Daily Archives

March 2, 2024

ଆମ୍ବାଗୁଡ଼ାରେ ଜୟପୁର ସଦରପୁଲିସର ରାତି ତମାମ ବ୍ଲକିଂ, ପାଟ୍ରୋଲିଂ

ଜୟପୁର: ଗତ ୨୯ତାରିଖରୁ ଜୟପୁର ସଦରଥାନା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ସମ୍ବେଦନଶୀଳ ଓ ଅପରାଧ ପ୍ରବଣ ଗାଁ ଗୁଡିକରେ ପକ୍ଷରୁ ରାତି ତମାମ ବ୍ଲକିଂ ଓ ପାଟ୍ରୋଲିଂ କଡ଼ା କଡ଼ି ଯାଂଚ ପ୍ରକ୍ରିୟା। ଏହି କ୍ରମରେ ଗତ କାଲି ରାତିରେ ଆମ୍ବାଗୁଡାରେ ଏହାକୁ କରାଯାଇଥିଲା। ଏଥିରେ ସଦରଥାନା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକଦଳକୁ ଏହି ଦୁଇଟି ଆସନ ଛାଡ଼ିଲା ବିଜେପି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ସିଂ ଚୌଧୁରୀ ଆଜି ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଖବର ଅନୁଯାୟୀ, ବିଜେପି ଏବଂ ଆରଏଲଡି ଆସନକୁ ନେଇ ବୁଝାମଣା କରିଛନ୍ତି ଏବଂ ବିଜେପି ୟୁପିର ବିଜନୋର ଏବଂ ବାଗପତ ଆସନ ଆରଏଲଡିକୁ ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ସ୍ପେନ ଯୁବତୀଙ୍କୁ ଦୁଷ୍କର୍ମ ମାମଲାକୁ ନେଇ ଏସପିଙ୍କ ଅଜବ ଉତ୍ତର, ଇଂରାଜୀରେ କହିବାରୁ ବୁଝିପାରିଲୁନି

ରାଞ୍ଚି: ଝାଡ଼ଖଣ୍ଡରେ ଜଣେ ସ୍ପେନୀୟ ମହିଳାଙ୍କୁ ଗଣଦୁଷ୍କର୍ମକୁ ନେଇ ରାଜନୀତି ଜୋର ଧରିଛି | ବିରୋଧୀ ବିଜେପି ବିଧାୟକମାନେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ। ଅନ୍ୟପକ୍ଷରେ ଦୁମକା ପୁଲିସ କହିଛି ଯେ ମହିଳା ଏବଂ ତାଙ୍କ ସ୍ୱାମୀ ସେମାନଙ୍କ ସହ ଘଟିଥିବା ଅତ୍ୟାଚାର ବିଷୟରେ କହିଥିଲେ,…
ଅଧିକ ଖବର ଦେଖନ୍ତୁ...

ଏବେ ଏହି ଯୁବକଙ୍କୁ ଡେଟ୍ କରୁଛନ୍ତି ଶ୍ରଦ୍ଧା, ଅନନ୍ତ-ରାଧିକାଙ୍କ ବିବାହ କାର୍ଯ୍ୟକ୍ରମ ପାଇଁ ଜାମନଗରରେ ପହଞ୍ଚିଲେ !

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ପେସାଦାର ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ। ଗୁଜରାଟ‌ର ଜାମନଗରରେ ଶୁକ୍ରବାରଠାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବ…
ଅଧିକ ଖବର ଦେଖନ୍ତୁ...

ରୁଙ୍ଗଟା ଷ୍ଟିଲ୍ ସ୍ଥାପନା ପାଇଁ ଗ୍ରାମସଭାରେ ଉତ୍ତେଜନା: ଗ୍ରାମବାସୀ, ସରକାରୀ କମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ

ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ଗ୍ରା.ପର ୩ଟି ଗ୍ରାମ ନିକଟରେ ରୁଙ୍ଗଟା ଷ୍ଟିଲ୍ କମ୍ପାନି ସ୍ଥାପନା କରାଯିବା ନେଇ ଆଜି ପୁରୁଣାପାଣି ଉ.ପ୍ରା ବିଦ୍ୟାଳୟ ପାର୍ଶ୍ବ ପଡ଼ିଆରେ ଗ୍ରାମପଂଚାୟତ ପକ୍ଷରୁ ଏକ ଗ୍ରାମସଭା ଡକାଯାଇଥିଲା। ଉକ୍ତ ସଭାରେ ରାଇରଙ୍ଗପୁର…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ଆରମ୍ଭ

ରାଉରକେଲା: ସେକ୍ଟର-୨୦ ରାଇଜିଂ ପଡ଼ିଆରେ ଶନିବାରଠାରୁ ୭ମ ସର୍ବଭାରତୀୟ ରାଇଜିଂ ଟ୍ରଫି ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଓଡ଼ିଶା ଓ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ ଏକତରଫା ହୋଇଥିଲା। ଓଡ଼ିଶା ଦଳ ଲାଗ୍‌ ଲାଗ୍‌ ଦୁଇ ସେଟ୍‌(୨୫-୧୭ ଓ ୧୫-୨୩)କୁ ଜିତିନେଇ ବିଜୟୀ…
ଅଧିକ ଖବର ଦେଖନ୍ତୁ...

ଏହି ବିବାଦୀୟ ନେତାଙ୍କୁ ପ୍ରାର୍ଥୀ କଲା ବିଜେପି, କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ଦଳ ୟୁପିର ୫୧ ଜଣ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ରାଜ୍ୟର ଲକ୍ଷ୍ମୀପୁର ଖେରିରୁ ଅଜୟ ମିଶ୍ର ଟେନିଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ପେନସନ୍ ଆଣିବାକୁ ଯାଇଥିଲେ, ଟଳିପଡ଼ିଲେ ବୃଦ୍ଧ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନ୍ଏସି ରାଣୀପଡ଼ା ବାସିନ୍ଦା ଉଦୟନାଥ ବେହେରା (୭୪) ଆଜି ପେନସନ୍ ଉଠାଇବାକୁ ପୋଲସରା ଉପଡାକଘରକୁ ଯାଇଥିଲେ। ହେଲେ ହୃଦ୍‌ଘାତର ଶିକାର ହୋଇଥିଲା ଏବଂ ଏଥିରେ ପ୍ରାଣ ହରାଇଛନ୍ତି। ଡାକ ଅଫିସ୍ ଭିତରେ ହୃଦ୍‌ଘାତ ଯୋଗୁଁ ତାଙ୍କୁ ସଂଗେ ସଂଗେ ପୋଲସରା…
ଅଧିକ ଖବର ଦେଖନ୍ତୁ...

ଦେଶର ଶ୍ରେଷ୍ଠ ୧୦ ପ୍ରଫେସର ତାଲିକାରେ ସ୍ଥାନ ପାଇଲେ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଓଏସ୍‌ଡି

ଜୟପୁର: ବିକ୍ରମଦେବ ବିଶ୍ଵବିଦ୍ୟାଳୟ ଓଏସ୍‌ଡି ପ୍ରଫେସର ଦେବୀପ୍ରସାଦ ମିଶ୍ର ଦେଶର ଶ୍ରେଷ୍ଠ ୧୦ ପ୍ରଫେସର ତାଲିକାରେ ସ୍ଥାନ ପାଇଛନ୍ତି। କାଇଟୁକ୍ରାଫ୍ଟ ପ୍ରଡକ୍ସନ୍ ଏଲ୍‌ଏପି ପକ୍ଷରୁ ୨୦୨୪ ଫେବ୍ରୁଆରି ଲାଗି ଏହି ତାଲିକା ପ୍ରକାଶ ପାଇଛି। ଶିକ୍ଷାକ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ସହ ମୋଟ ୧୦…
ଅଧିକ ଖବର ଦେଖନ୍ତୁ...

କଟକର ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା; ଶୁଭେଚ୍ଛା ଜଣା‌ଇଲେ ମୁଖ୍ୟମନ୍ତ୍ରୀ

କଟକ: ବିଶ୍ଵପ୍ରସିଦ୍ଧ କଟକର ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ (ଜିଆଇ) ମାନ୍ୟତା ମିଳିଛି। କଟକର ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଚେନ୍ନାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି। ଏହାକୁ ମିଶାଇ ବର୍ତ୍ତମାନ ଓଡିଶାର ଜିଆଇ ମାନ୍ୟତା…
ଅଧିକ ଖବର ଦେଖନ୍ତୁ...