ଅନୁସନ୍ଧାନ କରୁଥିବା ବର୍ଗ

ଜନାଦେଶ ଓଡ଼ିଶା

ରାଜ୍ୟରେ କଂଗ୍ରେସର ପରାଜୟର କାରଣ ଖୋଜିବା ଲାଗି ୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ

ଭୁବନେଶ୍ୱର: ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଖୋଜିବା ଲାଗି ଆସନ୍ତା ୨୯ ତାରିଖରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି। ଶ୍ରୀ ସିଂହଙ୍କ ଉପସ୍ଥିତିରେ ରାଜ୍ୟର ନିର୍ବାଚନ ପଳାଫଳର ସମୀକ୍ଷା କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଆରମ୍ଭ କଲା ପରାଜୟର କାରଣ ସନ୍ଧାନ : ପରାଜିତ ନେତାଙ୍କୁ ନବୀନ ନିବାସ ଡାକରା; ଅସନ୍ତୁଷ୍ଟଙ୍କୁ ଚିହ୍ନଟ ଲାଗି…

ଭୁବନେଶ୍ବର : ବିଜେଡି ଆରମ୍ଭ କଲା ମାନସ ମନ୍ଥନ। ଯେଉଁ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଦଳର ପ୍ରାର୍ଥୀ ପରାଜିତ ହୋଇଛନ୍ତି ସେଠାରେ ପରାଜୟର କାରଣ ଖୋଜା ଆରମ୍ଭ ହୋଇଛି।  ଦଳ ୧୪୬ ଆସନରୁ ୧୧୨ ଆସନ ପାଇଥିଲେ ବି ଅନେକ ସ୍ଥାନରେ ବିଜେଡି ଜିତୁ ଜିତୁ ହାରିଛି। ନବୀନଙ୍କ ପଞ୍ଚମ ପାଳିରେ ବିଜେଡି ୧୧୨…
ଅଧିକ ଖବର ଦେଖନ୍ତୁ...

ନବଗଠିତ ବିଧାନସଭାକୁ ନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୭ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା

ଭୁବନେଶ୍ୱର: ୨୦୧୯ରେ ଓଡ଼ିଶା ବିଧାନସଭାକୁ ନବନିର୍ବାଚିତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୬୭ ଜଣଙ୍କ (୪୬%) ନାମରେ ଅପରାଧିକ ମାମଲା ରହିଛି। ସେଥିରୁ ନରହତ୍ୟା, ନରହତ୍ୟା ପାଇଁ ଉଦ୍ୟମ ଏବଂ ଅପହରଣ ଭଳି ସାଙ୍ଘାତିକ ଅପରାଧିକ ମାମଲା ଥିବା ବିଧାୟକଙ୍କ ସଂଖ୍ୟା ହେଉଛି ୪୯ ଜଣ (୩୪%)। ୨୦୧୪…
ଅଧିକ ଖବର ଦେଖନ୍ତୁ...

ବିଜୟ ଲାଭ ପାଇଁ ଆବଶ୍ୟକ ନୁହଁ ଚାକଚକ୍ୟ ପ୍ରଚାର; ଏକମାତ୍ର ଆବଶ୍ୟକ ନେତାଙ୍କ ଭାବମୂର୍ତ୍ତି, ପ୍ରମାଣ କରି ଦେଖାଇଲେ…

ଭୁବନେଶ୍ୱର: ଓଡ଼ିଶାରେ ରାଜନେତା ନୁହଁ; ବରଂ ଜଣେ ଜନନେତା ଭାବରେ ନିଜର ପ୍ରତିଷ୍ଠା ଓ ସମ୍ମାନ ଅର୍ଜନ କରିଥିବା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ତାଙ୍କ ନିଜସ୍ୱ ‘ଅନ୍ଦାଜ’ ଓ ନିଜସ୍ୱ ‘ଷ୍ଟାଇଲ୍‌’ରେ ସଦ୍ୟ ସମାପ୍ତ ନିର୍ବାଚନରେ  ନିର୍ବାଚନ ପ୍ରଚାର କରି କେବଳ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ

ଭୁବନେଶ୍ୱର: ରବିବାର ପୂର୍ବାହ୍ନ ୧୦: ୩୦ ବେଳେ ନବୀନ ନିବାସରେ ବିଜେଡିର ନବନିର୍ବାଚିତ ୧୨ ଜଣ ସାଂସଦଙ୍କ ସହ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କର ବୈଠକ ହୋଇଯାଇଛି। ସାଂସଦ ନିର୍ବାଚିତ ଭର୍ତ୍ତୃହରି ମହତାବ, ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ଅଚ୍ୟୁତ ସାମନ୍ତ, ରମେଶ ମାଝୀ, ମହେଶ ସାହୁ,…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶାର ୮ ସାଂସଦ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡିଶାର ନବ ନିର୍ବାଚିତ ୮ ଜଣ ସାଂସଦ। ଏହାପରେ ସେମାନେ ବିଜେପି ସଂସଦୀୟ ଦଳ ବୈଠକରେ ଯୋଗ ଦେବାକୁ ଯାଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଭାବେ ବିଜୟ ପାଇଥିବା ୮ ସାଂସଦ ଆଜି ନୂଆଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଚରଣ ଦାସ

ଭୁବନେଶ୍ୱର: ଗତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ଇସ୍ତଫା ଦେଇଛନ୍ତି। ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଛି। ଲୋକସଭା ନିର୍ବାଚନରେ ଦଳ ମାତ୍ର ଗୋଟିଏ ଆସନ…
ଅଧିକ ଖବର ଦେଖନ୍ତୁ...

ଜଗନ୍ନାଥ ଚାହିଁଲେନି, ସେ ଜିତିଲେନି

ପୁରୀ: ଜଗନ୍ନାଥ ଚାହିଁଛନ୍ତି, ମୋଦି ପଠେଇଛନ୍ତି| ଏହି ବାକ୍ୟକୁ ଧରି ଦିଲ୍ଲୀର ଏସି ନ୍ୟୁଜରୁମରୁ ସେ ମୈଦାନକୁ ଓହ୍ଲାଇଥିଲେ |ସଂଗଠନ ନଥିଲେ ବି ନିର୍ବାଚନ ମଣ୍ଡଳୀର ପ୍ରାୟ ଅଂଚଳ ବୁଲିଥିଲେ | କେତେବେଳେ ଜଗନ୍ନାଥଙ୍କୁ ମୁଣ୍ଡ ଉପରେ ରଖି ଶୋଭାଯାତ୍ରା କଲେ ତ ପୁଣି କେତେବେଳେ ଭୋଟର ଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...

ପୁରୀ ଲୋକସଭା ଆସନରେ ପିନାକୀ ମିଶ୍ର ବିଜୟୀ

ଭୁବନେଶ୍ୱର: ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ବିଜୟ ଲାଭ କରିଛନ୍ତି। ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଠାରୁ ସେ ୧୧, ୭୧୪ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ସବୁ ପୋଛି ନେଲା, ଲୋକସଭା ଆସନରେ ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ୍‌ରେ ବିଜୟୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧ ଲକ୍ଷ ୪୦୦୦୦ ରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। କେନ୍ଦ୍ରାପଡ଼ା ବିଧାନସଭାରେ ଶଶି ଭୂଷଣ ବେହେରା କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ପ୍ରାୟ ୭୦୦୦ ଭୋଟରେ…
ଅଧିକ ଖବର ଦେଖନ୍ତୁ...