Daily Archives

March 2, 2024

ଅଙ୍କିତାଙ୍କୁ ମିଳିଥିଲା କାଷ୍ଟିଂ କାଉଚ୍‌ର ସିଧା ଅଫର୍‌, ଖୋଲିକି କହିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ କାମ କରିଥିବା ଅଙ୍କିତା ଲୋଖଣ୍ଡେ ‘ବଗ୍‌ ବସ୍‌-୧୭’ କୁ ଯିବା ପରଠାରୁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ତାଙ୍କ କାଷ୍ଟିଂ କାଉଚ୍ ଅଭିଜ୍ଞତା ବାଣ୍ଟିଛନ୍ତି ଏହି ଅଭିନେତ୍ରୀ। ଅଙ୍କିତା କହିଛନ୍ତି ଯେ ତାଙ୍କୁ ଏକ ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜରୁ ମୃତ ବାର୍‌ହା ଜବତ; ତିନି ଅଭିଯୁକ୍ତ ଫେରାର

ହରଭଙ୍ଗା/ଧଳପୁର: ମହାନଦୀ ବନ୍ୟ ପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ବୌଦ୍ଧ ଜିଲ୍ଲା କୁଶଙ୍ଗ ରେଞ୍ଜ ଅଭୟାରଣ୍ୟ ମଧ୍ୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମୃତ ବାର୍‌ହା ଜବତ କରାଯାଇ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ପୁରୁଣାକଟକ ଥାନା ଜାମୁପଦର ଗାଁର ସୁଧୀର ଦେହୁରୀ ବୋଲି…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଫୋନ ଆସିବାରୁ କାଫେ ବାହାରକୁ ଚାଲିଆସିଥିଲେ ଅଳଙ୍କ୍ରିତ୍, ବଞ୍ଚିଗଲା ଜୀବନ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିସ୍ଫୋରଣରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ ବୋମା ରଖିଥିବା…
ଅଧିକ ଖବର ଦେଖନ୍ତୁ...

ସେନସର୍ ସ୍କ୍ରିନିଂ ନେଇ ଓଏଫ୍‌ଡିସି ନାଁରେ ଅଭିଯୋଗ ଆଣିଲେ ସିନେ ନିର୍ମାତା, ଖଣ୍ଡନ କଲେ ଅଧ୍ୟକ୍ଷ

ଭୁବନେଶ୍ବର: ଓଲିଉଡ କଳି ପୁଣି ତେଜିଛି। କିଛି ଦିନର ବିରାମ ପରେ ପ୍ରଯୋଜକଙ୍କ ଅସନ୍ତୋଷ ବଢ଼ିଛି। ଓଡ଼ିଶା ଫିଲ୍ମ ଉନ୍ନୟନ କର୍ତ୍ତୃପକ୍ଷ (ଓଏଫ୍‌ଡିସି) ଟଙ୍କା ଲୁଟୁଥିବା ନେଇ ସିନେ ପ୍ରଯୋଜକ ଅଭିଯୋଗ ଆଣିଛନ୍ତି। ସେନ୍ସର ସ୍କ୍ରିନିଂ ପାଇଁ ନିଜର ମିନି ଥିଏଟରରେ ୧୨ ହଜାର ଟଙ୍କା ଗଣିବାକୁ ପଡୁଛି…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ହସ୍ତକ୍ଷେପ ପରେ ମାନିଲା ଗୁଗୁଲ, ପ୍ଲେଷ୍ଟୋରକୁ ଫେରିଲା ଭାରତୀୟ ଆପ୍

ନୂଆଦିଲ୍ଲୀ: ସର୍ଭିସ ଫି ବିବାଦ କାରଣରୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିବା ଭାରତୀୟ ମୋବାଇଲ ଆପକୁ ପୁଣି ରଖିବା କରିବା ପ୍ରକ୍ରିୟା ଆରମ୍ଭ କରିଛି ଗୁଗୁଲ । ଜାତୀୟ ସ୍ତରର ଗଣମାଧ୍ୟମ ସୂତ୍ରରୁ ଏହି ସୂଚନା ମିଳିଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବୈଠକ ପରେ ଗୁଗୁଲ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଆରଜେଡି ସହ ସୋନିଆଙ୍କୁ ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ଦିନିଆ ଯାତ୍ରା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଓଉରଙ୍ଗାବାଦରେ ପହଞ୍ଚିଥିଲେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀ ଦଳମାନଙ୍କ ଉପରେ କଡା ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ ଆମେ କାମ ଆରମ୍ଭ କରିଥାଉ ଏବଂ କାମ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଫଟୋ ଛାଡ଼ିବାରୁ ‘ଲିଭ୍-ଇନ୍’ ପାର୍ଟନରକୁ ହତ୍ୟା କଲେ ମହିଳା

କୋଲକାତା : ସୋସିଆଲ ମିଡିଆରେ ଫଟୋ ଛାଡ଼ିବାରୁ 'ଲିଭ୍-ଇନ୍' ପାର୍ଟନରକୁ ହତ୍ୟା କଲେ ମହିଳା । କୋଲକାତା‌ରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ଫଟୋ ପୋଷ୍ଟ କରିବାକୁ ନେଇ ଝଗଡ଼ା ହେବାରୁ ୩୨ବର୍ଷୀୟ  'ଲିଭ୍-ଇନ୍' ପାର୍ଟନରଙ୍କୁ ଏକାଧିକ ଥର ଛୁରୀ ଭୁସି ହତ୍ୟା କରିଛନ୍ତି ମହିଳା। ମୃତକଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ, ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲା ଦମକଳ ଗାଡ଼ି

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତ ବିରିଗଡ ଗ୍ରାମର ତଲାଗୁରାପଡ଼ାରେ ଶନିବାର ୩ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ୩ ଗୋଟି ପରିବାରର ୩ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡ଼ିଛି। ଏଥିରେ ତାରିଣୀ ପ୍ରଧାନ, ପତିତ ପ୍ରଧାନ ଓ ଭାବିନ୍ଦ୍ର ପ୍ରଧାନଙ୍କ ଘର ପୋଡ଼ି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ହେବ ଏୟାରଟେଲ ସେବା, ବଢିବ ରିଚାର୍ଜ ପ୍ଲାନ ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ ଏୟାରଟେଲ ରିଚାର୍ଜ ଟାରିଫ ପ୍ଲାନ ଖୁବଶୀଘ୍ର ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଉପଭୋକ୍ତାଙ୍କୁ ବଡ ଝଟକା ଲାଗିପାରେ । ଏହାକୁ ନେଇ ଏୟାରଟେଲର ଅଧ୍ୟକ୍ଷ ସୁନୀଲ ମିତ୍ତଲ ଏକ ସାକ୍ଷାତକାରରେ କହିଥିଲେ ଯେ ଭାରତରେ ଖୁବଶୀଘ୍ର ଟେଲିକମ ଦର ବୃଦ୍ଧି ହେବାକୁ ଯାଉଛି । ତେବେ…
ଅଧିକ ଖବର ଦେଖନ୍ତୁ...

ବଢିପାରେ ଏୟାରଟେଲର ରିଚାର୍ଜ ମୂଲ୍ୟ

ନୂଆଦିଲ୍ଲୀ: ଆପଣ ଏୟାରଟେଲ ସିମର ଉପଭୋକ୍ତା ଅଛନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସୂଚନା ଦେବୁ ଯାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ | କାରଣ ଏୟାରଟେଲ ରିଚାର୍ଜ ଟାରିଫ ପ୍ଲାନ ମହଙ୍ଗା ହେବାକୁ ଯାଉଛି | ଏ ବାବଦରେ ଏୟାରଟେଲର ଚେୟାରମ୍ୟାନ୍ ଏକ ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...