ଧୋକା ଦେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଇଣ୍ଟର୍‌ନେଟ୍‌ ଜରିଆରେ ଯୁବତୀଙ୍କୁ ଫସାଇ କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି। ମାମଲା ହେଉଛି ରୁଷ୍‌ର ପିଟର୍ସବର୍ଗର।…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିବା ପୂର୍ଣ୍ଣେଶ ମୋଦୀ କିଏ ?

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ପଦ ଚାଲିଯିବା ଆଜି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୨୦୧୯ରେ ସେ ଦେଇଥିବା ଏକ ବୟାନ ‘ସବୁ ମୋଦୀ ଚୋର କାହିଁକି’କୁ ନେଇ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯାଇଥିଲା ଓ ଏହାର ବିଚାର କରି ସୁରତର ଏକ…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ: ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଆଶିଷ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ବାଂଶଡା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ରମାକାନ୍ତ ବାରିକଙ୍କ ପୁତ୍ର ଟୁଟୁ ଓରଫ କୈଳାସ ବାରିକ (୩୮)କୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସିର ଦଫା ୩୦୨ରେ ଆଜୀବନ…
ଅଧିକ ଖବର ଦେଖନ୍ତୁ...