ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ମଧ୍ୟାହ୍ନ ଭୋଜନ ମହାଦୁର୍ନୀତି

ଯାଜପୁର: ମଧ୍ୟାହ୍ନ ଭୋଜନ କେଳେଙ୍କାରୀ ସଂପର୍କରେ ସମ୍ବାଦ ପକ୍ଷରୁ ବାରମ୍ବାର ତଥ୍ୟଭିତ୍ତିକ ଖବର ପ୍ରକାଶ କରିଚାଲିଥିବା ବେଳେ ଶିକ୍ଷା ବିଭାଗ ଅଧିକାରୀମାନଙ୍କର ଅଚାନକ ଚଢଉ କରି ଏହି କେଳେଙ୍କାରୀଙ୍କ ପର୍ଦ୍ଦାଫାସ କରିଛନ୍ତି। କୋରେଇ ନୋଡାଲ୍‌ ସ୍କୁଲରେ ଶହ ଶହ ପିଲାଙ୍କ ନାମରେ ପ୍ରତିଦିନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ପଡ଼ି ହବିଷ୍ୟାଳି ମୃତ

ପୁରୀ : ଶ୍ରୀମନ୍ଦିରରେ ପଡ଼ି ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ ଘଟିଛି। ମୃତକ ବ୍ରହ୍ମଗିରି ଥାନା ବିଲପାଞ୍ଚଗୋଛିଆ ଗ୍ରାମର ନେତ୍ରମଣି ମାଛୁଆ(୮୫) ବୋଲି ଜଣାପଡ଼ିଛି। ସେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଘଣ୍ଟି ଦ୍ଵାର ନିକଟରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ଗତ ୩୯ଦିନ ଧରି ଲୋୟର ପିଏମ୍‌ଜିରେ ଧାରଣା ଦେଇଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିଛି ଚେତାବନୀ। ୩ଦିନ ମଧ୍ୟରେ କାର୍ଯ୍ୟରେ ଯୋଗ ନ ଦେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗୁରୁବାର ଚେତାବନୀ ଦେଇଛନ୍ତି। ଶ୍ରୀ ସାମଲ…
ଅଧିକ ଖବର ଦେଖନ୍ତୁ...

ଦାଦନ ଦୁଃଖ

ଖୁଣ୍ଟା: ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଲବନ୍ଧ ଗ୍ରାମର ଉଦ୍ଧବ ସିଂଙ୍କ ଝିଅ ଲକ୍ଷ୍ମୀ(୨୧)। ଅଭାବୀ ପରିବାରର ଦୁଃଖ ଦୂର କରିବାକୁ ସେ ଘରୁ ଗୋଡ଼ କାଢ଼ିଥିଲେ। ମାତ୍ର ଏବେ ଝିଅର…
ଅଧିକ ଖବର ଦେଖନ୍ତୁ...

ବୋର୍ଡର ପ୍ରଥମ ମହିଳା ସଭାପତି ଜାହାଁନାରା ବେଗମ୍‌ଙ୍କ ଦାୟିତ୍ୱ ଗ୍ରହଣ

କଟକ : ପ୍ରଫେସର ଡକ୍ଟର ଜାହାଁନାରା ବେଗମ୍‌ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଥମ ମହିଳା ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ବୋର୍ଡର ୫୨ତମ ସଭାପତି ହୋଇଛନ୍ତି। ଆଜି ଅପରାହ୍‌ଣରେ ସେ ବୋର୍ଡ କାର୍ଯ୍ୟାଳୟରେ ସଂପାଦକ ରାମାଶିଷ ହାଜିରାଙ୍କଠାରୁ କାର୍ଯ୍ୟଭାର ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ହଷ୍ଟେଲରେ ଛାତ୍ରୀଙ୍କୁ ଅଣଦେଖା

କୁଳିଅଣା: ହଷ୍ଟେଲରେ ଅଣଦେଖା କରାଯାଉଛି। ଠିକ୍‌ଭାବେ ଖାଦ୍ୟ ଦିଆଯାଉନି କି ଚିକିତ୍ସା ବି କରାଯାଉନି। ଏପରି ଗୁରୁତର ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିବା ୪୫ ଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ବାଟରୁ ଫେରାଇ ଆଣିଛନ୍ତି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଲଖନପୁର ବ୍ଲକ୍‌ ବିଜେଡି ମହିଳା ସଭାନେତ୍ରୀ ଓ ତାଙ୍କ ସ୍ୱାମୀ ମୃତ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଉଷାବତୀ ସାହୁ ଓ ତାଙ୍କ ସ୍ୱାମୀ ଶେଷଦେବ ସାହୁଙ୍କ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏନଏଚ ୪୯ ବାଘମୁଣ୍ଡା ଲୁହୁରାପଡ଼ା ନିକଟ ପୋଲ ଉପରେ ଏହି ଦୁର୍ଘଟଣା ଶୁକ୍ରବାର ଅପରାହ୍‌ଣ ୩ଟା ୧୫ରେ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ନଦୀପଠାରୁ ହାତୀ ଶାବକର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ବଣସିଂହ ପଞ୍ଚାୟତ ବଡନାଗନା ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀବାଲିପଠାରେ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ୩ ମାସର ଏକ ମୃତ ଅଣ୍ଡିରା ହାତୀଛୁଆକୁ ବନ ବିଭାଗ ଗତ ୧୯ ତାରିଖରେ ଉଦ୍ଧାର କରିଥିଲା। ସୂଚନା ଅନୁଯାୟୀ, ଦିପାବଳୀ ଦିନ ବଡନାଗନା ବ୍ରାହ୍ମଣୀ ବାଲିପଠାରେ…
ଅଧିକ ଖବର ଦେଖନ୍ତୁ...

ଫୁଲୁଛି ବୁଢ଼ାବଳଙ୍ଗ, ଜମ୍ଭୀରା : ଉଦଳାକୁ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା : ଲଘୁଚାପ ଜନିତ ଲଗାଣ ବର୍ଷା ସାରା ମୟୂରଭଂଜ ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଦୁଇଦିନ ଧରି ବର୍ଷା ଲାଗି ରହିଛି। ଶିମିଳିପାଳ ଜଙ୍ଗଲରେ ସର୍ବାଧିକ ବର୍ଷା ହେବା ଯୋଗୁଁ ତଳମୁଣ୍ଡରେ ବୁଢ଼ାବଳଙ୍ଗ, ସୋନ୍‌, ଜଂଭିରା, ଗଙ୍ଗାହାର ଆଦି ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ଏଣେ…
ଅଧିକ ଖବର ଦେଖନ୍ତୁ...

ଆଈର ଶବକୁ କାନ୍ଧରେ ବୋହି ନେଲେ ନାତି

ବଘିଆପଡ଼ା: ବାସନ୍ଦ ଆଳ ଦେଖାଇ ଜାତି ସମାଜ ଆସିଲେନି। ଘର ଡିହ ବିବାଦ ଯୋଗୁଁ ପୁଅ ବି ଆସିଲେନି। ଦୁଇଦିନ ଶବ ପଡ଼ି ରହିବା ପରେ ନାତି ଅର୍ଥାତ୍‌ ଝିଅର ପୁଅ ଆଈଙ୍କ ଶବକୁ ଏକା କାନ୍ଧେଇ ନେଇ ସତ୍କାର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତର ବଘିଆପଡ଼ାରେ। ଏହି…
ଅଧିକ ଖବର ଦେଖନ୍ତୁ...