ଅନୁସନ୍ଧାନ କରୁଥିବା ବର୍ଗ

Latest

ଆଇଏସ୍‌ଆଇ ଗଢ଼ିଲା ଆତଙ୍କୀ ଗୋଷ୍ଠୀ ‘ହଲାଲ ଦସ୍ତା’, ଟାର୍ଗେଟରେ ଭାରତ

ନୂଆଦିଲ୍ଲୀ: ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସ ଇଣ୍ଟଲିଜେନ୍ସ  (ଆଇଏସ୍‌ଆଇ) ଏକ ନୂଆ ଆତଙ୍କବାଦୀ ସଙ୍ଗଠନ ‘ହଲାଲ ଦସ୍ତା’ ଗଢ଼ିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଙ୍ଗଠନ ‘ଲସ୍କର-ଏ-ତଏବା’ରେ ସାମିଲ ହୋଇ ନ ଥିବା ଆତଙ୍କବାଦୀମାନଙ୍କୁ ନେଇ ‘ହଲାଲ ଦସ୍ତା’ ଗଠନ…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ନକଲ କରୁଛି ତାଙ୍କ ପୋଷା କୁକୁର, ପତ୍ନୀ ସାକ୍ଷୀ କଲେ ଭିଡିଓ ପୋଷ୍ଟ

ରାଞ୍ଚି: ଅକ୍ଟୋବର ୭ରେ ଭାରତ ଓ ଅଷ୍ଟ୍ରେଲିିଆ ମଧ୍ୟରେ ଟି -୨୦ ମୁକାବିଲା ରାଞ୍ଚିରେ ହେବାକୁ ଯାଉଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଘର ମଧ୍ୟ ରାଞ୍ଚିରେ। ଖେଳ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ନିଜ ପରିବାର ଲୋକଙ୍କ ସହିତ ସମୟ ବିତାଇବା ସହିତ ନିଜ…
ଅଧିକ ଖବର ଦେଖନ୍ତୁ...

ରେଳବାଇର ନୂଆ ଯୋଜନା: ଡିଉଟି ସମୟରେ ହ୍ଵାଟ୍‌ସଆପ୍‌, ୟୁଟ୍ୟୁବ ବ୍ୟବହାର କରିପାରିବେ ନାହିଁ କର୍ମଚାରୀ

ନୂଆଦିଲ୍ଲୀ: ଭିନ୍ନ ଭିନ୍ନ ରେଳ ଦୁର୍ଘଟଣା ନେଇ ୨୦୧୭ ମସିହାରେ ବହୁ ଲୋକଙ୍କ ଜୀବନ ଯାଇ ସାରିଲାଣି। ଏହି ଦୁର୍ଘଟଣାକୁ ଲକ୍ଷ୍ୟ କରି ରେଳବ ମନ୍ତ୍ରୀ ଏକ ନୂତନ ଯୋଜନା ଲାଗି ନିଷ୍ପତ୍ତି ନେଇଛନ୍ତି। ଅନ୍ୟମନସ୍କତା ଦୁର୍ଘଟଣାର କାରଣ ହୋଇପାରେ ବୋଲି ଚିନ୍ତା କରି ଏଣିକି ରେଳବାଇ କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଫୋବର୍ସ ଇଣ୍ଡିଆର ଧନୀ ତାଲିକାର ଶୀର୍ଷରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଶିଳ୍ପଗୋଷ୍ଠୀର  ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ  ଗୁରୁବାର ଦେଶର ଧନୀ ବ୍ୟକ୍ତି ବୋଲି ଘୋଷଣା କରିଛି ଫୋବର୍ସ ଇଣ୍ଡିଆ ପତ୍ରିକା। ବିଗତ ୧୦ବର୍ଷ ମଧ୍ୟରେ ମୁକେଶଙ୍କ ସଂପତ୍ତି ୩୮ବିଲିୟନ ଡଲାର (ପାଖାପାଖି ୨.୫ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ଫୋବର୍ସର ତାଲିକାରେ ୨ୟ…
ଅଧିକ ଖବର ଦେଖନ୍ତୁ...

ହେମା ମାଲିନୀଙ୍କ ଗୋଦାମରୁ ୯୦ହଜାର ଟଙ୍କାରୁ ଊର୍ଧ୍ୱ ସାମଗ୍ରୀ ଚୋରି

ମୁମ୍ବାଇ: ଭାଜପା ସାଂସଦ ଓ ଅଭିନେତ୍ରୀ ହେମା ମାଲିନୀଙ୍କ ଗୋଦାମରୁ ଗୁରୁବାର ଚୋରି ହୋଇଥିବା ଖବର ମିଳିଛି। ଏହି ଚୋରି ହେମା ମାଲିନୀଙ୍କ ମୁମ୍ବାଇ ଅନ୍ଧେରିସ୍ଥିତ ଗୋଦାମରେ ହୋଇଛି। ପାଖାପାଖି ୯୦ହଜାର ଟଙ୍କା ସହିତ ମୂଲ୍ୟବାନ ପୋଷାକ ଅଳଙ୍କାର ସହିତ ଅନ୍ୟାନ୍ୟ ସାମଗ୍ରୀ ଗୋଦାମରୁ ଚୋର…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ଉଠାଇବା ଦାବିରେ ରାସ୍ତା ଅବରୋଧ

ମୟୂରଭଞ୍ଜ: ସବାଇଘାସ ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରି ନେବାକୁ ଦାବି କରି ଗୁରୁବାର ପୂର୍ବାହ୍ନରେ ଗରଡ଼ା ବ୍ଲକ୍‌ ଅନ୍ତର୍ଗତ ଦାନ୍ତିଆମୁହାଁଠାରେ ସବାଇଘାସ ଚାଷୀମାନେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ୧୦୦ ସରିକି ଚାଷୀ ସବାଇଘାସ ସହ ବାଲେଶ୍ୱର-ବାରିପଦା ଦେଇ ଯାଇଥିବା ୧୮…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ ସାଇକେଲ ଚାଳକ ମୃତ

ବାଲେଶ୍ୱର: ଗୁରୁବାର ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ନିକଟରେ ଏକ ପିକ୍‌-ଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ଜଣେ ସାଇକେଲ୍‌ ଚାଳକଙ୍କର ମୃତ୍ୟୁ ଘଟିଛି। ଥାନା ପାଖରେ ଥିବା ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ ସମ୍ମୁଖ ରାସ୍ତାରେ ୧୭ ବର୍ଷିୟ ଶଚ୍ଚୀନ୍ଦ୍ର ଜେନା ସାଇକେଲ୍‌ ଚଳାଇ ଯାଉଥିବାବେଳେ ପଛଆଡୁ…
ଅଧିକ ଖବର ଦେଖନ୍ତୁ...

୨୦୦୨ ଗୁଜୁରାଟ ଦଙ୍ଗା: ପୂର୍ବତନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ଜାକିଆ ଜାଫ୍ରିଙ୍କ ପିଟିସନ୍‌ ଖାରଜ କଲେ…

ନୂଆଦିଲ୍ଲୀ: ରାଜ୍ୟରେ ୨୦୦୨ ଦଙ୍ଗାର ତଦନ୍ତ ଏବଂ ଏକ ବୃହତ୍ତର ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ୫୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାକିଆ ଜାଫ୍ରି କରିଥିବା ଆବେଦନକୁ ଗୁରୁବାର ଦିନ ଗୁଜରାଟ ଉଚ୍ଚ ନ୍ୟାୟାଳୟ ଖାରଜ କରି…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

ନୂଆପଡ଼ା: ବୁଧବାର ରାତିରେ ଭାଲୁ ଆକ୍ରମଣରେ ଧରମବନ୍ଧା ଥାନା ଅନ୍ତର୍ଗତ ଛୋଟ ଲାଞ୍ଜିମାର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଛୋଟ ଲାଞ୍ଜିମାର ଗ୍ରାମର ୬୦ ବର୍ଷିୟ ଲକ୍ଷ୍ମଣ ମାଝୀ କାଲି ରାତିରେ ଚୀନାବାଦାମ ଫସଲ ଜଗିବା ନିମନ୍ତେ ବିଲକୁ ଯାଇଥିଲେ। ଆଜି ସକାଳେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଥାନା ଏସ୍‌ଏଚ୍‌ଓଙ୍କ ଚେୟାର୍‌ରେ ରାଧେ ମା’; କରପତ୍ର ଯୋଡ଼ି ଠିଆହୋଇଛନ୍ତି ଏସ୍‌ଏଚ୍‌ଓ

ନୂଆଦିଲ୍ଲୀ: ଗତ ସପ୍ତାହରେ ଦିଲ୍ଲୀବାସୀ ଦଶହରା ପାଳନ କରୁଥିବାବେଳେ ଏକ ଫଟୋରେ ଦେଖାଯାଉଛି ପୂର୍ବ ଦିଲ୍ଲୀ ଅନ୍ତର୍ଗତ ବିବେକ ବିହାର ଥାନାର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ (ଏସ୍‌ଏଚ୍‌ଓ) ଅଫିସ୍‌ରେ କରପତ୍ର ଯୋଡ଼ି ଠିଆ ହୋଇଛନ୍ତି ଏବଂ ତାଙ୍କ ଚେଆର୍‌ରେ ବସିଛନ୍ତି ସ୍ୱ-ଘୋଷିତ ସାଧ୍ୱୀ ରାଧେ ମା’।…
ଅଧିକ ଖବର ଦେଖନ୍ତୁ...