ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ସମସ୍ୟାର ସମାଧାନ

ଝିଅଟିଏ ନିଜ ଜୀବନକୁ ନେଇ ଆଦୌ ସନ୍ତୁଷ୍ଟ ନ ଥିଲା। ଜୀବନ ଦିନକୁ ଦିନ ଅଧିକରୁ ଅଧିକ ଦୁର୍ବିଷହ ଲାଗୁଥିଲା। ପ୍ରତି ଦିନ କିଛି ନା କିଛି ସମସ୍ୟା। ଏମିତି ଏକ ଜୀବନକୁ ନେଇ ସେ ଅତି ବିଚଳିତ ହୋଇଉଠିଲା। ନିଜ ସମସ୍ୟା କଥା ଦିନେ ସେ ତା ବାପାଙ୍କୁ କହିଲା। ବାପା ଥିଲେ ଗୁଣୀ ଲୋକ। ସେ ତାକୁ…
ଅଧିକ ଖବର ଦେଖନ୍ତୁ...

‘ହ୍ୱାଟ୍‌ସ ଆପ୍‌’ର ମାୟା

ସଦ୍ୟ ପ୍ରାପ୍ତ ଏକ ଖବର ଅନୁଯାୟୀ ଆସନ୍ତା ଜାନୁଆରି ପହିଲାର ସୂର୍ଯ୍ୟୋଦୟ ବେଳକୁ ପୃଥିବୀର ନିୟୁତ ନିୟୁତ ସ୍ମାର୍ଟ ଫୋନ୍‌ରେ ଆଉ ‘ହ୍ବାଟ୍‌ସ ଆପ୍‌’ ଚାଲିବ ନାହିଁ କି ‘ଫେସ୍‌ବୁକ୍‌’ର ଚେହେରା ଖୋଲିବ ନାହିଁ। ଏ ସ˚କ୍ରାନ୍ତରେ ଏକ ନିଷ୍ପତ୍ତି ନିଆଯାଇଥିବା ବିଷୟ ‘ଫେସ୍‌ବୁକ୍‌’ କ˚ପାନି…
ଅଧିକ ଖବର ଦେଖନ୍ତୁ...

ମଦାଳାପ

‘ବଢିଆ’ ରାଇଜର ‘ଗଡ଼ଗଡ଼ା’ ସହରରେ ଘେରାଏ ଘୂରି ଆସିଲେ ଆପଣ ‘ଏ ଔଷଧ’ ଦୋକାନ ସହିତ ଢେର ‘ସେ ଔଷଧ’ ଦୋକାନ ବି ପାଇବେ। ଆପଣ ପଚାରୁଛନ୍ତି, ‘ସେ ଔଷଧ’ ବୋଇଲେ? ‘ସେ ଔଷଧ’ ହେଉଛି ନିଶାମାନଙ୍କର ଶିରୋମଣି ‘ମଦ’ ଆଜ୍ଞା! ‘ବଢ଼ିଆ’ ରାଇଜରେ ମଦ ବି ‘ଔଷଧ’ ନାମେ ଖ୍ୟାତ! ‘ମନ ଦରଜକୁ ଇଲାଜ…
ଅଧିକ ଖବର ଦେଖନ୍ତୁ...

ମୂଢ଼ ପଣ୍ଡିତ

ରାଜାଙ୍କ ପାଖରେ ଜଣେ ପଣ୍ତିତ ପହଞ୍ଚିଲେ। ନିଜର ଜ୍ଞାନର ପରାକାଷ୍ଠା ପ୍ରଦର୍ଶନ କରି ରାଜାଙ୍କ ପରାମର୍ଶଦାତା ଭାବେ ରାଜ ଦରବାରରେ ସ୍ଥାନଟିଏ ଲାଭ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ। କାରଣ ସେ ଶୁଣିଥିଲେ ଯେ ରାଜା ଯାହାଙ୍କ ଠାରୁ ବିଶେଷ ପରାମର୍ଶ ଲୋଡୁଛନ୍ତି, ସେ ଜଣେ ସାଧାରଣ ଚାଷୀ। ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଦର୍ପଣ, ଭାରତରେ ମାନବ ବିକାଶ

‘ୟୁନାଇଟେଡ୍ ନେସନ୍‍ସ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍’ (ୟୁଏନ୍‍ଡିପି) ବା ‘ଜାତିସଂଘ ବିକାଶ କାର୍ଯ୍ୟକ୍ରମ’ ଦ୍ବାରା ନିକଟରେ ପ୍ରକାଶିତ ‘ମାନବ ବିକାଶ ସୂଚକାଙ୍କ’ରେ ଭାରତ ଗତ ବର୍ଷ ତୁଳନାରେ ଗୋଟିଏ ପାହାଚ ଉପରକୁ ଉଠିଛି। ୨୦୧୯ରେ ୧୮୯ଟି ଦେଶ ମଧ୍ୟରୁ ଭାରତ ୧୨୯ ତମ ସ୍ଥାନ ଅଧିକାର କରିଛି। ଗତ…
ଅଧିକ ଖବର ଦେଖନ୍ତୁ...

ଭଗତ ସିଂହଙ୍କ ଭୁଲ୍ ଚିତ୍ରଣ

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଇତିହାସ ପାଠ୍ୟକ୍ରମରେ ସ˚ଯୁକ୍ତ ଏକ ପୁସ୍ତକରେ ସହିଦ ଭଗତ ସି˚ହଙ୍କୁ ‘କ୍ରାନ୍ତିକାରୀ ଆତଙ୍କବାଦୀ’ ବୋଲି ଉଲ୍ଲେଖ କରାଯାଇଛି। ବାମପନ୍ଥୀ ବିଚାରଧାରାର ଇତିହାସକାରଙ୍କ ଦ୍ବାରା ଲିଖିତ ‘ଭାରତର ସ୍ବତନ୍ତ୍ରତା ସ˚ଗ୍ରାମ’ ଶୀର୍ଷକ ପୁସ୍ତକର ବି˚ଶତମ ଅଧୢାୟରେ ସହିଦ୍‌…
ଅଧିକ ଖବର ଦେଖନ୍ତୁ...

ତୁମେମାନେ ସମସ୍ତେ ଦାୟୀ

ରାଜାଙ୍କ ନିକଟକୁ ଜଣେ ଚୋର ଧରା ହୋଇ ଆସିଲା। ତାକୁ ଧରି ଆଣିଥିବା ଲୋକେ କହିଲେ- ମଣିମା, ଆମେ ବରାବର ଦେଖୁ ଯେ ଏ ଲୋକଟି ଆମ ଗାଁ ବାହାରେ ଗୋଟିଏ ଗଛ ମୂଳେ ତାର ପିଲା ପରିବାର ଧରି ରହିଥାଏ। କିନ୍ତୁ ଆମେ କେହି ଜାଣି ନ ଥିଲୁ ଯେ ସେ ଜଣେ ଚୋର ବୋଲି। କାଲି ଆମ ଗାଁର ସାହୁକାରଙ୍କ ଘରେ…
ଅଧିକ ଖବର ଦେଖନ୍ତୁ...

କିଏ ବା ଅଛି କେଉଁମତେ

ଏବେ ହିତୋପଦେଶ ଦେବା ଓ ଶାସ୍ତ୍ର, ପୁରାଣ, ରାଜନୀତି ବିଷୟରେ ଭାଷଣ ଦେବା ଲୋକ ଅନେକ, ହେଲେ ଶ୍ରୋତାଙ୍କର ଘୋର ଅଭାବ। କାହାର ସମୟ ନାହିଁ, ଧୈର୍ଯ୍ୟ ବି ନାହିଁ। ପ୍ରବଚନ ଦେଉଥିବା ସନ୍ନ୍ୟାସୀଙ୍କ ମଠରୁ ଯୌନ ବ୍ୟଭିଚାରର ପ୍ରମାଣ ମିଳିବା ପରେ ଲୋକେ ସମସ୍ତ ପ୍ରକାର ବାବା ଓ…
ଅଧିକ ଖବର ଦେଖନ୍ତୁ...

ପର ଚର୍ଚ୍ଚାର କାରଣ

ମୁଲ୍ଲା ନସିରୁଦ୍ଦିନଙ୍କ ଗୋଟିଏ ବଦ୍‌ ଅଭ୍ୟାସ ଆରମ୍ଭ ହେଲା। ଏଣିକି ସେ ରାଜାଙ୍କ ସାମନାରେ ଅନ୍ୟର ସମାଲୋଚନା ଏବଂ ନିନ୍ଦା କରିବାକୁ ଲାଗିଲେ। ସମସ୍ତଙ୍କ ପିଠି ପଛରେ ସେମାନଙ୍କ ନିନ୍ଦାକୁ ରାଜା ଯଦିଓ ପ୍ରଥମେ ପ୍ରଥମେ ଭଲ ପାଉଥିଲେ, କ୍ରମେ ତାହା ଅସହ୍ୟ ହେଲା। ସେ ଦିନେ ମୁଲ୍ଲାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଥିବା ଅଭିଯୁକ୍ତଙ୍କ ମୃତଦେହକୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ…

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍ ଏନ୍‌କାଉଣ୍ଟର୍‌ରେ ପ୍ରାଣ ହରାଇଥିବା ୪ ଅଭିଯୁକ୍ତଙ୍କ ମୃତଦେହକୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ପାଇଁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ରେ ହେବ। ଉଲ୍ଲେଖଯୋଗ୍ୟ, ପୁଲିସ…
ଅଧିକ ଖବର ଦେଖନ୍ତୁ...