ଅନୁସନ୍ଧାନ କରୁଥିବା ବର୍ଗ

ଜନାଦେଶ ଓଡ଼ିଶା

ପଶ୍ଚିମ ଓଡ଼ିଶାରେ ସତ ହେଲା ‘ସମ୍ବାଦ-କନକ ନ୍ୟୁଜ୍‌ ଏକ୍‌ଜିଟ୍‌ ପୋଲ୍‌’ ପୂର୍ବାନୁମାନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସତ ହୋଇଛି ‘ସମ୍ବାଦ-କନକ ନ୍ୟୁଜ୍‌ ଏକ୍‌ଜିଟ୍‌ ପୋଲ’ ପୂର୍ବାନୁମାନ। ପଶ୍ଚିମ ଓଡ଼ିଶାରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ଲୋକସଭା ଆସନରେ ଏଥର ବିଜେପି ବିଜୟୀ ହେବ ବୋଲି ଏହି ଏକ୍‌ଜିଟ୍‌ ପୋଲ୍‌ ଫଳରୁ ସ୍ପଷ୍ଟ ସୂଚନା ମିଳିଥିଲା। ଏଥିସହ କଳାହାଣ୍ଡି ଲୋକସଭା ଆସନରେ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡି: ରାଜ ପରିବାରର ତିନି ସଦସ୍ୟ ହାରିଲେ, ଜିତିଲେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା

ଭବାନୀପାଟଣା: ଚଳିତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ରାଜ ପରିବାରର ୩ ଜଣ ସଦସ୍ୟ ମଇଦାନରେ ଥିଲେ। ତିନିଜଣ ଯାକ ତିନି ପ୍ରମୁଖ ଦଳରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ କେହି ବି ନିର୍ବାଚନ ଜିତି ପାରି ନାହାନ୍ତି। କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଜୟପାଟଣା ରାଜ ପରିବାରର ପୁଷ୍ପେନ୍ଦ୍ର ସିଂହଦେଓ…
ଅଧିକ ଖବର ଦେଖନ୍ତୁ...

ସୋନପୁରରେ ନିରଞ୍ଜନ ପୂଜାରୀ, ବୀରମହାରାଜପୁରରେ ପଦ୍ମନାଭ ବେହେରାଙ୍କ ହ୍ୟାଟ୍ରିକ

ସୋନପୁର: ଚଳିତ ସାଧାରଣ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଳାର ଉଭୟ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ବାଜିମାତ ହୋଇଛି। ସୋନପୁର ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇଥିବା ବେଳେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପଦ୍ମନାଭ ବେହେରା…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ: ପଞ୍ଚମ ପାଳିରେ ବାଜିମାତ୍‌ କଲେ ଅମାତ, ଗଡ଼ ବଞ୍ଚାଇଲେ ମହୀଧର

ବେଦ୍ଧ: ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀରେ ପଞ୍ଚମ ଥର ପାଇଁ ବିଜୟ ହାସଲ କରି ବିରୋଧୀଙ୍କୁ ଚକିତ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ ଅମାତ। ଗୁରୁବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ପଞ୍ଚମ ଥର ପାଇଁ ସେ ବୌଦ୍ଧରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବୌଦ୍ଧ ବିଜେଡ଼ି…
ଅଧିକ ଖବର ଦେଖନ୍ତୁ...

୫ମ ଥର ବିଜୟୀ ହେଲେ ବଦ୍ରୀ ପାତ୍ର, ୩୨ ହଜାର ଭୋଟ୍‌ରେ ହାରିଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ଘଷିପୁରା ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ର। କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୬୬୬ ଖଣ୍ଡ ଭୋଟ୍‌ରେ ମାତ ଦେଇ ୫ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ବଦ୍ରି ପାତ୍ର। ତେବେ ଯେଉଁଭଳି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାବେ…
ଅଧିକ ଖବର ଦେଖନ୍ତୁ...

ଆସ୍କା ଲୋକସଭାରେ ଲକ୍ଷାଧିକ ଭୋଟରେ ଜିତିଲେ ପ୍ରମିଳା ବିଷୋୟୀ, ୭ରୁ ୬ ବିଧାନସଭାରେ ଜିତିଲା ବିଜେଡି, କଂଗ୍ରେସକୁ ଗୋଟିଏ…

ଭୁବନେଶ୍ୱର: ଆସ୍କା ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରମିଳା ବିଷୋୟୀ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ସୁନିତା ପ୍ରିୟଦର୍ଶିନୀଙ୍କୁ ପରାସ୍ତ କରିଛି। ସେହିପରି ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କା, କବିସୂର୍ଯ୍ୟନଗର, ସୋରଡା, ହିଂଜିଳି, ଖଲ୍ଲିକୋଟ ଓ ପୋଲସରା…
ଅଧିକ ଖବର ଦେଖନ୍ତୁ...

ବିପୁଳ ଭୋଟ୍‌ରେ ଖଣ୍ଡପଡ଼ାରୁ ବିଜୟୀ ହେଲେ ସୌମ୍ୟରଞ୍ଜନ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବିପୁଳ ଭୋଟ୍‌ ବ୍ୟବଧାନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ଶ୍ରୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପାଖାପାଖି ୮୧,୪୩୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଜିତିଲେ ବରଗଡ ଜିଲ୍ଲାର ଦୁଇ ମନ୍ତ୍ରୀ ସ୍ନେହାଙ୍ଗିନୀ ଓ ସୁଶାନ୍ତ

ଭୁବନେଶ୍ୱର : ବର୍ତ୍ତମାନର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଥିବା ବରଗଡ଼ ଜିଲ୍ଲାର ଦୁଇ ମନ୍ତ୍ରୀବିଜୟୀ ହୋଇଛନ୍ତି । ସେମାନେ ହେଲେ ସ୍ନେହାଙ୍ଗିନୀ ଛୁରିଆ ଓ ସୁଶାନ୍ତ ସିଂ । ସ୍ନେହାଙ୍ଗିନୀ ଏଥର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ବିଧାନସଭା ମଣ୍ଡଳୀରୁ ବିଜୟୀ ହୋଇଥିବାବେଳେ ସୁଶାନ୍ତ ଭଟଲିରୁ ବିଜୟୀ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝରରେ ଫୁଟିଲା ପଦ୍ମ, ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍‌ଦେଲେ ମୋହନ ମାଝି

ଭୁବନେଶ୍ୱର: କେନ୍ଦୁଝର ସଦର ବିଧାନସଭା ର୍ନିବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ ଫୁଟିଛି। ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝି ବିଜୟୀ ହୋଇଛନ୍ତି। ସେ ୧୧୮୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ଗତ ଦୁଇଟି ଟର୍ମ ଧରି କେନ୍ଦୁଝର ଆସନକୁ…
ଅଧିକ ଖବର ଦେଖନ୍ତୁ...