ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ପିଏଲ୍‌ଏଫ୍‌ଆଇ ନେଟ୍‌ଓ୍ଵର୍କ ଧ୍ୱସ୍ତ

ରାଉରକେଲା/ଭୁବନେଶ୍ୱର : ପିପୁଲ୍‌ ଲିବରେସନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ବିରୋଧରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ପିଏଲ୍‌ଏଫ୍‌ଆଇ ଜୋନାଲ୍‌ କମିଟି ସଭ୍ୟ ଅର୍ଜୁନ ରାଣା ଏବଂ କୋଇଡ଼ା ବଡ଼ବିଲ୍‌ ଏରିଆ କମାଣ୍ଡର ସୂର୍ଯ୍ୟାଙ୍କ ସମେତ ୭ ଜଣ ପୁଲିସ ହାତରେ…
ଅଧିକ ଖବର ଦେଖନ୍ତୁ...

ପାଇଖାନା ଟାଙ୍କିରେ ବ୍ରିଟିସ ଅମଳର ଗୁଳି

ଜୟପୁର : ଜୟପୁର ସ୍ଥିତ ଜିଲ୍ଲା ଶିଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପଛପଟ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଶୁକ୍ରବାର ହଜାରେରୁ ଅଧିକ ଗୁଳି ପୁଲିସ ଜବତ କରିଛି। ଗୁଳି ସବୁ ୨ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଇଂଲଣ୍ଡ, ଫ୍ରାନ୍‌ସ, ଇଟାଲି, ଜାପାନ ଓ ଜର୍ମାନୀରେ ନିର୍ମିତ ହୋଇଥିବା ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅଣ୍ଡାମାଡ଼

କୋରାପୁଟ : କୋରାପୁଟ ଜିଲ୍ଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ କମୁଳୁ ଜାନୀଙ୍କୁ ରବିବାର ଦିନ କୋରାପୁଟରେ ଅଣ୍ଡାମାଡ କରାଯାଇଛି। କମୁଳୁ କୋରାପୁଟ ଆସି ସାଂସଦ ଝିନ୍ନ ହିକକାଙ୍କ ସହ ସାକ୍ଷାତ କରି ବୋରିଗୁମା ଫେରୁଥିବା ବେଳେ ଜିଲା ଆଦିବାସୀ ସମାଜ, ଜିଲା କନ୍ଧ ସମାଜର ଶତାଧିକ ସଦସ୍ୟ କୋରାପୁଟ…
ଅଧିକ ଖବର ଦେଖନ୍ତୁ...

ନର୍ସିଂହୋମ୍‌ରେ ଉତ୍ତେଜନା

କେନ୍ଦ୍ରାପଡ଼ା : ଜଣେ ପ୍ରସୂତିଙ୍କୁ ମେଡିକାଲ ଶିଡିରେ ୮/୯ଥର ଉପରତଳ କରାଇବା ଏବଂ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ଗର୍ଭାଶୟ କାଟି ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାର ସାଇ ହସ୍‌ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ପୁଲିସ କବ୍‌ଜାରେ ୩ ଡକାୟତ

ବ୍ୟାସନଗର : ଶୁକ୍ରବାର ବ୍ୟାସନଗରରୁ ସ୍ପେଶାଲ୍‌ ସ୍କ୍ଵାଡ଼୍‍ ୩ ଜଣ ଡକାୟତଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟରୁ ୪ଟି ମାଉଜର, ୭ଟି ମାଗାଜିନ୍‌ ଏବଂ ୮୦ଟି ଅଫୁଟା ଗୁଳି ଜବତ କରିଛି। ସେମାନଙ୍କୁ ଯାଜପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ରଖାଯାଇ ଅଧିକ ତଦନ୍ତ କରାଯାଉଛି। ତଦନ୍ତରେ ବାଧା ଉପୁଜିବା…
ଅଧିକ ଖବର ଦେଖନ୍ତୁ...

ବେହେରାମାଲରେ ଟ୍ରିପଲ୍‌ ମର୍ଡର, ୫ ଗିରଫ

ଉଲୁଣ୍ଡା : ମା’ଙ୍କ ପୂଜାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଅଷ୍ଟମୀ ତିଥି ତଥା ଗୁରୁବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍‌. ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁର ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ…
ଅଧିକ ଖବର ଦେଖନ୍ତୁ...

ପୁତୁରା ମାଡ଼ରେ କକା ମୃତ, ବାପା ପୁଅ ଗିରଫ

ଖୁଣ୍ଟା/କୁଆମରା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଟିକାୟତପୁର ଗ୍ରାମରେ ପୁତୁରା ମାଡ଼ରେ କକାଙ୍କର ମୃତ୍ୟୁ ହୋଇଛି। ଏ ଘଟଣାରେ ପୁଲିସ ଅଭିଯୁକ୍ତ ପୁତୁରା ଓ ତାଙ୍କ ବାପା (ବାପପୁଅ)ଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତି ହେଉଛନ୍ତି ଟିକାୟତପୁର ଗ୍ରାମର ଜୁଣିଆ ଜେନା (୫୨)। ଜୁଣିଆ କିଛିଦିନ…
ଅଧିକ ଖବର ଦେଖନ୍ତୁ...

ନରହନ୍ତା ଦନ୍ତା ନେଲା ଆଉ ଦୁଇ ଜୀବନ

କଣିହାଁ/ଛେଣ୍ଡିପଦା : କିଛି ଦିନର ନିରବତା ପରେ ପୁଣି ମାତିଛି ନରହନ୍ତା ଦନ୍ତା। ଆଜି ସକାଳେ ଏହି ଦନ୍ତା ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ଜଣେ ମହିଳା ଓ ଜଣେ ଯୁବକଙ୍କର ଜୀବନ ନେଇଛି। ମୃତକ ଦୁଇଜଣ ହେଲେ କଣିହାଁ ଥାନା ବଡ଼ଚାଙ୍ଗୁଡ଼ିଆ ଗାଁର କୁବେର ସାହୁଙ୍କ ପତ୍ନୀ ଅହଲ୍ୟା ସାହୁ (୪୫) ଏବଂ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ କଏଦୀର ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜେଲ୍‌ରେ ଜଣେ କଏଦୀ ଜୁଡିଆ ପ୍ରଧାନ (୩୩) ଆଜି ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପର ଧାଙ୍ଗରପଡା ଗାଁ’ର…
ଅଧିକ ଖବର ଦେଖନ୍ତୁ...

ସେବାଧାମ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ, ୩ ଗୁରୁତର

ଦେବଗଡ଼/ରିଆମାଳ : ମୃତ୍ୟୁ କାହା ପାଇଁ କେଉଁ ପରିସ୍ଥିତିରେ ଆସିବ ତାହା କେହି ବି କହିପାରିବେ ନାହିଁ। ଚାରିଆଡ଼େ ଦଶହରା ଉତ୍ସବ ପାଇଁ ଖୁସିର ପରିବେଶ ଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ଆଖି ବୁଜିବାକୁ ପଡ଼ିଛି ଦୁଇ ଜଣ ନିରୀହ ଶିଶୁଙ୍କୁ। ଘଟଣାଟି ଘଟିଛି ଶନିବାର ସକାଳେ ଦେବଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...