ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଟ୍ରକକୁ ପିଟିଲା ପିକନିକ ବସ୍: ୭ ଆହତ, ୨ ବୁର୍ଲା ସ୍ଥାନାନ୍ତର

ସୋନପୁର: ସୋନପୁରର ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ୪୫ ଜଣ ଛାତ୍ରଛାତ୍ରୀ କୋରାପୁଟ ଦେଓମାଳିରୁ ପିକନିକ ସାରି ଫେରୁଥିବା ବେଳେ ସୋନପୁର-ବଲାଙ୍ଗୀର ରାସ୍ତା ଖମ୍ବେଶ୍ବରୀପାଲି ନିକଟରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ପିଟିଥିଲା ଫଳରେ ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ। ଆହତମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଘଣ୍ଟାଶୁଣି ଜଙ୍ଗଲରେ ହାତୀ, ବିନିକାବାସୀ ଆତଙ୍କିତ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିକଟ ଘଣ୍ଟାଶୁଣି ଜଙ୍ଗଲକୁ ମଙ୍ଗଳବାର ରାତିରୁ ଗୋଟିଏ ହାତୀ ଆସିଥିବା ଖବର ମିଳିଛି। ଏହା ଜଣାପଡ଼ିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀଟି ଅଙ୍ଗନଦୀ ପାରି ହୋଇ ଏହି ଜଙ୍ଗଲକୁ ପଶିଆସିଥିଲେ। ଏପରିକି ଜଙ୍ଗଲ…
ଅଧିକ ଖବର ଦେଖନ୍ତୁ...

ପୁଣି କଳାପଲ୍‌ସର୍‌ ଆତଙ୍କ: ବାପ-ଝିଅଙ୍କଠାରୁ ସୁନାଚେନ ଲୁଟ୍‌

ସୋନପୁର: ବୁଧବାର ଦିନ ଦ୍ବିପ୍ରହରରେ ଜନଗହଳିପୂର୍ଣ୍ଣ ସୋନପୁର ‌ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ରାସ୍ତାରେ ବାପ-ଝିଅଙ୍କଠାରୁ କଳାପଲସରରେ ୨ ଜଣ ଦୁର୍ବୃତ୍ତ ଆସି ୨ଟି ସୁନାଚେନ୍‌ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପଲଶାଗୋରାର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବାଳିକା ଭଲିବଲ ଦଳରେ ସୁନ୍ଦରଗଡ଼ ଜିଲ୍ଲାର ୪ ଖେଳାଳି, ବିଦ୍ୟାଳୟସ୍ତରୀୟ ଜାତୀୟ ପ୍ରତିଯୋଗିତାରେ ଭାଗନେବେ

ରାଉରକେଲା: ୧୭ ବର୍ଷରୁ କମ୍ ବାଳିକା ବର୍ଗର ବିଦ୍ୟାଳୟସ୍ତରୀୟ ଜାତୀୟ ଭଲିବଲ ପ୍ରତିଯୋଗିତାରେ ଭାଗନେବାକୁ ଓଡ଼ିଶା ବାଳିକା ଦଳ ଆଜି ତାମିଲନାଡୁ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଦଳରେ ସୁନ୍ଦରଗଡ଼ର ୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି ସେକ୍ଟର-୧୯ସ୍ଥ ଇସ୍ପାତ ବିଦ୍ୟାମନ୍ଦିର…
ଅଧିକ ଖବର ଦେଖନ୍ତୁ...

ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ୍: କ୍ବାର୍ଟର ଫାଇନାଲରେ ଏସ୍‌ଡିସିଏ ସୋନପୁର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କସ୍ଥିତ ହାଇସ୍କୁଲ ପଡ଼ିଆରେ ଶୁକ୍ରବାର ଠାରୁ ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ଆରମ୍ଭ ହୋଇଯାଇଛି। ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଏସ୍‌ଡିସିଏ ସୋନପୁର ଓ ଆୟୋଜକ…
ଅଧିକ ଖବର ଦେଖନ୍ତୁ...

ପାଣିରେ ବୁଡ଼ିଯାଇଥିଲେ ଯୁବକ: ଉଦ୍ଧାର ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଆଜି ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଭରତ ସେଠୀ (୩୫)। ସେ ଦିନ ମଜୁରିଆ ଥିଲେ। ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ପୁରୁଣା ଥାନା ଅନ୍ତର୍ଗତ ଉଫୁଲାସ୍ଥିତ ରଜାବନ୍ଧ…
ଅଧିକ ଖବର ଦେଖନ୍ତୁ...

ଭବ୍ୟ ମହାଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମିପୂଜନ, ୩ କୋଟି ଟଙ୍କା ଖର୍ଚ୍ଚ ଆକଳନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢିଠାରେ ଏକ ମହାଲକ୍ଷ୍ମୀ ମନ୍ଦିର ନିର୍ମାଣ ହେବ। ଏହାର ନିର୍ମାଣ ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ପୂର୍ବରୁ ପବିତ୍ର ମାର୍ଗଶୀର ମାସ ତୃତୀୟ ଗୁରୁବାର ଅବସରରେ…
ଅଧିକ ଖବର ଦେଖନ୍ତୁ...

ଵିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବିନିକା: ବୁଧବାର ରାତିରେ ମାଣବସା ଗୁରୁବାର ପାଇଁ ନିଜ ଘର ସଫାସୁତୁରା କରୁଥିଲାବେଳେ ଵିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ଵିନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଵିନିକା ଏନଏସି ୧୧ ୱାର୍ଡରେ ରହୁଥିବା ପରମେଶ୍ବର ନାଏକଙ୍କ ସ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ତାର ଲାଗି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ: ବାପା ଡାକ୍ତରଖାନାରେ ଚିକିତ୍ସାଧୀନ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଡେଇଁପଙ୍କ ଗ୍ରାମ ପଞ୍ଚାୟତର ରମେଶ ବୁଡ଼ (୧୩) ଓ ତାଙ୍କ ସାଙ୍ଗ ଜିତ ଡୁଙ୍ଗ(୧୩) ହାତିଲି ମୁଣ୍ଡା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଲାଗି ମୃତ୍ୟୁବରଣ କରିଥିବା ବେଳେ ଜିତର ବାପା ନବୀନ ଡୁଙ୍ଗ ଆହତ ହୋଇ ଉଲୁଣ୍ଡା ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ବାର୍‌ହା ପାଇଁ ବିଛାଇଥିଲେ, ବିଦ୍ୟୁତ୍‌ ତାର ଲାଗି ୨ ନାବାଳକ ମୃତ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂହପାଲି ଗାଁ ନିକଟ ଜଙ୍ଗଲରେ ଶନିବାର ରାତିରେ ଏକ ବଡ଼ ଅଘଟଣ ଘଟିଛି। ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଦୁଇଜଣ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ଅଜା ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଦୁଇ…
ଅଧିକ ଖବର ଦେଖନ୍ତୁ...