ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ : ସମ୍ବର୍ଦ୍ଧନା ପରେ ଶିଳାନ୍ୟାସ

ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜିର ସୁନ୍ଦରଗଡ଼ ଜିଲ୍ଲା ଗସ୍ତକ୍ରମ ମାତ୍ର ଦୁଇ ଘଣ୍ଟା ୫୦ ମିନିଟ୍‌ର। ଏଥିପାଇଁ ଉଡ଼ିଥିଲା ଦୁଇଟି ବିମାନ। ସୁରକ୍ଷା ପାଇଁ ରାଉରକେଲା ସହରରେ ମୁତୟନ ହୋଇଥିଲେ ୩୨ ପ୍ଲାଟୁନ୍‌ ଓ ରାଜାଗଙ୍ଗପୁର ବିହାବନ୍ଧରେ ଥିଲେ ୧୫ ପ୍ଲାଟୁନ୍‌ ପୁଲିସ୍‌।…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଛି ଓମ୍‌ଫେଡ୍‌

ଭୁବନେଶ୍ୱର : ଓମ୍‌ଫେଡ୍‌ ପରିଚାଳନାଧୀନ ବିକେଏନ୍‌ (ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଦୁଗ୍ଧ ଉତ୍ପାଦକ ସଂଘ)ରେ ବ୍ୟାପକ ଆର୍ଥିକ ଅନିୟମିତତା ପଦାକୁ ଆସିବା ପରେ ବିଭାଗୀୟ ତଦନ୍ତ ହେଲା। ତଦନ୍ତକାରୀ ଅଧିକାରୀ ୨୦୧୫ ମସିହା ଅଗଷ୍ଟ ୨୯ ତାରିଖରୁ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ଆର୍ଥିକ ହେରଫେରରେ…
ଅଧିକ ଖବର ଦେଖନ୍ତୁ...

୩୧ରେ ଗଣଧାରଣା, ନଭେମ୍ବର ୫ରେ ରାଲି

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ରିପୋର୍ଟ ପ୍ରଦାନ ଦାବିରେ ନଭେମ୍ବର ୧୦ ତାରିଖ ଦିନ କଟକସ୍ଥିତ ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ହେବାକୁ ଥିବା ଗଣଧାରଣାକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି। ଏ ନେଇ ସଚେତନତା ସୃଷ୍ଟି ପାଇଁ ପଶ୍ଚିମ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟରେ ଶୁଣାଣି ଆଜି

କଟକ : ପ୍ରାୟ ୫୦ ଦିନ ହେବ ଅଚଳ ହୋଇପଡିଛି ସବରେଜିଷ୍ଟ୍ରାର ଅଫିସ । ଅଫିସ ଖୋଲା ଅଛି, ଅଫିସର ଆସୁଛନ୍ତି, ହେଲେ ସରକାରୀ କଟକଣା ଯୋଗୁ କାମ ଆଗେଇ ପାରୁନାହିଁ । କ୍ୟାସ୍‌ଲେସ ବ୍ୟବସ୍ଥାକୁ ନେଇ ଦୀର୍ଘ ୫୦ ଦିନ ଧରି ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ପୁଣି ଅଚଳ

ରାଉରକେଲା : ଭୋର୍‌ ୪ଟା ବେଳେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ୨୩ ନମ୍ବର ଟ୍ୟୁୟର୍‌ ବ୍ଲୋ ପାଇପ୍‌ ଫାଟିଯିବାରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’କୁ କର୍ତ୍ତୃପକ୍ଷ ୧୨ ଘଣ୍ଟା ଅଚଳ ରଖିବାକୁ ବାଧ୍ୟ ହୋଇଥିଲେ। ଏଥି ସହ ଦୁର୍ଗା ଉପରେ ନିର୍ଭରଶୀଳ ପୁରୁଣା ପ୍ଲେଟ୍‌ ମିଲ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ଛିନ୍‌ତାଇ ଘଟଣା : କ୍ୟାମେରାରୁ ଧରା ହେବେ ଫେରାର ପୁଲିସ

କଟକ : ଭୁବନେଶ୍ୱରରୁ ହାଓ୍ଵଡା ଯାଉଥିବା ସାଲିମାର୍‌ ଏକ୍ସପ୍ରେସ୍‌ରେ ତିନି କନେଷ୍ଟବଳ ଯାତ୍ରୀଙ୍କ ଟଙ୍କା ଛଡ଼ାଇବା ଘଟଣାକୁ ଗୁରୁତର ସହିତ ନେଇଛି ରେଳ ବିଭାଗ । ଗଲାକାଲି ଅଭିଯୁକ୍ତ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଥିବା ବେଳେ ସେମାନଙ୍କୁ କୈଫତ୍‌ ତଲବ କରାଯିବ । କେଉଁ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଯୋଗାଣ ବିଭାଗରେ କେଳେଙ୍କାରୀ : ‘ଛାୟା ଡିଲର’ ଉଠାଉଛନ୍ତି ପିଡିଏସ୍‌ ସାମଗ୍ରୀ

ଯାଜପୁର : ଯାଜପୁର ଜିଲ୍ଲାର ଯୋଗାଣ ବିଭାଗର କେଳେଙ୍କାରୀ ସମସ୍ତ ଆଇନ୍‌ର ସରହଦ ପାର୍‌ କରିଛି। ସବୁ ନୀତିନିୟମକୁ ଦଳିମକଚି ଯୋଗାଇ ଦିଆଯାଉଛି ପିଡିଏମ୍‌ ସାମଗ୍ରୀ। ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ତଥ୍ୟ ଅନୁଯାୟୀ, ଦୀର୍ଘ ୧୦ ବର୍ଷ ହେଲା ଦୁବାଇରେ ରହୁଥିବା ଜଣେ ଡିଲରଙ୍କ…
ଅଧିକ ଖବର ଦେଖନ୍ତୁ...

ଦୋଷ ମାନିବାକୁ ଚାପ ପକାଉଥିଲା ପୁଲିସ

କୋରାପୁଟ/ପଟାଙ୍ଗୀ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଅଟକ ରଖିଥିବା ସଂପର୍କୀୟ ଭାଇ ଗାଁରେ ପହଞ୍ଚିଛନ୍ତି। ପୁଲିସ ହେପାଜତରେ ପ୍ରାୟ ସପ୍ତାହେ ରହିବା ପରେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ଆଉ ୨ ଡେଙ୍ଗୁରୋଗୀ

ବାଲେଶ୍ୱର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ରବିବାର ସକାଳେ ଭୋଗରାଇ ଓ ବସ୍ତା ଅଞ୍ଚଳରୁ ଦୁଇଜଣ ଡେଙ୍ଗୁରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୋଗରାଇ ରସଲପୁର ଅଞ୍ଚଳର ପବିତ୍ର ବାରିକ ଏକ ସପ୍ତାହ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ।…
ଅଧିକ ଖବର ଦେଖନ୍ତୁ...

ହେଲିକପ୍ଟରରେ ପୁଲିସ କ୍ୟାମ୍ପକୁ ଯିବ ରାସନ୍‌  

ମାଲକାନଗିରି : ପୁଲିସ କ୍ୟାମ୍ପକୁ ରାସନ ନେଇ ଯାଉଥିବା ବୋଟକୁ ମାଓବାଦୀ ଲୁଟ୍‌ କରିବା ପରେ ବିକଳ୍ପ ପଥ ବାଛିବାକୁ ବାଧ୍ୟ ହୋଇଛି ପୁଲିସ। ପୂର୍ବଭଳି ଆଉ ଜଳପଥରେ ରାସନ ପରିବହନ ହେବନାହିଁ। ଆକାଶ ମାର୍ଗରେ କୁନ୍ତୁରପଦର ପୁଲିସ କ୍ୟାମ୍ପକୁ ପଓ୍ଵନହଂସ ହେଲିକପ୍ଟର ଯୋଗେ ରାସନ୍‌ ଯିବ ବୋଲି…
ଅଧିକ ଖବର ଦେଖନ୍ତୁ...