Daily Archives

March 19, 2024

ସିଙ୍ଗାପୁର ଗଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ବିଦେଶ ଅନୁଭୂତି ଦେବା ଲାଗି ପ୍ରତିବର୍ଷ ୪୦ ଜଣଙ୍କୁ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଉଛି। ୨୦୨୩-୨୪ ବ୍ୟାଚର ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ…
ଅଧିକ ଖବର ଦେଖନ୍ତୁ...

ଏଥର ଆଇପିଏଲରେ ଶୁଣିବାକୁ ମିଳିବ ସିଦ୍ଧୁଙ୍କ କମେଣ୍ଟ୍ରି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ଚଳିତ ସିଜନ ପାଇଁ ହିନ୍ଦୀ ଓ ଇଂରାଜୀର ଟିଭି ଭାଷ୍ୟକାର ମଣ୍ଡଳୀ ବା କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି । ଏହି ତାଲିକାରେ ପୂର୍ବତନ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଭାରତର ଏସବୁ ରାଜ୍ୟରେ ଆଉ ଆସବନି ବସନ୍ତ ଋତୁ!

ନୂଆଦିଲ୍ଲୀ: ଭାରତର ମୋଟ ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ରାଜସ୍ଥାନ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ, ପଞ୍ଜାବ, ଜାମ୍ମୁ କାଶ୍ମୀର ଏବଂ ଉତ୍ତରପ୍ରଦେଶରେ ଜାନୁଆରୀ ଏବଂ ଫେବ୍ରୁ୍ୟାରୀରେ ଦୁଇ ଡିଗ୍ରୀ ସେଲସିୟସ୍ ପାର୍ଥକ୍ୟ ଦେଖିବାକୁ ମିଳିଛି। ଗବେଷକମାନେ…
ଅଧିକ ଖବର ଦେଖନ୍ତୁ...

ବଧୂ ବେଶରେ ସଜେଇ ହୋଇ ରାନୁଙ୍କୁ ଗୀତ ଗାଉଥିବା ଦେଖି ଟ୍ରୋଲ କଲେ ଲୋକେ

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ରାନୁ ମଣ୍ଡଳଙ୍କୁ ମନେ ରଖିଥିବେ । ଯିଏକି ଷ୍ଟେସନରେ ଗୀତ ଗାଇ ଭାଇରାଲ ହୋଇଥିଲେ। ଭାଇରାଲ ହେବା ପରେ ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା। ଏମିତି କି କଣ୍ଠଶିଳ୍ପୀ ହିମେଶ ରେସମିଆଙ୍କ ଗୀତରେ ରାନୁ ମଣ୍ଡଳ କଣ୍ଠଦାନ ବି କରିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ବଢିଲା ମହୁଆ ମୈତ୍ରଙ୍କ ଅଡ଼ୁଆ, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକପାଳ

ନୂଆଦିଲ୍ଲୀ : ବଢିଚାଲିଛି ଟିଏମସି ନେତ୍ରୀ ମହୁଆ ମୈତ୍ରଙ୍କ ସମସ୍ୟା । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ସିବିଆଇ ତଦନ୍ତ ପାଇଁ ଲୋକପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି । ଗତ ବର୍ଷ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ ମହୁଆ ମୋଇତ୍ରା…
ଅଧିକ ଖବର ଦେଖନ୍ତୁ...

ଦେହ ବେପାର ପାଲଟିଛି ୨୩୬ ବିଲିୟନ ଡଲାରର ବଜାର, ୭୦ ପ୍ରତିଶତ ଅପରାଧର ମୁଖ୍ୟ କାରଣ: ପ୍ରକାଶ ପାଇଲା ରିପୋର୍ଟ

ନ୍ୟୁୟର୍କ: ସେକ୍ସ ଇଣ୍ଡଷ୍ଟ୍ରି ବା ଦେହ ବେପାର ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର କରୁଛି । ଏହାର ମୁଖ୍ୟ କାରଣ ହେଉଛି ଯୌନ ଶିଳ୍ପରୁ ହେଉଥିବା ବିପୁଳ ଲାଭ। ଏଥିପାଇଁ ବହୁ ସଂଖ୍ୟକ ଅପରାଧ ହୋଇଇଥାଏ। ସମଗ୍ର ବିଶ୍ୱରେ ୭୦ ପ୍ରତିଶତ ମାନବ ଚାଲାଣ ଅପରାଧ ମାମଲା ସେକ୍ସ ଇଣ୍ଡଷ୍ଟ୍ରି ସହିତ…
ଅଧିକ ଖବର ଦେଖନ୍ତୁ...

ମେଦବହୁଳ ମହିଳାଙ୍କୁ ବିମାନରୁ ବାହାର: ଆର ଥରକୁ ୨ ନୁହେଁ ୪ ସିଟ୍ ବୁକିଂ କରିବାକୁ ଟେକ୍ ଅଫ୍ ପୂର୍ବରୁ କହିଲେ…

ଅକଲ୍ୟାଣ୍ଡ୍: ବଡି ସେମିଂ(ଦେହ ଲଜ୍ଜା) ନେଇ ଏୟାର ନ୍ୟୁଜିଲ୍ୟାଣ୍ଡ ଏୟାରଲାଇନ୍ସ ବିରୋଧରେ ଦୁଇଜଣ ମହିଳା ଅଭିଯୋଗ କରିଛନ୍ତି। ମହିଳାମାନେ କହିଛନ୍ତି ଯେ ସେମାନେ ଅଧିକ ଓଜନ ହୋଇଥିବାରୁ ବିମାନ ଉଡ଼ାଣ ପୂର୍ବରୁ ସେମାନଙ୍କୁ ବିମାନରୁ ବାହାର କରାଯାଇଥିଲା। ଏୟାରଲାଇନ୍ସର ଏହି ଆଚରଣ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ରାହୁଲ-କେଜ୍ରିୱାଲ-ଅଖିଳେଶଙ୍କ ବିରୋଧରେ ମାମଲା ରୁଜୁ, ଶୀଘ୍ର କୋର୍ଟ ଚାଲାଣ କରିବାକୁ ପିଟିସନ୍ ଦାଖଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ, ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ଯାଦବ ଏବଂ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ହିନ୍ଦୁ ସେନା ପକ୍ଷରୁ ଏହି ଜନସ୍ବାର୍ଥ ମାମଲା(ପିଆଇଏଲ) ଦାଖଲ କରାଯାଇଛି। ଏସବୁ ନେତାଙ୍କ ସାର୍ବଜନୀକ ବିବୃତ୍ତି ଉପରେ ଆଧାର କରି ଏହି…
ଅଧିକ ଖବର ଦେଖନ୍ତୁ...

ଘର ଲୋକ ପ୍ରସ୍ତାବକୁ ସ୍ବୀକାର ନକରିବାରୁ ହସିହସି କୀଟନାଶକ ପିଇଲେ ପ୍ରେମୀଯୁଗଳ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଏକ ପ୍ରେମୀଯୁଗଳ କୀଟନାଶକ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଦୁହିଁଙ୍କୁ ସ୍ଥାନୀୟଲୋକେ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଆତ୍ମହତ୍ୟା ଉଦ୍ୟମ କରିଥିବା  ଯୁବକ ଓ ଯୁବତୀଙ୍କ ନାମରେ…
ଅଧିକ ଖବର ଦେଖନ୍ତୁ...

ସିଗାରେଟ ପିଇବାକୁ ବାରଣ କରିବାରୁ ବନ କର୍ମଚାରୀଙ୍କୁ କାମୁଡ଼ି‌ କ୍ଷତାକ୍ତ କ‌ଲେ ତିନିଜଣ ସାଙ୍ଗ

ନୂଆଦିଲ୍ଲୀ: ରାଜଧାନୀ ଲକ୍ଷ୍ମୌରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ଯୁବକ ଓ ଜଣେ ଯୁବତୀ ମିଶି ଭୋଜି କରିବାକୁ ଜଙ୍ଗଲକୁ ଯାଇ ସିଗାରେଟ ଟାଣୁ ଥିଲେ।  ତିନିଜଣ ସାଙ୍ଗଙ୍କୁ ସିଗାରେଟ ପିଇବାକୁ ମନା କରିବାରୁ ସେମାନେ ବନ କର୍ମଚାରୀଙ୍କୁ କାମୁଡ଼ି କ୍ଷତାକ୍ତ କରିଥି‌ଲେ। ପୁଲିସ ଏହି…
ଅଧିକ ଖବର ଦେଖନ୍ତୁ...