ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ପାରିବାରିକ କଳହର କୁପରିଣତି: ଝୁଲି ପଡ଼ିଲେ ଭାଇ-ଭଉଣୀ

ଭଦ୍ରକ,/ଆସୁରାଲି/କୋଠାର: ପାରିବାରିକ କଳହ ଗୋଟିଏ ପରିବାରକୁ ଦାରୁଣ ଦୁଃଖ ପହଞ୍ଚାଇଛି। ଦୁଇ ବାପାଙ୍କ କଳିରେ ଅତିଷ୍ଠ ଭାଇ ଭଉଣୀ ଶେଷରେ ଜୀବନ ହାରି ଦେଇଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କୋଠାର ଗାଁରେ। ଏହି ଅଭାବନୀୟ ଘଟଣା ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ବର: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେପିରେ ଯୋଗ ଦେବେ ବୋଲି ଜଣାଯାଇଛି । ଆସନ୍ତା ୪ ତାରିଖରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେବେ ରାଜେନ୍ଦ୍ର । ଏହାପୂର୍ବରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାଜୁ । ତେବେ ଧାମନଗର ଉପ-ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ସୁନା କିଣୁଥିବାବେଳେ ଧରାପଡିଲା ଏଟିଏମ୍ ଲୁଟେରା

ଭଦ୍ରକ: ଭଦ୍ରକରେ ଚଞ୍ଚକତା କରି ଏଟିଏମ କାର୍ଡ ଲୁଟିଲେ ଲୁଟେରା। ତେବେ ସୁନା କିଣିଲାବେଳେ ସିସିଟିଭିରେ ଧରାପଡିଯାଇଛି ଲୁଟେରା । ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଅଧିନ ଭଵାନୀବିନ୍ଧା ଗାଁର ପ୍ରତାପ ଚନ୍ଦ୍ର ମହାନ୍ତି ଗତ ଫେଵୃଆରୀ ମାସର ୯ ତାରିଖରେ ବାରିକଛକ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକର ପୂର୍ବତନ ପୌରାଧ୍ୟକ୍ଷ ମାନସ କୁମାର ମହାନ୍ତିଙ୍କ ପରଲୋକ

ଭଦ୍ରକ: ଭଦ୍ରକର  ପୂର୍ବତନ ପୌରାଧ୍ୟକ୍ଷ  ମାନସ କୁମାର ମହାନ୍ତିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସିପିଟାଲରେ ଆଜି ଅପରାହ୍ନ ୩ଟା ୪୦ ମିନିଟରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ  ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ଭଦ୍ରକ: ନାବାଳିକା ଯୌନ ନିର୍ଯାତନା ମାମଲାରେ ଭଦ୍ରକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ମିନତୀ ପଣ୍ଡା ଆଜି ଧାମନଗର ଥାନା ଭଗିବିନ୍ଧା ଗ୍ରାମର ରମେଶ କୁଣ୍ଡୁଙ୍କ ପୁତ୍ର ତଥା ଦୁଷ୍କର୍ମକାରୀକୁ ମୋହନ କୁମାରକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା…
ଅଧିକ ଖବର ଦେଖନ୍ତୁ...

ଇଡିରେ ହାଜର ହେଲେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ସେ। ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ବରପଦା ଇଂଜିନିୟରିଂ କଲେଜରେ ଅନିୟମିତତା ଅଭିଯୋଗ: ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲା ବରପଦା ଇଂଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ବନ୍ଦ ପାଳନ ହେଉଛି। ବନ୍ଦକୁ ସମର୍ଥନ କରି ବରପଦା ଛକରେ ଥିବା ଦୋକାନ ବଜାର ବନ୍ଦ ରହିଛି। ଫଳରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଓ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାର ଅବହେଳାରୁ ମା ଓ ଛୁଆଙ୍କର ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୁତି ମୃତ୍ୟୁ ଅଭିଯୋଗ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଗରପଡ଼ା ଥାନା ବିରିଡ଼ି ଅଞ୍ଚଳର ୨୮ ବର୍ଷୀୟା ମଞ୍ଜୁଲତା ଘଡ଼େଇ ଦ୍ଵିତୀୟ…
ଅଧିକ ଖବର ଦେଖନ୍ତୁ...

ସୁଦୃଢ଼ ହେବ ବୈତରଣୀ ନଦୀବନ୍ଧ, ଟଳିବ ବନ୍ୟା ବିପଦ: ଭଦ୍ରକ ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ

ଭଦ୍ରକ/ଭଣ୍ଡାରିପୋଖରୀ-୧/ଧାମନଗର: ପ୍ରତିବର୍ଷ ବନ୍ୟା ଦ୍ବାରା ଭଦ୍ରକ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଜିଲ୍ଲାର ସମସ୍ତ ନଦୀବନ୍ଧର ସୁଦୃଢ଼ୀକରଣ ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ୧୫୦.୨୪ କୋଟି ବ୍ୟୟରେ ବୈତରଣୀ ବାମ, ଦକ୍ଷିଣପାର୍ଶ୍ବ…
ଅଧିକ ଖବର ଦେଖନ୍ତୁ...

ଧାମନଗରରେ ଚାଞ୍ଚଲ୍ୟ: ଇଂରାଜୀ ପରୀକ୍ଷା ପୂର୍ବରୁ ଜୀବନ ହାରିଲେ ମାଟ୍ରିକ୍ ପରୀକ୍ଷାର୍ଥୀ

ଧାମନଗର: ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଲେ ଅଭିଷେକ ପଣ୍ଡା। ସେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହି ପଢୁଥିଲେ। ମାଉସୀଙ୍କ ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା…
ଅଧିକ ଖବର ଦେଖନ୍ତୁ...