Daily Archives

March 2, 2024

ଅନନ୍ତ ନିଜ ଭାଷଣରେ ଏହି କଥା ଉଠାଇବା ପରେ କାନ୍ଦି ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ…
ଅଧିକ ଖବର ଦେଖନ୍ତୁ...

କୁନି ଝିଅ ହାତରେ ମହାପ୍ରଭୁଙ୍କ ଫଟୋ ଦେଖିବା ପରେ ମଞ୍ଚରୁ ଉଠିପଡ଼ିଲେ ମୋଦୀ

କୋଲକାତା: 'ଜୟ ଜଗନ୍ନାଥ' ଯେବେ ବି ଓଡିଶା ଆସନ୍ତି ମଂଚ ଉପରୁ ଭାଷଣ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଏଭଳି କହୁଥିବାର ଆପଣ ଅନେକ ଥର ଶୁଣିଥିବେ | ମହାପ୍ରଭୁଙ୍କ ପ୍ରତି ମୋଦୀଙ୍କ ଆସ୍ଥା ଓ ବିଶ୍ୱାସ ଅନେକ ଥର ମଧ୍ୟ ଦେଖିବାକୁ ମିଳିଛି | ତେବେ ଆଜି ଆମେ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୯୫ ବିଜେପି ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ମୁସଲିମ, ସେ କିଏ ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ୨୦୨୪ ପାଇଁ ଶନିବାର ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଅନେକ ବରିଷ୍ଠ ନେତାଙ୍କ ନାମ ଥିବା ବେଳେ କେରଳର ମାଲାପୁରମରୁ ଅବଦୁଲ ସଲାମ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ। ଏହି ତାଲିକାରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଗୁହାରି କଲେ ଦେବୋଲିନା, ସାଙ୍ଗର ହତ୍ୟାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଲେ ଅନୁରୋଧ

ନୂଆଦିଲ୍ଲୀ: ଜଣାଶୁଣା ଟିଭି ଅଭିନେତ୍ରୀ ଦେବୋଲିନା ଅନେକ ସମୟରେ ନିଜ ଟିଭି ଶୋ, ବ୍ୟକ୍ତିଗତ ଜୀବନ ଏବଂ ଭାଇରାଲ୍ ଫଟୋ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି | ତେବେ ବର୍ତ୍ତମାନ ଅଭିନେତ୍ରୀ ଆମେରିକାରେ ତାଙ୍କ ବନ୍ଧୁ ତଥା ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କ ହତ୍ୟା ବିଷୟରେ ସୂଚନା ଦେଇଛନ୍ତି | ଏହା ସହ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ବିଜେପିରେ ମିଶିବା ନେଇ ଚର୍ଚ୍ଚା

ମାଲକାନଗିରି: ବିଜେଡିକୁ ପୁଣି ଏକ ଧକ୍କା ମିଳିଛି। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଉସ୍ତଫା ଦେଇଛନ୍ତି। ସେ ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେଇଛନ୍ତି। ସେ ତାଂକର ଇସ୍ତଫା ପତ୍ରରେ କାହିଁକି ଦଳ ଛାଡିଲେ ଜଣାଇନଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: କ୍ୟାରିୟରରେ ଅଚାନକ ପରିବର୍ତ୍ତନ ଆସିବ। ଯାହା ଦ୍ବାରା ଧନଲାଭ ହେବ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରୁଥିବା ଲୋକଙ୍କୁ ବଡ଼ ଠିକା ମିଳିବ। ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ଚାକିରିଜୀବୀଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ଏକାମ୍ର ୱାକସ୍’ରେ ନୂଆ ଟ୍ରେଲ୍: ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା

ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ଵାରା ପରିଚାଳିତ 'ଏକାମ୍ର ୱାକସ୍'ରେ ଏକ ରୋମାଞ୍ଚକର ନୂଆ ଟ୍ରେଲ ‘ଭରତପୁର ଜଙ୍ଗଲରେ ଏକ ସନ୍ଧ୍ୟା’ ଆରମ୍ଭ ହେଉଛି। ୧ ମାର୍ଚ୍ଚରୁ ଏହି ନାଇଟ୍ ଜଙ୍ଗଲ ସଫାରିରେ ଅତିଥିମାନେ ରାତି ସମୟରେ ଜଙ୍ଗଲରେ ବୁଲିବାର ରୋମାଞ୍ଚକର ଅନୁଭବ ପାଇପାରିବେ।…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହର କୁପରିଣତି: ଝୁଲି ପଡ଼ିଲେ ଭାଇ-ଭଉଣୀ

ଭଦ୍ରକ,/ଆସୁରାଲି/କୋଠାର: ପାରିବାରିକ କଳହ ଗୋଟିଏ ପରିବାରକୁ ଦାରୁଣ ଦୁଃଖ ପହଞ୍ଚାଇଛି। ଦୁଇ ବାପାଙ୍କ କଳିରେ ଅତିଷ୍ଠ ଭାଇ ଭଉଣୀ ଶେଷରେ ଜୀବନ ହାରି ଦେଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର ଗାଁରେ। ଏହି ଅଭାବନୀୟ ଘଟଣା ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଚୀନରୁ ପାକିସ୍ତାନକୁ ଯାଉଥିବା ଜାହାଜକୁ ଅଟକାଇଲା ଭାରତ

ମୁମ୍ବାଇ: ଭାରତୀୟ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ଚୀନରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକ ରଖିଛନ୍ତି | ଅଧିକାରୀମାନେ କହିଛନ୍ତି ଯେ ସନ୍ଦେହ ଆଧାରରେ କରାଚି ଯାଉଥିବା ଏହି ଜାହାଜକୁ ଅଟକ ରଖାଯାଇଛି | ସୂଚନା ମୁତାବକ, ଏହି ଜାହାଜରେ କିଛି…
ଅଧିକ ଖବର ଦେଖନ୍ତୁ...

କଂକ୍ରିଟ ମିଲର ଓଲଟି ଜଣେ ମୃତ, ଜଣେ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲା ସିଙ୍ଗାପୁର ରୋଡ଼ରୁ ଥେରୁବାଲି ଯିବା ନିମନ୍ତେ ନାଗାବଳୀ ନଦୀ ଉପରେ ରେଳପଥ ନିର୍ମାଣ ସମୟରେ ଅଘଟଣ। ସିମେଣ୍ଟ କଂକ୍ରିଟ ମିଲର ଗାଡି ଓଲଟି ଜଣେ ମୃତ ଏବଂ ଜଣେ ଗୁରୁତର। ଗୁରୁତରକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ମୃତକ ଅନିଲ ହିକକାଙ୍କ ଘର…
ଅଧିକ ଖବର ଦେଖନ୍ତୁ...