ଅନୁସନ୍ଧାନ କରୁଥିବା ବର୍ଗ

Latest

ପ୍ରଥମ ଚିତ୍ର ପଠାଇଲା କାଟ୍ରୋସାଟ୍‌-୨

ଚେନ୍ନାଇ: କିଛିଦିନ ତଳେ ଭାରତର ମହାକାଶ ଏଜେନ୍ସି ଇସ୍ରୋ ତରଫରୁ ମହାକାଶକୁ ଛଡ଼ାଯାଇଥିବା ଦୂରସଂବେଦୀ ଉପଗ୍ରହ କାଟ୍ରୋସାଟ୍‌-୨ ସିରିଜ୍‌ ନିଜର ପ୍ରଥମ ଫଟୋ ପଠାଇଛି । ଫଟୋଟି ହେଉଛି ଇନ୍ଦୋରର ହୋଲକାର ଷ୍ଟାଡିୟମର ଏକ ସ୍ପଷ୍ଟ ଦୃଶ୍ୟ । ସୋମବାରଦିନ ଏହି ଫଟୋ ଉତ୍ତୋଳନ କରାଯାଇଥିଲା । ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ଏହି ଉପାୟ ଦ୍ୱାରା ନିଜର ହଜିଯାଇଥିବା ଫୋନକୁ ଠାବ କରିପାରିବେ

ଆଜିକାଲି ସ୍ମାର୍ଟଫୋନର ଜମାନା ଚାଲିଛି । ଲୋକମାନେ ଭଳିକି ଭଳି ଆକର୍ଷଣୀୟ ହ୍ୟାଣ୍ଡସେଟ ଧରୁଛନ୍ତି । କିନ୍ତୁ ଫୋନଟି ଚୋରୀ ହୋଇଗଲେ କିମ୍ବା ଆପଣ କେଉଁଠି ଛାଡି ଆସିଲେ ମନଦୁଃଖ ହେବା ସହ ଅନେକ ଅସୁବିଧା ହୋଇଥାଏ । ଏହା ସହିତ ଫୋନରେ ଥିବା ଅନେକ ଜରୁରୀ ତଥ୍ୟ ଅନ୍ୟମାନଙ୍କ ହାତରେ ପଡି…
ଅଧିକ ଖବର ଦେଖନ୍ତୁ...

ସେଞ୍ଚୁରିଅନ୍‌ ଟେଷ୍ଟ: ଭାରତ ୩/୩୨

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାରେ ମଙ୍ଗଳବାର ୪ର୍ଥ ଦିନରେ ଭାରତ ୨ୟ ପାଳିରେ ୩ଟି ଓ୍ଵିକେଟ ହରାଇ ୩୨ ରନ୍‌ ସଂଗ୍ରହ କରିଛି। ଓପନର ମୁରଲି ବଜୟ(୯) କାଗିସୋ ରାବଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୨ୟ…
ଅଧିକ ଖବର ଦେଖନ୍ତୁ...

ଏହି ସ୍ଥାନରେ ମା-ବାପା ପିଲାଙ୍କୁ ସିଗାରେଟ କିଣି ଦେଇ ଥାଆନ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଏହି କଥା ସମସ୍ତେ ଜାଣିଛନ୍ତି କି ସିଗାରେଟ ପିଇବା ମଣିଷ ଶରୀରପକ୍ଷେ କ୍ଷତିକାରକ ହୋଇଥାଏ। ସର୍ବଦା ସିଗାରେଟ ପିଉଥିବା ଲୋକମାନଙ୍କୁ ସିଗାରେଟ ପିଇବା ଅଭ୍ୟାସକୁ ଛାଡ଼ିବାକୁ କୁହାଯାଇଥାଏ। ମା-ବାପା ବି ପିଲାଟି ଦିନରୁ ପିଲାମାନଙ୍କୁ ସିଗାରେଟ ପିଇବା ପାଇଁ ବାରଣ କରି ଆସିଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ଜିଓର ନୂଆ ପ୍ଲାନ : ପ୍ରଦାନ କରୁଛି ୧୦୦%ରୁ ଅଧିକ କ୍ୟାସବ୍ୟାକ୍‌

ମୁମ୍ବାଇ: ଟେଲିକମ ବଜାରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ରିଲାଏନ୍ସ ଜିଓ ପକ୍ଷରୁ ଏକ ଆକର୍ଷଣୀୟ କ୍ୟାସବ୍ୟାକ୍‌ ଅଫର ଘୋଷଣା କରାଯାଇଛି । ଏହାକୁ କୁହାଯାଉଛି ମୋର ଦ୍ୟାନ ୧୦୦ ପରସେଣ୍ଟ କ୍ୟାସବ୍ୟାକ୍‌ ( ଶତପ୍ରତିଶତରୁ ଅଧିକ କ୍ୟାସବ୍ୟାକ୍‌) । ଗ୍ରାହକମାନେ ୧୬ ଜାନୁୟାରୀରୁ ୩୧…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତ୍‌’ ରିଲିଜ୍‌ ଉପରେ କଟକଣା ଜାରି କଲା ହରିଆଣା କ୍ୟାବିନେଟ୍‌

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ପରେ ଏବେ ହରିଆଣାରେ ‘ପଦ୍ମାବତ୍‌’ ଚଳଚ୍ଚିତ୍ର ରିଲିଜ୍‌ ଉପରେ କଟକଣା ଜାରି ହୋଇଛି। ମଙ୍ଗଳବାର ହରିଆଣା କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି। ସଂଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ’ରେ ଇତିହାସକୁ ବିକୃତ କରାଯାଇଥିବା ଅନୁଭବ କରି ହରିଆଣା…
ଅଧିକ ଖବର ଦେଖନ୍ତୁ...

ସିଦ୍ଧାର୍ଥ ଜନ୍ମଦିନ ମନାଉଥିବା ବେଳେ ତଥାକଥିତ ପ୍ରେମିକା ଆଲିଆ କରୁଥିଲେ…

ମୁମ୍ବାଇ: ବଲିଉଡ୍‌ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଇୟର୍‌’ରୁ ନିଜ କ୍ୟାରିୟର୍‌ ଆରମ୍ଭ କରିଥିବା ସୁନ୍ଦରୀ ଆଲିଆ ଭଟ୍ଟ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ମଧ୍ୟରେ କେବେ ଗୋଟେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସେ ଦୁହିଁଙ୍କୁ ନେଇ ବିଭିନ୍ନ ଗସିପ୍‌ ଚାଲିଥିଲା। ଏବେ ବି କ’ଣ ସଂପର୍କରେ ଅଛନ୍ତି…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟ ଜଜ୍‌ ଲାଉଞ୍ଚରେ ଟି ପାର୍ଟି ବେଳେ ଭାବପ୍ରବଣ ହେଲେ ବିଚାରପତି, ଆଖିରୁ ଝରିପଡ଼ିଲା ଲୁହ !

ନୂଅାଦିଲ୍ଲୀ:  ଖୁବଶୀଘ୍ର ହୋଇପାରେ ସୁପ୍ରିମକୋର୍ଟ ସଂକଟର ସମାଧାନ। ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଜାରି ରହିଥିବା ସଂକଟ ଉପରେ ଆଜି ସାରା ଦେଶର ନଜର ରହିଥିଲା। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ୪ ଜଣ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି। ଫଳରେ ବିବାଦର ସମାଧାନ ପାଇଁ ଆଶା…
ଅଧିକ ଖବର ଦେଖନ୍ତୁ...

ଢିଲା ଶାସନ: ୧୦୨ ଆମ୍ବୁଲାନ୍ସରୁ ୬୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଢିଲା ଶାସନରୁ ସରକାରୀ କର୍ମଚାରୀମାନେ ଭଲ ଫାଇଦା ଉଠାଉଛନ୍ତି। ଅନେକ ସମୟରେ ବହୁ ସରକାରୀ କର୍ମଚାରୀ ଖସି ଯାଉଥିବା ବେଳେ, ବହୁତ କମ୍‌ ଧରାପଡୁଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳରେ ମଙ୍ଗଳବାର ଏକ ୧୦୨ ଆମ୍ବୁଲାନ୍ସରୁ ୬୦ ଲିଟର ଦେଶୀ ମଦ ଜବତ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ ହେବ ଓପୋର ନୂଆ ଫୋନ୍‌: କମ୍‌ ଦାମରେ ମିଳିବ ଅତ୍ୟାଧୁନିକ ଫେସ୍‌ଲକ୍‌ ଫିଚର୍‌

ମୁମ୍ବାଇ: ସ୍ମାର୍ଟଫୋନ୍‌ ବଜାରରେ ଦେଖିବାକୁ ମିଳିବ ନୂଆ ଏକ ଫୋନ୍‌। ଜାନୁଆରି ୨୦ ତାରିଖରେ ‘ଓପୋ’ କମ୍ପାନି ତା’ର ନୂଆ ମଡେଲ୍‌ ‘ଓପୋ ଏ୮୩’ ସ୍ମାର୍ଟ ଫୋନ୍‌ ଭାରତରେ ଲଞ୍ଚ୍‌ କରିବ। କମ୍ପାନି ଡିସେମ୍ବର ମାସରେ ଏହି ଫୋନଟିକୁ ଚୀନରେ ଲଞ୍ଚ କରିସାରିଛି। ଏବେ ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...