ଅନୁସନ୍ଧାନ କରୁଥିବା ବର୍ଗ

Latest

ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଦୁଇ ଗାଁ ମଧ୍ୟରେ  ଗୋଷ୍ଠୀ ସଂଘର୍ଷ : ପୁଲିସକୁ ଗୋଡ଼େଇ ଗୋଡ଼େଇ ପିଟିଲେ

ବାଲେଶ୍ୱର/ବେତନଟୀ/ବୈଶିଙ୍ଗା: ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ସୀମାର ଦୁଇ ଗାଁ କଳମା-ବାଙ୍କତୀରା ଗ୍ରାମବାସୀଙ୍କ ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଘଟିଛି। ଆଜି ପାହାନ୍ତାରୁ କଳମା ଗାଁ ସୀମା ରଣକ୍ଷେତ୍ର ପାଲଟିଛି। ଖବର ପାଇ ଘଟଣାସ୍ଥଳକୁ ଯାଇଥିବା ହଳଦୀପଦା ପୁଲିସ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର…
ଅଧିକ ଖବର ଦେଖନ୍ତୁ...

ତୁଟୁନି ସୁପ୍ରିମ୍‌କୋର୍ଟ ବିବାଦ : ବିବାଦର ସମାଧାନ ପାଇଁ ଅନ୍ୟ ବିଚାରପତିଙ୍କ ଉଦ୍ୟମ

ନୂଆଦିଲ୍ଲୀ: ଚାରି ଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ କେନ୍ଦ୍ର କରି ସର୍ବୋଚ୍ଚ ଅଦାଲତରେ ସୃଷ୍ଟି ହୋଇଥିବା ବିବାଦ ଆଜି ମଧ୍ୟ ଜାରି ରହିଛି। ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ଅସନ୍ତୁଷ୍ଟ ବିଚାରପତିମାନଙ୍କୁ ଭେଟି ଆଲୋଚନା କରିବା ପରେ ବିବାଦର ଅବସାନ ଘଟିଲା ବୋଲି…
ଅଧିକ ଖବର ଦେଖନ୍ତୁ...

ହଜ୍‌ ପାଇଁ ରିହାତି ବନ୍ଦ : ଏହି ରିହାତି କେବଳ ଏୟାର ଇଣ୍ଡିଆରେ ଯାଉଥିବା ହଜଯାତ୍ରୀଙ୍କୁ ମିଳୁଥିଲା

ନୂଆଦିଲ୍ଲୀ: ଚଳିତ ବର୍ଷ ଠାରୁ ହଜ୍‌ ଯାତ୍ରୀଙ୍କୁ ଆଉ ସରକାରୀ ରିହାତି ମିଳିବ ନାହିଁ। ବହୁ ବର୍ଷ ଧରି ମୁସଲିମ ଶ୍ରଦ୍ଧାଳୁଙ୍କୁ ମିଳୁଥିବା ଏହି ରିହାତି ସୁବିଧାକୁ ବନ୍ଦ କରିଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଆଜି…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପରେ ପୋଲାଭରମ୍‌ ଅଡ଼ୁଆ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ବିବାଦ ଥମିନି। କେନ୍ଦ୍ର ସରକାର ସଂସଦ ଓ ସୁପ୍ରିମକୋର୍ଟରେ ରଖିଥିବା ଦୁଇ ଦୁଇଟି ପୃଥକ୍‌ ଆଭିମୁଖ୍ୟକୁ ନେଇ ଏବେ ବିତର୍କ ମୁଣ୍ଡ ଟେକିଛି। ଏହା ଉପରେ ରାଜ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି ଓ ସୁପ୍ରିମକୋର୍ଟ ବି। ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜାରି…
ଅଧିକ ଖବର ଦେଖନ୍ତୁ...

କ୍ୟାମ୍ପସ୍‌ରେ ଗଣ୍ଡଗୋଳ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କଟକ: ଧୀରେଧୀରେ ଅଧିକରୁ ଅଧିକ ଅପରାଧ ପ୍ରବଣ ଆଉ ବିଶୃଙ୍ଖଳିତ ହେଉଛନ୍ତି ଛାତ୍ରଗୋଷ୍ଠୀ। କ୍ୟାମ୍ପସ୍‌ରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି। ସାଇବର ଅପରାଧରେ ସଂପୃକ୍ତ ରହି ଛାତ୍ରୀଙ୍କ ଜୀବନ ସହିତ ଖେଳୁଛନ୍ତି। ଏଭଳି ବିପଥଗାମୀ ଛାତ୍ରଗୋଷ୍ଠୀଙ୍କୁ ସାବାଡ଼ କରିବାକୁ କଡ଼ା ଆଭିମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

୮ ଜିଲ୍ଲାପାଳ ବଦଳିଲେ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି କେନ୍ଦୁଝର, କୋରାପୁଟ, ଗଜପତି, ଢେଙ୍କାନାଳ, ବଲାଙ୍ଗୀର, ମାଲକାନଗିରି, ବାଲେଶ୍ୱର ଓ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି। ସେମାନଙ୍କୁ ତୁରନ୍ତ ନୂତନ କାର୍ଯ୍ୟରେ ଯୋଗଦେବା ଲାଗି ନିର୍ଦେଶ ଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆଧାରରେ ଏ…
ଅଧିକ ଖବର ଦେଖନ୍ତୁ...

ଆତ୍ମଘାତୀ ଆକ୍ରମଣ ବିରୋଧରେ ପାକ୍‌ ମୌଲବୀଙ୍କ ଫତ୍‌ଓ୍ଵା

ଇସ୍‌ଲାମାବାଦ,:ଆତଙ୍କବାଦୀଙ୍କ ଭୂ-ସ୍ୱର୍ଗ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣକୁ ବିରୋଧକରି ୧୮ଶହରୁ ଉର୍ଦ୍ଧ୍ୱ ମୌଲବୀ(ଇସ୍‌ଲାମିକ ଧର୍ମ ପ୍ରଚାରକ) ଫତଓ୍ଵା ଜାରି କରିଛନ୍ତି। ପାକିସ୍ତାନ ସରକାରଙ୍କ ଦ୍ୱାରା ଆଜି ଉନ୍ମୋଚିତ ଏକ ପୁସ୍ତକରେ କୁହାଯାଇଛି ଯେ,ମୌଲବୀମାନେ ଆତ୍ମଘାତୀ ଆକ୍ରମଣକୁ…
ଅଧିକ ଖବର ଦେଖନ୍ତୁ...

ଜାଲ୍ଲିକାଟୁରେ ଆଉ ୨ ଦର୍ଶକଙ୍କ ମୃତ୍ୟୁ

ଚେନ୍ନାଇ : ତାମିଲନାଡ଼ୁରେ ଲୋକପ୍ରୀୟ ଷଣ୍ଢ ଲଢ଼େଇ ଖେଳ ଜାଲ୍ଲିକାଟୁ ଉତ୍ସବରେ ଆଜି ପୁଣି ଆଉ ୨ ଜଣଙ୍କ ପ୍ରାଣ ହାନୀ ହୋଇଛି। ଗତକାଲି ଜାଲ୍ଲିକାଟୁ ଉତ୍ସବ ଦେଖିବାକୁ ଯାଇଥିବା ଜଣେ ଦର୍ଶକଙ୍କର ମଦୁରାଇରେ ମୃତ୍ୟୁ ହୋଇଥିବାବେଳେ ଆଜି ଶିବଗଙ୍ଗାଇ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଚଳିତ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁରିପୋର୍ଟ: ମୃତ୍ୟୁ ରହସ୍ୟଜନକ ନୁହେଁ

ନୂଆଦିଲ୍ଲୀ, : ଜଷ୍ଟିସ ବ୍ରଜଗୋପାଳ ଲୋୟାଙ୍କ ମୃତ୍ୟୁ ସଂକ୍ରାନ୍ତ ସମସ୍ତ ରିପୋର୍ଟ ଆଜି ବନ୍ଦ ଲଫାପାରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି। ଅପରପକ୍ଷେ, ଜଷ୍ଟିସ ଲୋୟାଙ୍କ ମୃତ୍ୟୁରେ କୌଣସି ପ୍ରକାର ରହସ୍ୟ କିମ୍ବା ସନ୍ଦେହ ନାହିଁ ବୋଲି ମହାରାଷ୍ଟ୍ର ଗୃହ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ପହଞ୍ଚିଲେ ଇସ୍ରାଏଲୀ ଶିଶୁ ମୋଶେ: ମୁମ୍ବାଇ ଆକ୍ରମଣରେ ବାପାମା’ଙ୍କୁ ହରାଇଥିଲେ

ଚେନ୍ନାଇ : ମୁମ୍ବାଇ ଆକ୍ରମଣରେ ବାପାମାଆଙ୍କୁ ହରାଇଥିବା ଇସ୍ରାଏଲୀ ନାବାଳକ ମୋଶେ ହୋଜବର୍ଗ ପ୍ରାୟ ନଅ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତ ଆସିଛିନ୍ତ। ନିଜର ବାପାମା’ ଯେଉଁଠି ପ୍ରାଣ ହରାଇଥିଲେ ଆସନ୍ତା ୧୮ ତାରିଖରେ ସେହି ସ୍ଥାନ ଦେଖିବା ଲାଗି ସେ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତିି। ସୂଚନା…
ଅଧିକ ଖବର ଦେଖନ୍ତୁ...