ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ବିକାଶ ଲାଗି ଜରୁରୀ ପୋଲ ଉପାସନା ପୀଠ ନୁହେଁ

ଶ୍ରୀନଗରର ରାମପୋରା ଅଞ୍ଚଳର କଦମବାରି ଠାରେ ଗଲା ୧୭ ବର୍ଷ ଧରି ପଡ଼ି ରହିଥିବା ଏକ ପୋଲର ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି; କାରଣ ସ୍ଥାନୀୟ ବାସିନ୍ଦାମାନେ ଏହି କାର୍ଯ୍ୟର ଅଗ୍ରଗତି ସକାଶେ ଗୋଟିଏ ଚାଳିଶ ବର୍ଷର ପୁରୁଣା ମସଜିଦକୁ ଭାଙ୍ଗି ଦେବା ଲାଗି ରାଜି ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିରଳ ବଳୟ ସୂର୍ଯ୍ୟୋପରାଗ

ସୂର୍ଯ୍ୟ ଉପରାଗ ବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ଚମତ୍କାର ପ୍ରାକୃତିକ ଦୃଶ୍ୟ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଗତି ଓ ସ୍ଥିତିକୁ ନେଇ ଘଟୁଥିବା ଏହି ମହାକାଶୀୟ ଘଟଣା ପ୍ରତି ବର୍ଷ ଏକ ବା ଏକାଧିକ ବାର ଘଟିଥାଏ। ଚଳିତ କ୍ୟାଲେଣ୍ତର ବର୍ଷରେ ଦୁଇଟି ଗ୍ରହଣ ଭାରତକୁ ଦୃଶ୍ୟ ହୋଇଥିଲା। ଚଳିତ…
ଅଧିକ ଖବର ଦେଖନ୍ତୁ...

ମଞ୍ଜି ଓ ଫୁଲ

ଜଣେ ନାସ୍ତିକ ବିଦ୍ବାନ ଥିଲେ। ଈଶ୍ବର ନାହାନ୍ତି ବୋଲି ତାଙ୍କ ତର୍କ ଦ୍ବାରା ସେ ସମସ୍ତଙ୍କୁ ପରାସ୍ତ କରିପାରୁଥିଲେ। ଦିନେ ସେ ଗୋଟିଏ ପୁଡ଼ା ବିହନ ପାଇଲେ। କଳା ରଙ୍ଗର ‌େଛାଟ ଛୋଟ ମଞ୍ଜି। ବିଦ୍ବାନ ଜଣକ ସେସବୁକୁ ଫୋପାଡ଼ି ଦେବାକୁ ବସିଥିଲେ। କିନ୍ତୁ ତାଙ୍କ ପତ୍ନୀ କହିଲେ- ଫିଙ୍ଗ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଶବ୍ଦ ବ୍ରହ୍ମ, ‘ପାଣ୍ତୋଇ’ ଓ ଲକ୍ଷ୍ମୀ ପୁରାଣ

ଭାରତର ଦର୍ଶନ ଶାସ୍ତ୍ରରେ ଆମେ ଶବ୍ଦକୁ ବ୍ରହ୍ମ କହୁ। ବ୍ରହ୍ମର ପରିଚୟ ରହସ୍ୟାତ୍ମକ। ସେ ଅନୁଭବ। ତାକୁ ଦେଖି ହୁଏ, ପୁଣି ହୁଏ ନାହିଁ; କହି ହୁଏ, ପୁଣି କହି ହୁଏ ନାହିଁ; ଶୁଣି ହୁଏ, ପୁଣି ଶୁଣି ହୁଏ ନାହିଁ ବା ଛୁଇଁ ହୁଏ, ପୁଣି ଛୁଇଁ ହୁଏ ନାହିଁ। ଅର୍ଥାତ୍‌, ସେ ଇନ୍ଦ୍ରିୟଗ୍ରାହ୍ୟ ପୁଣି…
ଅଧିକ ଖବର ଦେଖନ୍ତୁ...

ଉଦ୍‌ଯୋଗୀର ପ୍ରାର୍ଥନା

ଗୋଟିଏ ଗାଁରେ ସମସ୍ତେ ଥିଲେ ଈଶ୍ୱର ବିଶ୍ୱାସୀ। ସେମାନେ ନିୟମିତ ଭାବେ ମନ୍ଦିର ଯାଉଥିଲେ, କୀର୍ତ୍ତନ କରୁଥିଲେ, ସତ୍‌ସଙ୍ଗ କରୁଥିଲେ। କିନ୍ତୁ କେବଳ ଜଣେ ଲୋକ ତାହା ନିୟମିତ ଭାବେ କରୁ ନ ଥିଲା। ତାକୁ ଅନ୍ୟମାନେ ନାସ୍ତିକ ବୋଲି କହୁଥିଲେ। ଥରେ ସେ ଅଞ୍ଚଳରେ ବର୍ଷା ହେଲା ନାହିଁ। ଚାଷ…
ଅଧିକ ଖବର ଦେଖନ୍ତୁ...

ଅବସର ସମୟର ବନ୍ଧୁ

ଆଜିକୁ ପଚାଶ ବର୍ଷ ତଳେ ମୋ ସାଙ୍ଗରେ ରେଭେନ୍‌ସା କଲେଜରେ ପଢ଼ୁଥିବା ଓ ଡାକ୍ତର ଚାକିରିରୁ ଅବସର ନେଇଥିବା ଗୁରୁ ଦାସ ଆମ ଘରେ ପହଞ୍ଚିଲା। କଥା ପ୍ରସଙ୍ଗରେ ସେ କହିଲା ଭାଇ, ମୁଁ ବହୁତ ଖୁସିରେ ଅଛି (ଆଜିକାଲି ପ୍ରାୟ ଏଭଳି ସ୍ବୀକାରୋକ୍ତି ମିଳିବା ଅସମ୍ଭବ, କାରଣ କେମିତି ଅଛ ପଚାରିଲେ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ଛୋଟଲୋକ କିଏ?

ଦିନକର କଥା। ଜଣେ ଚାଷୀ ରାସ୍ତାରେ ଅନ୍ୟମନସ୍କ ହୋଇ ଚାଲି ଯାଉଥିବା ବେଳେ ଅପର ଦିଗରୁ ଆସୁଥିବା ଅହ˚କାରୀ ଜମିଦାରଙ୍କୁ ଠିକଣା ଭାବେ ଦେଖିପାରିଲେ ନାହିଁ। ତେଣୁ ସେ ଜମିଦାରଙ୍କୁ ଅଭିବାଦନ କରିବାର ସୁଯୋଗ ପାଇଲେ ନାହିଁ। ହଠାତ୍‌ ଜମିଦାରଙ୍କ ସାଙ୍ଗରେ ଥିବା ପାଖଲୋକଙ୍କ ଭିତରୁ ଜଣେ…
ଅଧିକ ଖବର ଦେଖନ୍ତୁ...

କାହାକୁ ନେଇ ଗର୍ବ କରିବି?

ମହିମା ବେହେରା ପୁଅ ସରୋଜ ଉଡ଼ାଜାହାଜରେ ଫିଲିପାଇନସ୍‌ ଯାଇଛି। ସକାଳୁ ସକାଳୁ ଆମ ଗାଁ ଦାଣ୍ତ, ଗାଧୁଆ ତୁଠ, ଠାକୁର ବେଢ଼ା ସବୁଠି ଚାଲିଛି ଏଇ ଆଲୋଚନା। ମୁଁ ତା’ ପୂର୍ବ ଦିନ ରାତିରେ ଗାଁ’କୁ ଯାଇଥାଏ। ସକାଳୁ ସକାଳୁ ମୁଁ ବି ଖବରଟା ପାଇ ବଡ଼ ଗର୍ବିତ ଅନୁଭବ କଲି। ସରୋଜ ଭାଇ ବଡ଼ ମେଧାବୀ…
ଅଧିକ ଖବର ଦେଖନ୍ତୁ...

ଉତ୍ତମ ଉଦାହରଣ

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ସେହି ସମୟରେ ଅର୍ଥାତ ୨୦୧୨ ମସିହାରେ ନାବାଳକ ଥିଲା ବୋଲି ଦର୍ଶାଇ ଦିଲ୍ଲୀ ହୋଇକୋର୍ଟ‌୍‌ରେ କରିଥିବା ଆବେଦନକୁ ଅଦାଲତ ସିଧାସଳଖ ଅଗ୍ରାହ୍ୟ କରିବା ସହିତ ଆଉ ଯାହା କରିଛନ୍ତି ତାହା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଏକ ସୁଖଦ…
ଅଧିକ ଖବର ଦେଖନ୍ତୁ...

ପରିଚ୍ଛନ୍ନତା ପ୍ରସଙ୍ଗ

ଥରେ ରାଜା ଦୁଇ ରାଜପୁତ୍ରଙ୍କୁ ଧରି ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ। ସାଙ୍ଗରେ ଥିଲେ ରାଣୀ। ଗୁରୁଙ୍କ ହାତରେ ନିଜ ଦୁଇ ପୁତ୍ରଙ୍କୁ ସମର୍ପି ଦେଇ ରାଜା କହିଲେ- ଗୁରୁଦେବ, ମୋର ଏ ଦୁଇ ପୁଅ ଅତ୍ୟଧିକ ପ୍ରାଚୁର୍ଯ୍ୟ ଏବ˚ ସ୍ନେହ ହେତୁ ବିଗିଡ଼ି ଯାଇଛନ୍ତି। ଏମାନଙ୍କୁ ବାଟକୁ ଆଣିବା ସାଧୢାତୀତ…
ଅଧିକ ଖବର ଦେଖନ୍ତୁ...