ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ମାଓବାଦୀଙ୍କ ବର୍ବରକାଣ୍ଡ : ଚିତ୍ରକୋଣ୍ଡା ଘାଟରେ ବୋଟ୍‌ ଚାଳକଙ୍କୁ ହତ୍ୟା

ମାଲକାନଗିରି : ବନ୍ଦ ପାଳନର ଦିନକ ପରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ରାତି ଅନ୍ଧାରରେ ହିଂସା ଘଟାଉଥିବା ମାଓବାଦୀ ପୁଲିସକୁ ଚ୍ୟାଲେଞ୍ଜ ଦେଇ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ବିଚ୍ଛିନ୍ନାଞ୍ଚଳ ପଣସପୁଟ…
ଅଧିକ ଖବର ଦେଖନ୍ତୁ...

ଚିପିଲିମା ପାଓ୍ଵାର ଚେନାଲ୍‌ରୁ ଇଂଜିନିୟରିଂ ଛାତ୍ରଙ୍କ ଶବ ଉଦ୍ଧାର

ଧନକଉଡ଼ା/ବୁର୍ଲା : ସମ୍ବଲପୁର ମହାନଗର ନିଗମ ବୁର୍ଲା ଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ ପାଓ୍ଵାର୍‌ ଚେନାଲ୍‌ରୁ ରବିବାର ଭିସୁଟ୍‌ର କମ୍ପ୍ୟୁଟର୍‌ ସାଇନ୍‌ସ ତୃତୀୟ ବର୍ଷ ଛାତ୍ର ମାନସ ରଂଜନ ସେଠୀ (୨୨)ଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ମାନସ ଗତ ୧୯ ତାରିଖ ସନ୍ଧ୍ୟାରୁ ନିଖୋଜ ଥିବା ବେଳେ ଏ…
ଅଧିକ ଖବର ଦେଖନ୍ତୁ...

ଦୁଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ

ନୟାଗଡ଼/ନୂଆଗାଁ/ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସିକ୍ରିଡ଼ା ପଞ୍ଚାୟତ ଲୁଣିସରା ଭୋଇସାହି ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଦଶପଲ୍ଲା…
ଅଧିକ ଖବର ଦେଖନ୍ତୁ...

ପାଗଳା କୁକୁର ଆତଙ୍କ:୧୩ ଗୁରୁତର

ଠାକୁରମୁଣ୍ଡା : ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ପାଗଳା କୁକୁର କାମୁଡ଼ାରେ ୧୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ଠାକୁରମୁଣ୍ଡା ବଜାରରେ। ଗୁରୁତରମାନେ ହେଲେ ପଣସଡିହା ଗ୍ରାମର ଜାଗର ଦେହୁରୀ(୪୦), ମିଟୁଆଣୀର ବାସନ୍ତୀ ବଂଶୁଳିଆ(୩୦), ନୂଆଗାଁ ବୁଧୁସାହିର ରଙ୍ଗାଧର…
ଅଧିକ ଖବର ଦେଖନ୍ତୁ...

କାଳୀପୂଜା ଭୋଗଖାଇ ଶତାଧିକ ଅସୁସ୍ଥ

ଭୋଗରାଇ : କାଳୀପୂଜା ଭୋଗ ଖାଇ ଗୋଟିଏ ଗାଁର ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୋହରିଆ ପଞ୍ଚାୟତ ରାଇପୁର ଗାଁରେ ଗତ ଗୁରୁବାର ଦିନ ରାତିରେ କାଳୀପୂଜା ହୋଇଥିଲା । ତା’ପରଦିନ ସକାଳେ ଗ୍ରାମବାସୀଙ୍କୁ ପୂଜାରେ ଲାଗିଥିବା ଭୋଗ ସହିତ ପୁରି…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ମହିଳାଙ୍କ ସମେତ ଦୁଇ ଗୁରୁତର

ଧର୍ମଗଡ଼/ନୂଆପଡ଼ା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ର ଭିନ୍ନ ଭିନ୍ନ ଦୁଇଟି ଜାଗାରେ ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଲାମୁଣ୍ଡା ଥାନା ବୈଜଲପୁର ଗାଁର ବାସୁ ମାଝୀ (୫୫) ତାଙ୍କ ବିଲକୁ ଯାଇଥିବା ସମୟରେ ଏକ ଭାଲୁ ଆକ୍ରମଣ କରିଥିଲା। ବହୁ କଷ୍ଟରେ ଭାଲୁଠାରୁ ସେ…
ଅଧିକ ଖବର ଦେଖନ୍ତୁ...

ବିକାଶ କାମରେ ଯୁବଶକ୍ତି ସାମିଲ ହୁଅନ୍ତୁ: ନବୀନ

ରାଉରକେଲା/ସୁନ୍ଦରଗଡ଼: ଓଡ଼ିଶାର ଆଦିବାସୀ ଆଜିର ଦିନରେ ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। ସେମାନେ ଆଗକୁ ମଧ୍ୟ ଏହି କାମ ଜାରି ରଖନ୍ତୁ। ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରାକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମାଓବାଦୀ ଗୁଳିରେ ଜଣେ ମୃତ

ମାଲକାନଗିରି: ରବିବାର ମଧ୍ୟାହ୍ନରେ ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପାଖି ଗ୍ରାମର ଜଣେ ବ୍ୟକ୍ତି ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ପୀଡ଼ିତ ଶାମା ପାଙ୍ଗୀ ସ୍ପିଲ୍‌େଓ୍ଵ ଲଞ୍ଚ୍‌ ଘାଟରେ କାମ କରୁଥିବାବେଳେ ବିଚ୍ଛିନ୍ନାଞ୍ଚଳରୁ ମାଓବାଦୀମାନେ ଏକ ଘରୋଇ ବୋଟ୍‌ ଯୋଗେ ଆସି ତାଙ୍କ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ବିଜୁଳି ଆଘାତରେ ଜଣେ ମୃତ

କେନ୍ଦ୍ରାପଡ଼ା: ରବିବାର ବିଜୁଳି ଆଘାତରେ କେନ୍ଦ୍ରପଡ଼ା ଜିଲ୍ଲା ଅନ୍ତର୍ଗତ କରିଲୋପାଟଣା ଗ୍ରାମର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପାଣି ପମ୍ପ୍‌ ଚଳାଉଥିବାବେଳେ କୌଣସି କାରଣରୁ ରଞ୍ଜନ ନାୟକଙ୍କୁ ବିଜୁଳି ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଭାଲୁ ଆକ୍ରମଣରେ ବୃଦ୍ଧା ଆହତ

ନୂଆପଡ଼ା: ଆଜି ସକାଳେ ଖରିଆଳ ରେଞ୍ଜ୍‌ ଅନ୍ତର୍ଗତ ବେଲପଡ଼ା ଗ୍ରାମର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଛନ୍ତି। ସକାଳେ ଯୁମୁନା ମାଝୀ ନାମ୍ନୀ ଜଣେ ବୃଦ୍ଧା ଶୌଚ ହେବା ନିମନ୍ତେ ଗାଁ ବାହାରକୁ ଯାଇଥିବାବେଳେ ଅକସ୍ମାତ ଦୁଇଟି ଭାଲୁ କୁଆଡୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର…
ଅଧିକ ଖବର ଦେଖନ୍ତୁ...