ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

କେନ୍ଦୁପାଲି ଛପନ ପ୍ରହରୀ ନାମଯଜ୍ଞ: ଦ୍ବିତୀୟ ଦିବସରେ ଚାରଣ ପାର୍ଥସାରଥୀ ମହାନ୍ତିଙ୍କ ଦିବ୍ୟ ପ୍ରବଚନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞର ଦ୍ବିତୀୟ ଦିବସରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ଏହି ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

୫୬ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ: ଭବ୍ୟ କଳସ ଶୋଭାଯାତ୍ରାରେ ଅଂଶଗ୍ରହଣ କଲେ ୩୦୦୦ ମହିଳା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗ୍ରାମରେ ଛପନ ପ୍ରହରୀ ବିଶ୍ଵଶାନ୍ତି ନାମଯଜ୍ଞ ପାଇଁ ମଙ୍ଗଳବାର ପୂର୍ବାହ୍‌ଣରେ ବିଶାଳ ଓ ଭବ୍ୟ କଳସଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରିଛି। ଏହି କଳସଯାତ୍ରା କେନ୍ଦୁପାଲିସ୍ଥିତ ବିଶ୍ବଶାନ୍ତି ନାମଯଜ୍ଞ…
ଅଧିକ ଖବର ଦେଖନ୍ତୁ...

ଦେଢ଼ଶୁର-ଭାଇବୋହୂ ଶାରୀରିକ ସଂପର୍କ ରଖୁଥିଲେ; ଦେଖିଦେଲେ ବୋଲି ବୃଦ୍ଧାଙ୍କୁ ହାଣି କୂଅରେ ଫିଙ୍ଗିଦେଲେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ସଦର ପଞ୍ଚାୟତ ହିଳୁଙ୍ଗ ଗାଁରେ ଗତମାସ ୧୦ ତାରିଖରେ ପରିତ୍ୟକ୍ତ କୂଅରୁ ମୃତଦେହ ଉଦ୍ଧାର ମାମଲାର ନୂଆ ମୋଡ଼ ନେଇଛି। ଭାଇବୋହୂ ସହିତ ଶାରୀରିକ ସଂପର୍କ ରଖୁଥିବା ବେଳେ ଶୋଭା ‌ଭୋଇ ଦେଖି ଦେବାରୁ ତାଙ୍କୁ ହତ୍ୟା କରାଯାଇ କୂଅରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଜାମୁଟବାହାଲ ଗାଁର ମହାଜନ ସିଂ(୫୫) ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳିଜାଳି ଦେବା ଘଟଣା: ଅଭିଯୁକ୍ତ ପ୍ରେମିକ ଗିରଫ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ବଲିପାଲି ଗ୍ରାମରେ ସନ୍ଦେହ କରି ନିଜ ପ୍ରେକିକାକୁ ପ୍ରଥମେ ତଣ୍ଟିଚିପି ହତ୍ୟା ଓ ପରେ ପ୍ରମାଣ ନଷ୍ଟ ପାଇଁ ପୁଣି ପେଟ୍ରୋଲ ଢାଳି ଜାଳିଦେବା ଘଟଣାରେ ପୁଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଯୁବକ ସହ କଥା ହେବାରୁ ପ୍ରେମିକାକୁ ମାରିଦେଲା ପ୍ରେମିକ, ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେନଝିରିଆପାଲି ପଞ୍ଚାୟତ ବଲିପାଲିରେ ଆଜି ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର କରିଛି ବୀରମହାରାଜପୁରର ପୁଲିସ୍। ମୃତକ ହେଲେ ୨୪ ବର୍ଷୀୟା ମନ୍ଦାକିନୀ ପଟନିଆ। ଘଟଣାସ୍ଥଳରେ ବୀରମହାରାଜପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର/ବୀରମହାରାଜପୁର: ରାଜ୍ୟ ସରକାର ରବିବାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରକୁ ଏନ୍‌ଏସି ଘୋଷଣା କରାଯାଇ ନଥିବାରୁ ମୋତେ ବ୍ୟଥିତ କରିଛି: ପଦ୍ମନାଭ ବେହେରା

ବୀରମହାରାଜପୁର: ରାଜ୍ୟ ସରକାର ଶନିବାର ୫ଟି ମ୍ୟୁନିସିପାଲିଟି ଓ ୩୪ଟି ନୂଆ ଏନ୍‌ଏସି ଘୋଷଣା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ସ୍ଥାନୀୟ ଅଞ୍ଚଳର ଲୋକେ ଏହି ତାଲିକାରେ ଦେଖିବାକୁ ଚାହିଁଥିଲେ ମଧ୍ୟ ତାହା ହୋଇପାରି ନାହିଁ। ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ନମିଳିବା…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ପ୍ରସଙ୍ଗ: ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କଲା ବିଜେଡି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା ପ୍ରଦାନରୁ ବାଦ୍‌ ଦିଆଯାଇଛି। ଏହାକୁ ନେଇ ଅଞ୍ଚଳର ତୀବ୍ର ପ୍ରତିକ୍ରିୟା‌ ପ୍ରକାଶ ପାଇଛି। ସ୍ଥାନୀୟ ବିଜେଡି ମଧ୍ୟ ତା’ର ପ୍ରତିକ୍ରିୟା ରଖିଛି। ସ୍ଥାନୀୟ ମୈତ୍ରୀ ସଦନଠାରେ ଶନିବାର ବୀରମହାରାଜପୁର ବିଜେଡି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜେପିସିସି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ: ଉଫୁଲାକୁ ହରାଇ ମୁର୍ଷୁଣ୍ଢି ଚାମ୍ପିଅନ୍‌

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧୀନ ଭାଲୁଡୁଙ୍ଗୁରୀରେ ଆୟୋଜିତ ୧୫ତମ ଜୟ ମାଁ ପାଞ୍ଚଖଣ୍ଡା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଉଫୁଲାକୁ ହରାଇ ମୁର୍ଷୁଣ୍ଢି ଚାମ୍ପିଅନ ହୋଇଛି। ଜୟ ମାଁ ପାଞ୍ଚଖଣ୍ଡା କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଗତ ୧୧ ତାରିଖ ଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...