Daily Archives

June 12, 2024

ବିଶ୍ବ ଶିଶୁ ଶ୍ରମିକ ନିରୋଧ ଦିବସ ନେଇ ସଚେତନତା ଶୋଭାଯାତ୍ରା

ମାଲକାନଗିରି: ବିଶ୍ଵ ଶିଶୁ ଶ୍ରମିକ ନିରୋଧ ଦିବସ ଅବସରରେ ମାଲକାନଗିରି ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ସୁବାଷ ବୋଷ ଛକ ଠାରୁ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ ହୋଇଯାଇଛି। ଏହି ସଚେତନତା ଶୋଭାଯାତ୍ରାରେ…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନରେ ୧୦ ଲକ୍ଷ ହିନ୍ଦୁ ଅସନ୍ତୁଷ୍ଟ: ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳଗୁଡିକଠାରୁ କରୁଛନ୍ତି ଏସବୁ…

ଲଣ୍ଡନ: ଜୁଲାଇ ୪ ରେ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ବ୍ରିଟେନର ହିନ୍ଦୁମାନେ ଭବିଷ୍ୟତ ସରକାର ପାଇଁ ସେମାନଙ୍କର ଦାବି ସମ୍ପର୍କରେ ଏକ ଇସ୍ତାହାର ଜାରି କରିଛନ୍ତି। ବ୍ରିଟେନର ହିନ୍ଦୁମାନେ ପ୍ରଥମ ଥର ପାଇଁ ୩୨ ପୃଷ୍ଠାର ଡକ୍ୟୁମେଣ୍ଟ ମାଧ୍ୟମରେ ନିଜର ଆଶା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଘରକୁ ଫେରୁଥିବାବେଳେ ହୋମଗାର୍ଡଙ୍କୁ ଅପହରଣ କରି ବିବାହ କରାଇଦେଲେ ଯୁବତୀଙ୍କ ପରିବାର ସଦସ୍ୟ

ପାଟନା: ବିହାରର ଭାଗଲପୁରର ନାଭଗାଚିଆରେ ବାଧ୍ୟତାମୂଳକ ବିବାହ ମାମଲା ସାମ୍ନାକୁ ଆସିଛି। ନାଭାଗାଚିଆ ପୁଲିସରେ କାମ କରୁଥିବା ଜଣେ ହୋମଗାର୍ଡଙ୍କୁ ଅପହରଣ କରି ଜବରଦସ୍ତ ବିବାହ କରାଯାଇଛି। ଗତ ରବିବାର ସକାଳେ ନବାଡା ନିକଟରେ ହୋମଗାର୍ଡଙ୍କୁ ଅପହରଣ କରାଯାଇଥିଲା। ଅପହରଣ ହୋଇଥିବା ହୋମଗାର୍ଡ…
ଅଧିକ ଖବର ଦେଖନ୍ତୁ...

୪ବର୍ଷର ପୁଅକୁ ହତ୍ୟା କରିବା ପରେ ଗ୍ୟାସରେ ଜାଳିବାକୁ ଚେଷ୍ଟା କରୁଥିଲା ମା’: ଦୃଶ୍ୟ ଦେଖି ଅଚେତ ହୋଇପଡ଼ିଲେ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଜନୌର ଥାନା ହୀମପୁର ଅଞ୍ଚଳସ୍ଥ ଜଲାଲପୁର ହଂସନ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ତାର ଏକମାତ୍ର ପୁଅକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଚୁଲି ଓ ଗ୍ୟାସରେ ଜାଳିବାକୁ ଚେଷ୍ଟା କରୁଥିଲା। ଏହି ଘଟଣା ମୃତ ପୁଅର ବାପା ଜାଣିବା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀର ଚତୁର୍ଥ ବିବାହକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ

କଣ୍ଟାମାଳ: ବିବାହିତା ସ୍ତ୍ରୀକୁ ଛାଡ଼ି ସ୍ୱାମୀର ଅନ୍ୟତ୍ର ବିବାହକୁ ନେଇ ପ୍ରଥମ ସ୍ତ୍ରୀ‌ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ ମହେଶ୍ବରପିଣ୍ଡା ଗ୍ରାମର ପାଞ୍ଚାଳିନୀ ସେନାପତି (୨୩) ଶଗଡ଼ା ଗ୍ରାମର ଚିଣ୍ଟୁ…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହ ମଞ୍ଚରେ ପୂର୍ବତନ ରାଜ୍ୟପାଳଙ୍କୁ ଭର୍ତ୍ସନା କରୁଥିବା ଚର୍ଚ୍ଚା ଜୋର୍ ଧରିଲା: ଭାଇରାଲ୍ ଭିଡିଓ…

ଗୁଣ୍ଟୁର: ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ। ସମାରୋହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଭିଡିଓକୁ ଅଧିକାରିକ ଭାବେ ନିଶ୍ଚିତ…
ଅଧିକ ଖବର ଦେଖନ୍ତୁ...

ପୁରୁଣାକଟକରୁ ପୁରୀ ଗଲା ରଥକାଠ

ହରଭଙ୍ଗା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୁଧୁବାର ବୌଦ୍ଧ ବନଖଣ୍ଡ ଅଧୀନସ୍ଥ ପୁରୁଣାକଟକ ବନାଞ୍ଚଳର ଅଠରନଳାରୁ ପୁରୀ ରଥଖଳାକୁ ଶିମିଳି ଏବଂ ଚାକୁଣ୍ଡା ଦୁଇପ୍ରକାର ରଥକାଠ ପଠାଯାଇଛି। ପୁରୁଣାକଟକ ବନାଞ୍ଚଳ ଅଧିକାରୀ ଜୟନ୍ତ ଦାଶ, ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର,…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟର: ଜଣେ ମୃତ, ୧ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ବୁଢ଼ୀମାଲ ଶଗଡ଼ିଆ ନାଳ ନିକଟରେ ବୁଧବାର ଅପରାହ୍ଣରେ ଏକ ବାଇକ୍‌କୁ ଟ୍ରାକ୍ଟର ଧକ୍କା ଦେଇଛି। ଏଥିରେ ବାଇକ୍ ଚାଳକ କଣ୍ଟାମାଳ ଥାନା ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ଗାଁର ସ୍ୱାଧୀନ ଦନ୍ତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପଛରେ ବସିଥିବା ବରଗାଁ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

ମେଣ୍ଟ ଭାଙ୍ଗିବା ପରେ ଆପକୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବଢୁଥିବା ଜଳସଂକଟକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜନସାଧାରଣଙ୍କ ସହ ଜଡିତ ପ୍ରସଙ୍ଗରେ ନିର୍ବାଚିତ ସରକାରମାନେ ରାଜନୀତି କରିବା ପରିବର୍ତ୍ତେ ସମସ୍ୟାର ସମାଧାନ କରିବା ଉଚିତ। ପ୍ରବଳ ଉତ୍ତାପରେ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର; ଭକ୍ତଙ୍କ ପାଇଁ ରହିବ ଏସବୁ ବ୍ୟବସ୍ଥା

ଭୁବନେଶ୍ବର/ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର ଜୁନ୍‌ ୧୩ ତାରିଖ ଅଙ୍ଗଳ ଆଳତୀ ଠାରୁ ଖୋଲି ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ଏନେଇ ଘୋଷଣା କରିଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଆଜି ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...