ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଅଦିନିଆ ବର୍ଷା ଦାଉ ସାଧିଲା; ଉଠିପାରିଲାନି ମଣ୍ଡିରୁ ଧାନ

ବୀରମହାରାଜପୁର: ଅଦିନିଆ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ ଫସଲହାନି ହୋଇଥିବା ଦେଖିବାକୁ ମିଳୁଛି। ମଣ୍ଡିରେ ଧାନ ପକାଇ ରଖିଥିବା ଚାଷୀମାନେ ମଧ୍ୟ ହଇରାଣ ହୋଇଛନ୍ତି। ବୀରମହାରାଜପୁର ବ୍ଲକ୍‌ର ବିଭିନ୍ନ ମଣ୍ଡିରେ ଏବେବି ପ୍ରାୟ ୪୦ ହଜାର ପ୍ୟାକେଟ ଧାନ ପଡ଼ିରହିଛି। ଦୁଇଦିନ…
ଅଧିକ ଖବର ଦେଖନ୍ତୁ...

ଗୋଚାଲାଣ କରୁଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ୧୩ ଗୋରୁ ମୃତ

ସୋନପୁର: ସୋନପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାରେ ଏକ ଗୋରୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ବିଶିମୁଣ୍ଡା କର୍ଲାଖମନ ଛକରେ ଏକ ଗୋଚାଲାଣ କରୁଥିବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ୧୩ଟି ଗୋରୁଙ୍କର ପ୍ରାଣହାନି ଘଟିଛି।…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା; ଅନ୍ୟ ଜଣେ ଆହତ, ଅଭିଯୁକ୍ତ ଫେରାର

ସୋନପୁର: କ୍ରିକେଟ୍‌ ବ୍ୟାଟ୍‌ରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା ବେଳେ ଅଭିଯୁକ୍ତ ଫେରାର ଅଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ପେଟ ପୋଷିବାକୁ ବେଙ୍ଗାଲୁରୁ ଯାଇଥିଲେ ଓଡ଼ିଆ ଶ୍ରମିକ, ଫେରିଲା ମୃତଦେହ

ବୀରମହାରାଜପୁର: ପେଟ ପୋଷିବା ପାଇଁ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁକୁ ଯାଇଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ସେଠାରେ ମୃତ୍ୟୁ ହୋଇଛି। ଆଜି ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହ ନିଜ ପୈତୃକ ଘରକୁ ଫେରିଛି। ମୃତ ଦାଦନ ଶ୍ରମିକ ହେଲେ ଅଚ୍ୟୁତ ନାଏକ। ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତି ପରେ ବି ମିଳିଲାନି ପିଡିଏସ୍‌ ଚାଉଳ: ଏନ୍‌ଏସି ଅଫିସ୍‌ ଆଗରେ ହିତାଧିକାରୀଙ୍କ ବିକ୍ଷୋଭ

ବିନିକା: ଯୋଗାଣ ନିରୀକ୍ଷକଙ୍କ ପ୍ରତିଶ୍ରୁତି ପରେ ବି ମିଳିଲାନି ପିଡିଏସ୍‌ ଚାଉଳ। ଫଳରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନ୍‌ଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ହିତାଧିକାରୀମାନେ ବୁଧବାର ସ୍ଥାନୀୟ ଏନ୍‌ଏସି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ଏହି ୱାର୍ଡର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ସେତୁର ମେନ୍ ହୋଲରୁ ମହିଳାଙ୍କ ମହିଳାଙ୍କ ଦରପୋଡ଼ା ଶବ ଉଦ୍ଧାର ହୋଇଛି। ତରଭା ଥାନା ଅନ୍ତର୍ଗତ ଦେଉଳପଦର - ପୁଆ ରାସ୍ତାରେ ଥିବା ସେତୁର ମେନହୋଲ ଭିତରେ ମହିଳାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଛି। ସେତୁର ମେନ୍ ହୋଲ ସମ୍ବୁଖରେ ଏକ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ପରଲୋକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ବୈଦ୍ୟନାଥ କର୍ଣ୍ଣଙ୍କ ଶୁକ୍ରବାର ରାତିରେ ପରଲୋକ ଘଟିଛି। ବୈଦ୍ୟନାଥ କର୍ଣ୍ଣ ତାଙ୍କ ପୈତୃକ ଗାଁ ଯାଲୋଏର କର୍ଣ୍ଣପାଲି ଘରେ ରାତ୍ରି ଭୋଜନ ସାରିବା ପରେ ୧୦ଟା ୩୦ରେ ଶୋଇବାକୁ ଯାଇଥିଲେ। ସେହି…
ଅଧିକ ଖବର ଦେଖନ୍ତୁ...

ବାପା-ମା’ ଛେଉଣ୍ଡ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିବାହିତ ଯୁବକ ଫେରାର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅନ୍ତର୍ଗତ ଜଟେସିଙ୍ଘା ଅଞ୍ଚଳରେ ବାପା-ମା’ ଛେଉଣ୍ଡ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି। ନିଜ ଭଉଣୀ ଘରେ ରହୁଥିବା ନାବାଳିକାକୁ ବିବାହର ପ୍ରତିଶ୍ରୁତି ଜଣେ ବିବାହିତ ଯୁବକ ବାରମ୍ବାର ଶାରୀରିକ ସଂପର୍କ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଜମି ଜବରଦଖଲ ଉଚ୍ଛେଦ

ଲଛିପୁର: ସୋନପୁର ବ୍ଲକ୍‌ ଲଛିପୁର ଥାନା ମାଟିଆପାଲିଠାରେ ସରକାରୀ ଜମି ଜବରଦଖଲ କରି ଅବୈଧ ଭାବେ ନିର୍ମାଣ କରି ରହୁଥିବା ଘରକୁ ଭାଙ୍ଗିଲା ପ୍ରଶାସନ। ନିଜ କ୍ଷମତା ବଳରେ ସରକାରୀ ଜମିକୁ ଜବରଦଖଲ କରି କିଛି ଲୋକ ବର୍ଷ ବର୍ଷ ଧରି ରହିଆସୁଥିଲେ। ଘରଗୁଡ଼ିକର ଯାଞ୍ଚ କରାଯାଇ ୧୨ଟି ଘର ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ହରିହରଯୋରରେ ଇକୋ ଟୁରିଜିମ ଉଦ୍‌ଘାଟିତ; ଜଳଭଣ୍ଡାରରେ ପର୍ଯ୍ୟଟକଙ୍କୁ ମିଳିବ ନୌକାବିହାର ସୁବିଧା

ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ହରିହରଯୋର ଡ୍ୟାମଠାରେ ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପ ଗୁରୁବାର ଉଦ୍‌ଘାଟିତ ହୋଇଛି। ଏଠାରେ ଥିବା ଜଳଭଣ୍ଡାରରେ ପର୍ଯ୍ୟଟକମାନଙ୍କୁ ନୌକାବିହାର ସୁବିଧା ମିଳିପାରିବ। ଏହି ପ୍ରକଳ୍ପକୁ ଆଜି ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...