ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଆନ୍ଦୋଳନ ଜାରି ରଖିବେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: ରାଜ୍ୟ ସରକାର ଓ ଅଙ୍ଗନବାଡ଼ି କର୍ମୀ ସଂଘ ମଧ୍ୟରେ ହୋଇଥିବା ଆଲୋଚନା ଆଜି ବିଫଳ ହୋଇଛି। ସଂଘର ବିଭିନ୍ନ ଦାବି ଉପରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ୪୫ଦିନ ସମୟ ମାଗିଥିବା ଜଣାପଡ଼ିଛି। ଏହି ସମୟ ମଧ୍ୟରେ ଆନ୍ଦୋଳନରୁ ଓହରିଯିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଯବାନଙ୍କ ଗଣଦୁଷ୍କର୍ମ!

କୋରାପୁଟ/ପଟାଙ୍ଗୀ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୪ଜଣ ଯବାନ ଏହି ଗଣଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କିଶୋରନଗରରେ ଟ୍ରିପଲ୍‌ ମର୍ଡର୍‌: ୩ ଜଣଙ୍କୁ ତଣ୍ଟି କାଟି ଫିଙ୍ଗିଦେଲେ

ଅନୁଗୁଳ/ବଇଣ୍ଡା/ପାଇକସାହି: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରିମଳିହା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଏବଂ ନାବାଳକ ପୁଅର ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରିବା ସହିତ ଘରୁ ସୁନାଗହଣା, ୧…
ଅଧିକ ଖବର ଦେଖନ୍ତୁ...

ସଚିନ ତେନ୍ଦୁଲକରଙ୍କ ଭଲିବଲ ପ୍ରେମ, ଓଡ଼ିଆ ଷ୍ଟାର ଖେଳାଳିଙ୍କୁ କଲେ ପ୍ରଶଂସା

ମୁମ୍ବାଇ: ବିଶ୍ୱ ପ୍ରସିଦ୍ଧ ଖେଳାଳି ତଥା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଓଡ଼ିଶାର ଷ୍ଟାର ମହିଳା ଭଲିବଲ ଖେଳାଳି ସିରିସା କର୍ମୀଙ୍କ ପ୍ରଦର୍ଶନକୁ ବହୁ ପ୍ରଶଂସା କରିଛନ୍ତି। ଏକ ଟୁଇଟରେ ସଚିନ କହିଛନ୍ତି, ସିରିସାର ସ୍ୱପ୍ନ ତା’ର ମା’, ଗ୍ରାମ, ରାଜ୍ୟ ଓ ସର୍ବୋପରି…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷିତ ଦୀପାବଳି ପାଇଁ କମିସନ୍‌ରେଟ ପୁଲିସ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଉତ୍ସବ ପାଳନ ପାଇଁ ଖୁବ ଉତ୍ସାହର ସହ ଲୋକମାନେ ଅପେକ୍ଷା କରି ରହିଥାଆନ୍ତି। ତେବେ ପ୍ରତିବର୍ଷ ଦୀପାବଳିରେ ବାଣ ଫୁଟାଇବା ବେଳେ ବିିଭିନ୍ନ ଦୁର୍ଘଟଣାମାନ ଘଟି କିଛି ଲୋକଙ୍କ ମୃତ୍ୟ ହୋଇଥିବା ଖବର ମିଳିଥାଏ। ଚଳିତବର୍ଷ ମଧ୍ୟ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ଡାକ୍ତରୀ ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ: ପୀଡିତାଙ୍କ ବୟାନ ରେକର୍ଡ କଲା ପୁଲିସ

କଟକ: କଟକ ବଡ ମେଡିକାଲର ଜଣେ ଡାକ୍ତରୀ ଛାତ୍ରୀ ସିନିଅର୍‌ ଡାକ୍ତରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମଙ୍ଗଳବାର ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ। ସୂଚନାଯୋଗ୍ୟ, ଡେଣ୍ଟାଲ ବିଭାଗର ଜଣେ ଛାତ୍ରୀ ଆସୋସିଏଟ୍‌ ପ୍ରଫେସର ଏବଂ ସିନିଅର୍‌ ରେସିଡେଂଟ୍‌ ଡାକ୍ତରଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ୨ଟି ସ୍ଥାନରେ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ସେହିଭଳି ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ହମାମୀରା ଗାଁରେ କିଡନି ରୋଗ ଆତଙ୍କ, ୨୨ ଆରପାରିରେ, ୫ ଜଣ ଜୀବନ ସହ କରୁଛନ୍ତି ସଂଗ୍ରାମ

ଅନୁଗୁଳ(ସୁବ୍ରତ କୁମାର ସାମଲ): କିଏ ଭେଣ୍ଡିଆ ପୁଅକୁ ହରାଇଛି ତ କିଏ ରୋଜଗାରିଆ ସ୍ୱାମୀକୁ...। କିଏ ବାପା-ମା’କୁ ହରାଇ ଅନାଥ ହୋଇଛି ତ କିଏ ଆଖି ଆଗରେ ଝିଅର ମୃତ୍ୟୁ ଦେଖିଛି। ପୁଣି କାହା ଦେହରେ ଭଉଣୀର କିଡ୍‌ନି ପ୍ରତିରୋପଣ ହୋଇଛି ତ କିଏ ପିଉସୀ ପ୍ରଦତ୍ତ କିଡ୍‌ନିରେ ଯନ୍ତ୍ରଣାସିକ୍ତ ଜୀବନ…
ଅଧିକ ଖବର ଦେଖନ୍ତୁ...

ବାଣୀବିହାରରେ ଶାନ୍ତିି ଫେରାଇ ଆଣିବାକୁ ଧାରଣାରେ ବସିଲେ କୁଳପତି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ଛାତ୍ର ଅଶାନ୍ତି ଓ ଗଣ୍ଡଗୋଳକୁ ବିରୋଧ କରି ଆଜି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦାକୁ ଗୋଡ଼ କାଢ଼ିଛନ୍ତି। ନିର୍ଦ୍ଦିଷ୍ଟ କେତେକ ଛାତ୍ରଗୋଷ୍ଠୀ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ସୃଷ୍ଟି କରୁଥିବାରୁ ବିଶ୍ୱବିଦ୍ୟାଳୟର ଗାରିମାରେ ଆଞ୍ଚ…
ଅଧିକ ଖବର ଦେଖନ୍ତୁ...

ଅପପୁଷ୍ଟିରେ ୨ ଶିଶୁ, ଚିକିତ୍ସା ପାଇଁ ଏନ୍‌ଆର୍‌ସିରେ ଭର୍ତ୍ତି

ଚଣ୍ଡିଖୋଲ୍‌/ବ୍ୟାସନଗର : ଯାଜପୁରର ବଡ଼ଚଣାରେ ନଗଡ଼ାର ପ୍ରତିଛବି। ଏଠି ବି ଅପପୁଷ୍ଟିର ଶିକାର ହେଉଛନ୍ତି ଆଦିବାସୀ ପିଲା। ଗୋଟିଏ ପରିବାରର ୨ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଏହି ୨ ଶିଶୁଙ୍କୁ ଆଜି ଯାଜପୁରରୋଡ ଏନ୍‌ଆର୍‌ସି (ପୁଷ୍ଟି ସାଧନ କେନ୍ଦ୍ର)ରେ ଭର୍ତ୍ତି କରାଯାଇଛି। ଡାକ୍ତର…
ଅଧିକ ଖବର ଦେଖନ୍ତୁ...