ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଜଶଓ୍ଵନ୍ତ ସିହ୍ନାଙ୍କ ସହ ଏକମତ ନୁହଁନ୍ତି ପୁତ୍ର  ତଥା ବେସାମରିକ  ବିମାନ ଚଳାଚଳ ମନ୍ତ୍ରୀ  ଜୟନ୍ତ ସିହ୍ନା!

ଅଟଳ  ବିହାରୀ ବାଜପେୟୀଙ୍କ ସରକାରରେ  କେନ୍ଦ୍ର  ଅର୍ଥ ମନ୍ତ୍ରୀ ଥିବା  ଯଶଓ୍ଵାନ୍ତ ସିହ୍ନାଙ୍କ କେନ୍ଦ୍ର ସରକାରଙ୍କ  ଆର୍ଥିକ  ନୀତିକୁ ନେଇ ଲିଖିତ  ପ୍ରସଙ୍ଗ ଉପରେ ଟିପ୍ପଣୀ କରି ତାଙ୍କର ସୁପୁତ୍ର ତଥା   ବେସାମରିକ  ବିମାନ ଚଳାଚଳ ମନ୍ତ୍ରୀ  ଜୟନ୍ତ ସିହ୍ନା । ସେ ଏକ  ଲେଖା ଟାଇମ୍‌ସ ଅଫ୍‌…
ଅଧିକ ଖବର ଦେଖନ୍ତୁ...

ପୂର୍ବ କଂଗ୍ରେସ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ ବିଜେପିରେ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକମୁଣ୍ଡା ଗ୍ରାମ ପଂଚାୟତ ଗଡ଼ିଆ ଠାରେ ବୁଧବାର ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ସଭାପତି ବିଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ରେ ‘ବିଜେପୁର’ ମନ୍ଥନ: ଅସନ୍ତୁଷ୍ଟଙ୍କୁ ମନାଇବେ ପ୍ରଫୁଲ୍ଲ 

ବରଗଡ଼: ବିଜେପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପରିବାରବର୍ଗ ବିଜେଡିରେ ସାମିଲ ହେବା ଏବଂ ପତ୍ନୀ ରୀତାଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ରାଜନୈତିକ ମାହୋଲ ଗଣ୍ଡଗୋଳିଆ ହୋଇଯାଇଛି। ରୀତାଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେଡି…
ଅଧିକ ଖବର ଦେଖନ୍ତୁ...

କେଜ୍ରିଓ୍ଵାଲଙ୍କୁ ଭେଟିବା ପରେ ବିଜେପିରେ ମିଶି ପାରନ୍ତି କମଲ ହାସନ !

ତାମିଲନାଡୁ: ତାମିଲ ସୁପରଷ୍ଟାର କମଲ ହାସନ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କମଲ ଆବଶ୍ୟକ ପଡ଼ିଲେ ଭାରତୀୟ ଜନତା ପାର୍ଟି ମିଶି ପାରନ୍ତି ଏବଂ ନିଜର ଏକ ଦଳ ମଧ୍ୟ ଗଢ଼ି ପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏକ ସାକ୍ଷାତକାରରେ କମଲ ହାସନ କହିଛନ୍ତି,  …
ଅଧିକ ଖବର ଦେଖନ୍ତୁ...

ବିଜେପୁରରେ ରୀତା ସାହୁ ବିଜେଡିି ପ୍ରାର୍ଥୀ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ କେବେ ହେବ, ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ବିଜୁ ଜନତା ଦଳ ଆଜି ପ୍ରାର୍ଥିତ୍ୱ ସଂପର୍କରେ ଘୋଷଣା କରିଛି। ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ବିଜେପୁର ଉପନିର୍ବାଚନରେ ଦିବଂଗତ…
ଅଧିକ ଖବର ଦେଖନ୍ତୁ...

ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ: ଦୁର୍ନୀତମୁକ୍ତ ରାଷ୍ଟ୍ର ଗଠନ ମୋଦିଙ୍କ ପ୍ରଥମ ଲକ୍ଷ୍ୟ

ନୂଆଦିଲ୍ଲୀ: ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳ ମୁଖ୍ୟ ଅମିତ ଶାହା, ବହୁ ତୁଙ୍ଗ ନେତା ଓ ଦଳୀୟ କର୍ମୀଙ୍କ ଉପସ୍ଥିତରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ଆଜି ଶେଷ ହୋଇଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ରୀତା ସାହୁ- ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନରେ ନିକଟରେ କଂଗ୍ରେସ ଦଳର ହାତ ଝାଡ଼ି ବିଜେଡିରେ ସାମିଲ ହୋଇଥିବା ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟରେ ବୈଜୟନ୍ତ କହିଲେ, ସମ୍ବଲପୁରରୁ ଲଢ଼ିବା ଯୋଜନା ନାହିଁ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରବିବାର ସୋସିଆଲ ମିଡିଆ ଟୁଇଟରରେ ଟ୍ଵିଟ୍‌ କରିଛନ୍ତି, ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ଯୋଜନା ନାହିଁ। ବରଂ ସୁଯୋଗ ମିିଳିଲେ ସମ୍ବଲପୁରବାସୀଙ୍କ ପାଇଁ ସେବା କରିବି। ସମ୍ବଲପୁରରେ ନିର୍ବାଚନ ଲଢ଼ିବା ଚର୍ଚ୍ଚା ନେଇ ବରିଷ୍ଠ ବିଜେଡି ନେତା ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ସଂସଦ ନିର୍ବାଚନ: ୯୫% କଲେଜରେ ବିଜେଡି ବିଜୟୀ ହୋଇଥିବା ଦାବି

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ୯୫ ପ୍ରତିଶତ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛି ବୋଲି ଛାତ୍ର ବିଜେଡି ଦାବି କରିଛି। ଛାତ୍ର ସଂସଦ ନିର୍ବାଚନ ଫଳାଫଳ ନେଇ ବିଜେଡ଼ି କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହା ଜଣାପଡ଼ିଛି। ଛାତ୍ର ବିଜେଡି କହିଛି, ଦଳର ସୁପ୍ରିମୋ ନବୀନ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ସଂଘ ନିର୍ବାଚନ: ନିମାପଡ଼ା କଲେଜ ମତଦାନରେ ଅନୀୟମିତତା ଅଭିଯୋଗ

ନମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରସଂଘ ନିର୍ବାଚନ ବେଳେ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଶନିବାର ଭୋଟଦାନ ଚାଲିଥିବା ବେଳେ, କିଛି ଅଣଛାତ୍ର ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରି ମତଦାନ କରିଥିଲେ। ରିପୋର୍ଟ ଲେଖାଯିବା…
ଅଧିକ ଖବର ଦେଖନ୍ତୁ...