ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

କୋହ୍ଲରୋଇଡ଼ାରେ ତେଜିଲା ମଦ ମୁକ୍ତି ଆନ୍ଦୋଳନ

ଯୋଡା: ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କୋହ୍ଲ ରୋଇଡା ଗ୍ରାମରେ ମହିଳା ମାନଙ୍କ ଦ୍ଵାରା ତେଜୁଛି ମଦ ମୁକ୍ତି ଆନ୍ଦୋଳନ। ଆଜି ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକତ୍ରିତ ହୋଇ ମଦ ମୁକ୍ତି ଆନ୍ଦୋଳନ ନେଇ ଗ୍ରାମ ପରିକ୍ରମା କରିବା ସହିତ ବିଦେଶୀ ମଦ ଦୋକାନ ଏଠାରେ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ମୃତ ବାର୍‌ହା ଉଦ୍ଧାର

ଡାବୁଗାଁ: ଡାବୁଗାଁ ବନ ବିଭାଗ ପକ୍ଷରୁ ଗତ ୨୮ତାରିଖରେ ଏକ ମୃତ ବାର୍‌ହା ଜବତ କରାଯାଇଛି। ମୃତ ବାର୍‌ହାର କାନ ଓ ପାଟିରୁ ରକ୍ତସ୍ରାବ ହୋଇଥିବାରୁ ବାର୍‌ହାଟିକୁ କେହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଗତ ୨୮ତାରିଖ ଅପରାହ୍ନ ପ୍ରାୟ ୫ଟାରେ ଡାବୁଗାଁ ଡଙ୍ଗରୀଗୁଡା ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ପୁଲିସ୍‌ ଅଧିକାରୀଙ୍କ ସମେତ ୨ ମୃତ

ସମ୍ବଲପୁର: ୫୫ ନମ୍ବର ଜାତୀୟ ରାଜପଥରେ ମାନେଶ୍ୱରଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ପୁଲିସ୍‌ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର ବିଦ୍ୟୁତ୍‌ ଥାନାରେ ଏଏସ୍‌ଆଇଭାବେ କାର୍ଯ୍ୟରତ ସମ୍ବଲପୁର ଜିଲ୍ଲା ମିରିଗାମୁଣ୍ଡା ଗାଁର ରାମ ବାଗ ରବିବାର ରାତି ୮ଟା ବେଳେ ସମ୍ବଲପୁରରୁ ଏକ ବାଇକ୍‌ ଯୋଗେ…
ଅଧିକ ଖବର ଦେଖନ୍ତୁ...

କନ୍ୟାଶ୍ରମରେ କେଳେଙ୍କାରୀ : ବନ୍ଦ କୋଠରିରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର

ନନ୍ଦପୁର : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ବାଲଡ଼ା ସେବାଶ୍ରମରେ ଯୌନ କେଳେଙ୍କାରୀ। ୫ଦିନ ହେଲା ଗୋଟିଏ କୋଠରିରେ ବନ୍ଦୀ ହୋଇ ରହିଥିବା ୯ମ ଶ୍ରେଣୀର ଜଣେ ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ହିଁ ଛାତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବିଂଝାରପୁର/ଯାଜପୁର ଟାଉନ୍‌: ବିଂଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଂଚାୟତ ସ୍ଥିତ ନୂଆଗାଁ ଠାରେ ଥିବା ଆଂଚଳିକ ବଳଦେବ ଜିଉ ସେବାଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ସମଗ୍ର ବ୍ଲକରେ ଆଲୋଡ଼ନ ଖେଳିଯାଇଛି। ମୃତ୍ୟୁର କାରଣ ଜଣା ପଡି ନ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡରୁ ବର୍ତ୍ତିଲା ପାନ ଦୋକାନ

କାଲିମେଳା: ଗତକାଲି ଅଗ୍ନିକାଣ୍ଡରୁ ଗୋଟିଏ ପାନ ଦୋକାନ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନରେ କାଲିମେଳା ମୁଖ୍ୟ ବଜାର ମଧ୍ୟରେ ଥିବା କୃଷ୍ଣଚନ୍ଦ୍ର ପ୍ରଧାନ ନିଜ ପାନ ଦୋକାନରେ ବିକ୍ରି କରୁଥିବା ପେଟ୍ରୋଲରେ ନିଆଁ ଲାଗି ଯାଇଥିଲା। ପେଟ୍ରୋଲ ଜାରକିନରୁ ବୋତଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ମହିଳା ମୃତ

ରାଜନଗର: ରାଜନଗର ଥାନା ହାତୀନା ଗାଁର ଛବିନ୍ଦ୍ର ରାଉତଙ୍କ ସ୍ତ୍ରୀ କନକଲତା(୨୫) ଗତ ୨୯ ତାରିଖ ସଂଧ୍ୟାରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଗତ ଜୁଲାଇ ୨ ତାରିଖରେ ସେ ବିବାହ କରିଥିଲେ। ୫ ଦିନ ତଳେ ଦଶହରା ପାଇଁ ବାପଘରକୁ ଯାଇଥିଲେ। ଏହି ଥାନା ଅନ୍ତର୍ଗତ ଚନ୍ଦ୍ରଶିଖର ଗାଁ କନକଲତାଙ୍କ…
ଅଧିକ ଖବର ଦେଖନ୍ତୁ...

ପାଣି ଭିତରୁ ଉପୁଡ଼ିଗଲା ୩ ଲିଙ୍ଗ!

ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠରେ ଘଟିଛି ଅଭାବନୀୟ ଘଟଣା। ଆରାଧ୍ୟ ଦେବତା ବାବା ପଞ୍ଚଲିଙ୍ଗେଶ୍ୱର ଲିଙ୍ଗ ଉପୁଡ଼ି ଯାଇଛି। ଘଟଣା ସତ୍ୟ କି ଗୁଜବ, ତାହା ସ୍ପଷ୍ଟ ହୋଇ ନଥିଲେ ହେଁ ଏହି ଖବର ସାରା ଇଲାକାର ଶୈବଭକ୍ତମାନଙ୍କୁ ବ୍ୟଥିତ କରିଛି। ଏହି ଘଟଣା ପ୍ରଚାର…
ଅଧିକ ଖବର ଦେଖନ୍ତୁ...

ମେଲୋଡି ବେଳେ ଥାନା ନିକଟରେ ବୋମାମାଡ଼

କଟକ : ଅପରାଧୀମାନେ କମିସନରେଟ୍‌ ପୁଲିସ୍‌କୁ ଦେଇଛନ୍ତି ଖୋଲା ଚାଲେଞ୍ଜ। ବାଦାମବାଡ଼ି ସିରିଜ୍‌ ବୋମା ମାଡ଼ ପଛରେ ସମ୍ପୃକ୍ତ ଜଣେ ଅପରାଧୀକୁ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରି ସଫଳତା ହାସଲ କରିଥିବା କହିବା ବେଳେ ଦଶହରା ରାତିରେ ବାଦାମବାଡ଼ି ଥାନା ନିକଟରେ ପୁଣି ବୋମା ମାଡ଼ କରିଛନ୍ତି ଅପରାଧୀ।…
ଅଧିକ ଖବର ଦେଖନ୍ତୁ...

ଗାତରେ ପଡ଼ି ହାତୀ ଶାବକର ମୃତ୍ୟୁ

ଲଇକେରା : ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ଫରେଷ୍ଟ ରେଂଜ ଅଂଚଳରେ କିଛି ଦିନ ହେଲା ହାତୀମାନେ ଉପଦ୍ରବ କରି ଆସୁଥିବା ସମୟରେ ଏକ ହାତୀ ଶାବକ ଗାତରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ତେଲିଡିହି ରେଲେଓ୍ଵ ଫାଟକ ନିକଟରୁ ୩୦୦ ମିଟର ଦୂରରେ ଥିବା ଏକ ଗାତରେ ହାତୀ ଶାବକଟି ପଡ଼ି ଯାଇଥିଲା। ଗତ…
ଅଧିକ ଖବର ଦେଖନ୍ତୁ...