ଅନୁସନ୍ଧାନ କରୁଥିବା ବର୍ଗ

ଭଦ୍ରକ

ସ୍ବପ୍ନରେ ରହିଲା ଜଳଯାତ୍ରା: ମୁହାଣରେ ପଡ଼ିଛି ୧୫ କୋଟିର ଜାହାଜ

ଭଦ୍ରକ: ସ୍ବପ୍ନରେ ରହିଯାଇଛି ଜଳଯାତ୍ରା। ଏଯାଏ ଜେଟି ନିର୍ମାଣ ହେଲାନି। ଫଳରେ ୧୫ କୋଟି ଟଙ୍କାର ଜାହାଜ ଏବେ ମୁହାଣରେ ପଡ଼ି ନଷ୍ଟ ହେବାରେ ଲାଗିଛି। କେନ୍ଦ୍ର ଅନ୍ତର୍ଦେଶୀୟ ଜଳପଥ ବିଭାଗ ଏବଂ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ସହଭାଗିତାରେ ଭଦ୍ରକ ଜିଲ୍ଲା ଧାମରା କାଳନାଳୀ…
ଅଧିକ ଖବର ଦେଖନ୍ତୁ...

ଭୋଟ ବର୍ଜନ ଓ କାର୍ଯ୍ୟରେ ଅସହଯୋଗ ପାଇଁ ଠିକା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଚେତାବନୀ

ଭଦ୍ରକ: ଏନଏଚଏମରେ କାର୍ଯ୍ୟରତ କର୍ମଚାରୀ, ଆୟୁଷ ଡାକ୍ତର, ଆରବିଏସକେ ଡାକ୍ତର, ପାରାମେଡିକାଲ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭଦ୍ରକରେ ସମସ୍ତ ସ୍ଵାସ୍ଥ୍ୟ ଭିତ୍ତିକ ସରକାରୀ କାର୍ଯ୍ୟକ୍ରମକୁ ଅସହଯୋଗ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଜି ସ୍ମାରକ ପତ୍ର…
ଅଧିକ ଖବର ଦେଖନ୍ତୁ...

ତୃତୀୟ-ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ଏହି ଅଞ୍ଚଳରେ ହେବ ମତଦାନ

ନୂଆଦିଲ୍ଲୀ/ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ…
ଅଧିକ ଖବର ଦେଖନ୍ତୁ...

ଏନ ଏ ସି ଦାବି: ୮ ଘଣ୍ଟିଆ ତିହିଡ଼ି ଵନ୍ଦ

ତିହିଡ଼ି: ଏନ ଏ ସି ଦାବିରେ ୮ ଘଣ୍ଟିଆ ତିହିଡ଼ି ଵନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଅପରାହ୍ନ ୨ ଘଟିକା ଯାଏ ବନ୍ଦ ଡାକରା ଦିଆଯାଇଛି। ତିହଡ଼ି ବ୍ଲକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ସମସ୍ତ ବର୍ଗର ଲୋକମାନେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଦୁଇ ଦୁଇ ଥର ଏନଏସି…
ଅଧିକ ଖବର ଦେଖନ୍ତୁ...

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଗିରଫ ଦାବି: ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଭଦ୍ରକ: ଆଜି ସକାଳ ୬ଟାରୁ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ସଂଘ ଓ ବରପଦା ବିକାଶ ମଞ୍ଚ ମିଳିତ ଆନୁକୁଲ୍ୟରେ କଲେଜ ଜମି ଦୁର୍ନୀତି ମାମଲାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ବିଜେଡି ନେତା ପ୍ରୟାସକାନ୍ତି ସାମଲଙ୍କୁ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର୍: ଘଟଣାସ୍ଥଳରେ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭଦ୍ରକ: ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ଛକ ନିକଟରେ କାର ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତାର…
ଅଧିକ ଖବର ଦେଖନ୍ତୁ...

ବାସୁଦେବପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଚାଳକର ପ୍ରାଣହାନି

ବାସୁଦେବପୁର: ଆଜି ସକାଳେ ବାସୁଦେବପୁର- ଧାମରା ରାସ୍ତାର ପାରାପୋଖରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ଚାଳକର ମୃତ୍ୟୁ ହୋଇଛି। ମୃତ ଚାଳକ ଜଣକ ସ୍ଥାନୀୟ ପାରାପୋଖରୀ ଗ୍ରାମର ଦୟାନିଧି ମହୁନ୍ତଙ୍କ ପୁଅ ବାପି(୩୫) ବୋଲି ଜଣାପଡ଼ିଛି। ଧାମରା ବନ୍ଦରକୁ ଆଇରନ ବୋଝେଇ ଏକ…
ଅଧିକ ଖବର ଦେଖନ୍ତୁ...

ବିଜେପି-ବିଜେଡି ହଟାଅ, ଇଣ୍ଡିଆ ମେଣ୍ଟକୁ ଜିତାଅ: ସିପିଆଇଏମ୍‌

ଭଦ୍ରକ:ସାଧାରଣ ନିର୍ବାଚନ-୨୦୨୪ରେ ସିପିଆଇଏମ୍‌ର ଦାୟିତ୍ବ ସଂପର୍କରେ ପାର୍ଟିର ଭଦ୍ରକ ଜିଲ୍ଲା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ବରେ  ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସିପିଆଇଏମ୍‌ ରାଜ୍ୟ ସଂପାଦକ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରି ୧୧ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ  ଗୁରୁତର ଅବସ୍ଥାରେ  ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବରୁ ମଧ୍ୟ ଏଇ ଅଞ୍ଚଳରେ ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ…
ଅଧିକ ଖବର ଦେଖନ୍ତୁ...

ଧକ୍କା ହେଲା ପରେ ଜଳିଗଲା ୨ ବାଇକ୍‌; ଜଣେ ଗୁରୁତର, ଅନ୍ୟ ଜଣେ ନିଖୋଜ

ଭଦ୍ରକ: ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପଲଦାସ୍ଥିତ ବ୍ୟାଙ୍କ ନିକଟରେ ଆଜି ଅପରାହ୍‌ଣରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ବାଇକ୍‌ ୨ଟି ଜଳି ଯାଇଥିବା ବେଳେ ଜଣେ ଆରୋହୀ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ୧୬…
ଅଧିକ ଖବର ଦେଖନ୍ତୁ...