ଅନୁସନ୍ଧାନ କରୁଥିବା ବର୍ଗ

Latest

ଭିନ୍ନ ଜଣେ ପ୍ୟାଡ୍‌ ମ୍ୟାନ୍‌: ବଡ଼ ଚାକିରି ତ୍ୟାଗ କରି ବାଣ୍ଟିଲେ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା

ଟେଲ୍‌ ମ୍ୟାନେଜ୍‌ମେଣ୍ଟ ପଢ଼ା ସାରିବା ପରେ ମଙ୍ଗେଶ ଝା ହୋଟେଲ୍‌ରେ ବଡ଼ ଚାକିରିଟିଏ କରିଥିଲେ। ଭଲ ରୋଜଗାର ବି କରୁଥିଲେ। ଏବେ କିନ୍ତୁ ଚାକିରିବାକିରି ଛାଡ଼ି ୨୯ ବର୍ଷୀୟ ମଙ୍ଗେସ୍‌ ମହିଳାମାନଙ୍କ ସ୍ୱାସ୍ଥ୍ୟସେବାରେ ନିଜକୁ ସ୍ୱେଚ୍ଛାକୃତ ଭାବେ ନିୟୋଜିତ କରିଛନ୍ତି। ସେ ଝାଡ଼ଖଣ୍ଡର ଅନେକ ଗାଁକୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଆୟୋଗର ସୁପାରିଶକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ‘ଆପ୍‌’ର ୨୦ଜଣ ବିଧାୟକ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ: ଲାଭଜନକ ପଦବିରେ ଥିବା ମାମଲାରେ ନିର୍ବାଚନ ଆୟୋଗର ସୁପାରିଶକୁ ରବିବାର ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ କୁମାର ଜ୍ୟୋତି ଆମ ଆଦମୀ ପାର୍ଟିର ୨୦ ଜଣ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ମଞ୍ଜୁରୀ ପାଇଁ…
ଅଧିକ ଖବର ଦେଖନ୍ତୁ...

ମଣିପୁର ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ଏପରି କଲେ ଅନ୍ତସତ୍ତ୍ୱା ମହିଳାଙ୍କୁ ସାହାଯ୍ୟ

ଗୋହ୍ଵାଟୀ:: ଦେଶରେ ଭିଭିିଆଇପି କଲଚରକୁ ନେଇ ଚାରିଆଡେ ଆଲୋଚନା ହୋଇଥାଏ। କେହି କେହି ନିଜକୁ ଭିଭିଆଇପି କହିବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଏହି କ୍ରମରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କୁ ଟିକେ ଭିନ୍ନ ବୋଲି ଦେଖିବାକୁ ମିଳିଛି। ସେ ନିକଟରେ ଏଭଳି ଏକ କାମ କରିଛନ୍ତି ଯାହା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀରକୁ ଲଢ଼ାଇର ସ୍ଥଳ ନ କରନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ: ମୁଫ୍‌ତି

କଶ୍ମୀର: ସୀମାରେ ଗୁଳିବର୍ଷା ଓ ଉତ୍ତେଜନା ନେଇ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସୀମାରେ ରକ୍ତର ହୋଲି ଦେଖିବାକୁ ମିଳୁଛି। ବାରାମୁଲାରେ ପୁଲିସ କନଷ୍ଟେବଲ୍‌ ପାସିଙ୍ଗ ଆଉଟ୍‌ ପ୍ୟାରେଡ ସମୟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ, ଦେଶ ବିକାଶ…
ଅଧିକ ଖବର ଦେଖନ୍ତୁ...

ସଇତାନ ଶ୍ୱଶୁର: ବୋହୂ ସହ ଦୁଷ୍କର୍ମ ପରେ କିରୋସିନ୍‌ ଢାଳି ଲଗାଇଲା ନିଆଁ

‘ଆଜି ଠୁଁ ୟେ ତୋ ବାପା’। ଶ୍ୱଶୁର ହାତରେ ସମର୍ପି ଦେଲାବେଳେ କାନ୍ଦି କାନ୍ଦି ଛାତିରେ ଲୋଟି ପଡ଼ିଥିବା ଅଲିଅଳି ଝିଅ ଶିବାଙ୍ଗୀକୁ ବୋଧ ଦେଇଥିଲେ ବାପା। ଶ୍ୱଶୁର ବି ଶିବାଙ୍ଗୀ ମୁଣ୍ଡରେ ସ୍ନେହସ୍ପର୍ଶ ଦେଇଥିଲେ। ତରଳି ଯାଇଥିଲେ ଶିବାଙ୍ଗୀ। ନିୟତିର ନିର୍ଦ୍ଦେଶରେ ବାପ ଘର ଛାଡୁଥିଲେ ବି ଆଉ ଜଣେ…
ଅଧିକ ଖବର ଦେଖନ୍ତୁ...

ବିପାଶାଙ୍କ ରାଗ

ବିପାଶା ବସୁ ଓ ତାଙ୍କ ପତିଦେବ କରଣ ସିଂହ ଗ୍ରୋଭର୍‌ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଫିଲ୍ମ ପାଇଁ ନୁହେଁ, ଅନ୍ୟ ଅନେକ କାରଣ ପାଇଁ। ସେମାନଙ୍କ ବାହାଘରକୁ ନେଇ ତ ଭାରି ଚର୍ଚ୍ଚା ହୋଇଥିଲା, ତା’ପରେ ହନିମୁନ୍‌ରେ ଯାଇ ସେମାନେ ଉଠାଇଥିବା ଫଟୋସବୁ ବି ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର୍‌ ଚାପାରେ ଶ୍ରମିକ ମୃତ

ଢେଙ୍କାନାଳ: ଗତ ରାତିରେ ଭୁବନ ବ୍ଲକ୍‌ ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତର ଅଁଳାଝରି ମାଙ୍କଡ଼ା ପଥର ଖାଦାନରୁ ଚୋରାରେ ପଥର ବୋଝେଇ କରି ନେଉଥିବା ଏକ ଟ୍ରାକ୍ଟର୍‌ ଚଢ଼ି ଯିବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଜିଲ୍ଲା ପ୍ରଶାସନ ତରୁଫରୁ ୧୪୪ ଧାରା ଜାରି କରାଯାଇ ସେ ଖାଦାନରୁ ପଥର ଖନନ ନ…
ଅଧିକ ଖବର ଦେଖନ୍ତୁ...

ନୃସିଂହ ମନ୍ଦିରରୁ ଚୋରି: ପୁଲିସର ନିଷ୍କ୍ରିୟତା ଯୋଗୁଁ ପୁରୀ- ସାତପଡ଼ା ରାସ୍ତା ଅବରୋଧ

ପୁରୀ: ସ୍ଥାନୀୟ ନୃସିଂହ ମନ୍ଦିରରୁ ଚୋରି ହେବା ଘଟଣାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଚୋରକୁ ଧରି ପାରି ନ ଥିବାରୁ ରେଣ୍ଢା ଗ୍ରମାବାସୀମାନେ ଆଜି ପୂର୍ବାହ୍ନ ସାଢ଼େ ଏଗାରଟାବେଳେ ପୁରୀ-ସାତପଡ଼ା ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି। ଆଜି ରାସ୍ତା ଅବରୋଧ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ପୁଲିସ-ରାସ୍ତା ଅବରୋଧକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଥାନା ଅଧିକାରୀ ଆହତ

ରାଉରକେଲା: ରବିବାର ଦିନ ୨୧ ନମ୍ବର ଛକରେ ବସ୍ତିବାସିନ୍ଦା ଏବଂ ଇସ୍ପାତ କଲେଜର ଛାତ୍ରମାନେ ରାସ୍ତାରୋକ ଚଳାଇଥିବାବେଳେ ପୁଲିସ ଓ ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ସଂଘର୍ଷ ଘଟି ଗୋପବନ୍ଧୁପାଲି ଥାନାର ଭାରପ୍ରାପ୍ତ ଅଧିକାରୀ ଆହତ ହୋଇଛନ୍ତି। ଶନିବାର ଦିନ ୨୧ ନମ୍ବର ଛକରେ ଏକ କାର୍‌…
ଅଧିକ ଖବର ଦେଖନ୍ତୁ...

ବାଓ୍ଵାନା ଅଗ୍ନିକାଣ୍ଡ: କାରଖାନା ମାଲିକ ଗିରଫ

ନୂଆଦିଲ୍ଲୀ: ଶନିବାର ଓ୍ଵାନାସ୍ଥିତ ବାଣଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣ ଲୋକଙ୍କର ଜୀବନହାନି ହେବା ପରେ ରବିବାର ଦିନ ପୁଲିସ ଗୋଦାମ ମାଲିକ ମନୋଜ ଜୈନଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହା ଥିଲା ଷ୍ଟେଜ୍‌ ସୋ’ ଏବଂ ହୋଲିରେ ବ୍ୟବହୃତ ହେଉଥିବା ‘କୋଲ୍‌ଡ୍‌…
ଅଧିକ ଖବର ଦେଖନ୍ତୁ...