ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା: ୨୫ ହଜାରରୁ ବଢ଼ି ୯୫ ଲକ୍ଷରେ ପହଞ୍ଚିଲାଣି

ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ସେହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏପରିକି ଏହି ସୀମା ୧୯୫୭, ୧୯୬୨ ଏବଂ ୧୯୬୭ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା। କିନ୍ତୁ ୧୯୭୧ରେ ପ୍ରଥମ ଥର…
ଅଧିକ ଖବର ଦେଖନ୍ତୁ...

୨୦ରେ ପୁରୀରେ ରୋଡ୍‌ ସୋ’ କରିବେ ମୋଦୀ: ୧୫ରେ ଅମିତ ଶାହ, ୧୭ରେ ନଡ୍ଡା ଆସୁଛନ୍ତି

ଭୁବନେଶ୍ବର: ଏଥର ଓଡ଼ିଶାରେ ସରକାର ବଦଳାଇବା ଯୋଜନାରେ ଥିବା ବିଜେପି ନିର୍ବାଚନୀ ପ୍ରଚାରରେ କୌଣସି ପ୍ରକାରର ଊଣା କରୁନି। ଦଳର ସବୁ ହେଭିୱେଟ୍ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଦେଇଛି। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶାର ଶାସନ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିବା ସହ ବିଜେପି…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ସବୁଠୁ ବ୍ୟୟବହୁଳ ନିର୍ବାଚନ: ୨୦୨୪ରେ ଖର୍ଚ୍ଚ ହେବ ୧ ଲକ୍ଷ ୩୫ ହଜାର କୋଟି

ଗଣତନ୍ତ୍ରର ମହାପର୍ବ ଦେଶରେ ଚାଲିଛି। ଲୋକସଭା ସମେତ ୪ ରାଜ୍ୟର ବିଧାନସଭା ଏବଂ ୨୬ ବିଧାନସଭା ଆସନର ଉପନିର୍ବାଚନ ପାଇଁ ମତଦାନ ହେଉଛି। ଏଥିଯୋଗୁ ରାଜନୈତିକ ପରିବେଶ ଅତ୍ୟନ୍ତ ଉଷ୍ମ ହୋଇପଡ଼ିଛି। ଭାରତରେ ଗ୍ରୀଷ୍ମଋତୁ ସତ୍ତ୍ବେ ରାଜନୈତିକ ଦଳଗୁଡ଼ିକ ହାଇ ଭୋଲଟେଜ୍‌ ପ୍ରଚାର ଚଳାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମଓଡ଼ିଶାରୁ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ୍‌: କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

ବଲାଙ୍ଗୀର/ସିନ୍ଧେକେଲା/କଣ୍ଟାବାଞ୍ଜି/ ବରଗଡ଼: ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି। ବିଜେପି ଏଠି କୁମ୍ଭୀର କାନ୍ଦଣା କାନ୍ଦୁଛି। ଏମିତି ଅଭିଯୋଗ କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ବିଜେଡି ନେତା କାର୍ତ୍ତିକ…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ପ୍ରଶ୍ନର ଜବାବ ଦେଲେ ଧର୍ମେନ୍ଦ୍ର: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ?

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ପଞ୍ଜୁରୀରେ ଥିବା ଶୁଆ ହୋଇଛନ୍ତି। ଯାହା ଶିଖାଯାଉଛି ତାହା କହୁଛନ୍ତି। ଭାରତର ଅସ୍ମିତା ବିପରୀତ କଥା କହୁଛନ୍ତି। ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ? ଏସବୁ ଉପରେ ପ୍ରଶ୍ନ କଲେ ତାଙ୍କୁ କଷ୍ଟ ହେବା ସ୍ୱାଭାବିକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର…
ଅଧିକ ଖବର ଦେଖନ୍ତୁ...

୪ ବିଧାନସଭା ପାଇଁ ହଜାରେ କୋଟିରୁ ଅଧିକ

ଲୋକସଭା ନିର୍ବାଚନ ସହିତ ଦେଶର ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ ନିିର୍ବାଚନ ଏବଂ ୮ଟି ରାଜ୍ୟର ୨୬ଟି ବିଧାନସଭା ଆସନ ପାଇଁ ସଂପ୍ରତି ଉପ ନିର୍ବାଚନ ଚାଲିଛି। ବିଧାନସଭା ପାଇଁ ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଏବଂ ସିକିମ୍‌। ‌ଓଡ଼ିଶାର…
ଅଧିକ ଖବର ଦେଖନ୍ତୁ...

୩ଟି ପର୍ଯ୍ୟାୟରେ ଓଡ଼ିଶାରେ ୫୦୦ କୋଟି

ଓଡ଼ିଶାରେ ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ମେ ୧୩ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେଉଛି। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟର ପ୍ରାର୍ଥୀଙ୍କ ସଂଖ୍ୟା ଜଣାପଡ଼ିଛି। ଓଡ଼ିଶାରେ ‌‌୩ଟି ପର୍ଯ୍ୟାୟରେ ଲୋକସଭା ପାଇଁ ୧୪୧ ଜଣ ପ୍ରାର୍ଥୀ ଲଢ଼େଇ…
ଅଧିକ ଖବର ଦେଖନ୍ତୁ...

ଖଡ଼ଗେଙ୍କ ହେଲିକପ୍ଟର ଯାଞ୍ଚ ନେଇ ଅଭିଯୋଗ କଲା କଂଗ୍ରେସ

ନୂଆଦିଲ୍ଲୀ: ବିହାରର ସମସ୍ତିପୁରରେ ଗତକାଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିବାରୁ ଏହାକୁ ନେଇ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖିଛି। ନିର୍ବାଚନ ପ୍ରଚାରରେ ଯାଉଥିବା ବିରୋଧୀ ଦଳର ଷ୍ଟାର୍‌ କ୍ୟାମ୍ପେନର୍‌ମାନଙ୍କୁ ନିର୍ବାଚନ ଅଧିକାରୀମାନେ ଜାଣିଶୁଣି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କ ସହ ବସିବା ବି ପାପ: ମମତା

ହାୱଡ଼ା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ କଠୋର ସମାଲୋଚନା କରିଛନ୍ତି। ରାଜଭବନରେ ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇ ମମତା କହିଛନ୍ତି ଯେ ସେ ଆଉ ରାଜଭବନ ଯିବେ ନାହିଁ କିମ୍ବା ରାଜ୍ୟପାଳଙ୍କ ସହ ଏକତ୍ରିତ ବସିବେ ନାହିଁ।…
ଅଧିକ ଖବର ଦେଖନ୍ତୁ...

କ୍ଷମତାକୁ ଆସିଲେ ପ୍ରଥମ କାମ ମାଗଣା ବିଜୁଳି: ଖୋର୍ଦ୍ଧାରେ ପାଣ୍ଡିଆନଙ୍କ ରୋଡ୍‌ ସୋ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ରୋଡ୍ ସୋ କରି ଖୋର୍ଦ୍ଧାର ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଓ ଭୁବନେଶ୍ବର ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ କ୍ୟାପଟେନ୍ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...