ଅନୁସନ୍ଧାନ କରୁଥିବା ବର୍ଗ

Latest

ମାଓବାଦୀ କ୍ୟାମ୍ପ: କଟକ ନରସିଂହପୁର ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି

କଟକ: କଟକ ଜିଲ୍ଲାରେ ଏବେ ଦେଖା ଦେଇଛି ମାଓବାଦୀଙ୍କ ଗତିବିଧି। ଏହିପରି ଗୁଇନ୍ଦା ସୂଚନା ପାଇବା ପରେ ସତର୍କ ହୋଇ ଉଠିଛି ପୁଲିସ। ଆଠଗଡ଼ ଉପଖଣ୍ଡର ନରସିଂହପୁର ଅଞ୍ଚଳରେ ଅନୁଗୁଳ ଜିଲ୍ଲାକୁ ଲାଗି ଥିବା ଜଙ୍ଗଲରେ ଆଜି ସକାଳୁ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) କୁମ୍ବିଂ…
ଅଧିକ ଖବର ଦେଖନ୍ତୁ...

ଜୟପୁର: ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଜୟପୁର: ଗତକାଲି ଅପରାହ୍‌ଣରେ ସ୍ୱାମୀ ଓ ପୁଅ ନ ଥିବା ବେଳେ ଜୟପୁର ଇରିଗେସନ କଲୋନୀରେ ରହୁଥିବା  ବିରାଜିନୀ ଖଣ୍ଡୁଆଳ(୪୫ ବର୍ଷ) ନାମକ ଜଣେ ମହିଳାଙ୍କ ଘରେ ପଶି କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି। ଏ ନେଇ ମୃତ ବିରାଜିନୀଙ୍କ ସ୍ୱାମୀ ପ୍ରଶାନ୍ତ ଖଣ୍ଡୁଆଳ…
ଅଧିକ ଖବର ଦେଖନ୍ତୁ...

ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ପଳାୟନ ନିମନ୍ତେ ତିନୋଟି ଯୋଜନା କରିଥିବା ହେଡ୍‌ କନେଷ୍ଟବଳ

ଚଣ୍ଡିଗଡ଼: ଗୁରମୀତ୍‌ ରାମ୍‌ ରହିମ୍‌ଙ୍କ ଖସି ପଳାଇ ଯିବା ନିମନ୍ତେ କରାଯାଇଥିବା ଯୋଜନାର ବୁଝାବୁଝା କରୁଥିଲେ ତାଙ୍କର ଗ୍ୟାଙ୍ଗ୍‌। ଖସିଯିବା ସମୟରେ ପୁଲିସ ହାବୁଡ଼ରୁ ବର୍ତ୍ତିବା ନିମନ୍ତେ ସେମାନେ ପୁଲିସର ବେତାର ସଙ୍କେତକୁ ମଧ୍ୟ ଅଚଳ କରି ଦେଇଥିଲେ ବୋଲି ଜଣାପଡ଼ିଛି। ପଳାୟନ ଯୋଜନାକୁ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି: କେନାଲକୁ ଖସି ପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଚାନ୍ଦବାଲି: ଆଜି ସକାଳେ ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ରୁ ଊର୍ଧ୍ୱ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି…
ଅଧିକ ଖବର ଦେଖନ୍ତୁ...

ଅନୈତିକ ସମ୍ପର୍କ ଅଭିଯୋଗ କାରଣରୁ ନିଜର ଗୁପ୍ତାଙ୍ଗ ଛେଦନ କଲେ ସାଧୁ

ଜୟପୁର: ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବାର ଅଭିଯୋଗ ଆସିବା କାରଣରୁ ରାଜସ୍ଥାନ ଅନ୍ତର୍ଗତ ଚୁରୁ ଜିଲ୍ଲାର ଜଣେ ୩୨ ବର୍ଷିୟ ସାଧୁ ମଙ୍ଗଳବାର ଦିନ ନିଜର ଗୁପ୍ତାଙ୍ଗ ଛେଦନ କରି ପକାଇଛନ୍ତି। ପୁଲିସ କହିବା ଅନୁସାରେ, ମଙ୍ଗଳବାର ସକାଳେ ସନ୍ତୋଷ ଦାସ ନିଜର ଗୁପ୍ତାଙ୍ଗ ଛେଦନ କରି…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ଏକ: କିଂବଦନ୍ତି ଅନେକ! ଜାଣନ୍ତୁ ୬ଟି ରୋଚକ କାହାଣୀ

ହୋଲି, ଦୀପାବଳି, ରକ୍ଷାବନ୍ଧନ ଆଦି ଭାରତୀୟ ପର୍ବପର୍ବାଣି ସବୁର ବିଶ୍ୱରେ ରହିଛି ଏକ ଭିନ୍ନ ପରିଚିତି। ଲୋକେ ବଡ଼ ହର୍ଷ ଉଲ୍ଲାସର ହସ ପାଳନ କରୁଥିବା ଏହି ପର୍ବପର୍ବାଣିଗୁଡ଼ିକର ରହିଛି ପୃଥକ୍‌ ପୃଥକ୍‌ କିଂବଦନ୍ତି। ଅଧିକଂଶ କଂବଦନ୍ତି ଛଳରେ କୁହାଯାଇଛି କିଛି ନା କିଛି ମହତ ଉପଲବ୍‌ଧି। ଏଥର…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ପ୍ରଧାନଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଳାସ୍ଥିତ ଏସଟିଏସସି ବାଳିକା ଉଚ୍ଚ ବିଦ୍ୟାଳୟ( କନ୍ୟାଶ୍ରମ)ର ପ୍ରଧାନ ଶିକ୍ଷକ ଭୂଗୋଳ ବନଗୁଲାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଆହରଣ କରିବା ଅଭିଯୋଗରେ ବଲାଙ୍ଗୀର ଭିଜିଲାନ୍ସର ୨ଟି ଟିମ୍‌ ଆଜି ସକାଳେ ଏକକାଳୀନ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ମମତା ବାନାର୍ଜୀଙ୍କୁ ହତ୍ୟା କରିବାକୁ ହ୍ଵାଟ୍‌ସ୍‌ଆପ୍‌ରେ ବଙ୍ଗୀୟ ଛାତ୍ରଙ୍କୁ ୬୫ ଲକ୍ଷ ଟଙ୍କା ଅଫର୍‌

କୋଲକତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବାରେ ସହଯୋଗ କରିବା ନିମନ୍ତେ ସହଯୋଗ କଲେ ୧ ଲକ୍ଷ ଡଲାର୍‌ ପୁରସ୍କାର ମିଳିବ ବୋଲି ସୋମବାର ଦିନ ଅଫର୍‌ ପାଇ ପଶ୍ଚିମବଙ୍ଗର ବେହରାମ୍‌ପୁର ଅନ୍ତର୍ଗତ ମୁର୍ଶିଦାବାଦ ଜିଲ୍ଲାର ଜଣେ ଛାତ୍ର ଚିହିଙ୍କି ଉଠିଛନ୍ତି। ପଲିଟେକ୍‌ନିକ୍‌ର…
ଅଧିକ ଖବର ଦେଖନ୍ତୁ...

ବାଣ ବଜାରରେ ନିଆଁ ଲାଗି ଜଣେ ମୃତ

ରାଉରକେଲା : ରାଉରକେଲାସ୍ଥିତ ପାଓ୍ଵାର ହାଉସ୍‌ ରୋଡ୍‌ ବାଣ ବଜାରରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଜଣଙ୍କର ମୃତ୍ୟୃ ଘଟିଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବାଣ ପୋଡି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୭ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ଅଗ୍ନିକାଣ୍ଡରେ ୪୮ଟି…
ଅଧିକ ଖବର ଦେଖନ୍ତୁ...

୧୨୦ କୋଟି ଟଙ୍କାର ବେପାର

ଭୁବନେଶ୍ୱର : ଧନ୍‌ତେରସ୍‌ ପାଇଁ ଗହଣା ସୋ’ରୁମ୍‌ ଗୁଡ଼ିକରେ ପ୍ରବଳ ଭିଡ଼। ସକାଳୁ ସୋ’ରୁମ୍‌ ଖୋଲିବା ପରେ ପରେ ଭିଡ଼ ଆରମ୍ଭ ହୋଇଯାଇଥିଲା ଏବଂ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାର ବେପାର ହୋଇଥିବା କୁହାଯାଉଛି। ସେଥିମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...