ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଛଅଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରି ଆଜି ଭୁବନେଶ୍ୱର ଫେରିଛନ୍ତି। ଏହି ଗସ୍ତ ସମୟରେ ସେ ଦୁଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଓ ପୀୟୂଷ ଗୋଏଲ୍‌ଙ୍କୁ ଭେଟି ରାଜ୍ୟର ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ଭୁବନେଶ୍ୱର ଫେରିଲା ପରେ…
ଅଧିକ ଖବର ଦେଖନ୍ତୁ...

ସିରିଜ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ

ଖଣ୍ଡଗିରି : ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ତଳଖେତା ଛକରେ ଶୁକ୍ରବାର ଅପରାହ୍ଣ ୩ଟାରେ ଘଟିଥିବା ଏକ ସିରିଜ୍‌ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୀମଟାଙ୍ଗି ବେହେରାସାହିର ଭଗବାନ ପଟ୍ଟନାୟକଙ୍କ ପୁଅ ଅନୀଲ (୨୪)। ପୁଲିସ ବ୍ୟବଚ୍ଛେଦ କରାଇବା ପରେ ପରିବାର…
ଅଧିକ ଖବର ଦେଖନ୍ତୁ...

ନର୍ସିଂହୋମ୍‌ରେ ଉତ୍ତେଜନା

କେନ୍ଦ୍ରାପଡ଼ା : ଜଣେ ପ୍ରସୂତିଙ୍କୁ ମେଡିକାଲ ଶିଡିରେ ୮/୯ଥର ଉପରତଳ କରାଇବା ଏବଂ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ଗର୍ଭାଶୟ କାଟି ଦେବା ଭଳି ସଙ୍ଗିନ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କେନ୍ଦ୍ରାପଡ଼ାର ସାଇ ହସ୍‌ପିଟାଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ସ୍ୱାମୀ…
ଅଧିକ ଖବର ଦେଖନ୍ତୁ...

ନରହନ୍ତା ଦନ୍ତା ନେଲା ଆଉ ଦୁଇ ଜୀବନ

କଣିହାଁ/ଛେଣ୍ଡିପଦା : କିଛି ଦିନର ନିରବତା ପରେ ପୁଣି ମାତିଛି ନରହନ୍ତା ଦନ୍ତା। ଆଜି ସକାଳେ ଏହି ଦନ୍ତା ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ଜଣେ ମହିଳା ଓ ଜଣେ ଯୁବକଙ୍କର ଜୀବନ ନେଇଛି। ମୃତକ ଦୁଇଜଣ ହେଲେ କଣିହାଁ ଥାନା ବଡ଼ଚାଙ୍ଗୁଡ଼ିଆ ଗାଁର କୁବେର ସାହୁଙ୍କ ପତ୍ନୀ ଅହଲ୍ୟା ସାହୁ (୪୫) ଏବଂ…
ଅଧିକ ଖବର ଦେଖନ୍ତୁ...

ଜେଲରେ ସୁରକ୍ଷାରେ ଅବ୍ୟବସ୍ଥା: କେନ୍ଦୁଝରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଓଗଡରେ ଜେଲ୍‌ରୁ କଏଦୀ ଚମ୍ପଟ

କେନ୍ଦୁଝର/ଦେବଗଡ: କେନ୍ଦୁଝର ଜେଲ୍‌ରେ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଦଣ୍ଡ ଭୋଗୁଥିବା ରୁଡିଆ ପ୍ରଧାନ(୩୩) ରବିବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଏକ ଧାରୁଆ ବ୍ଲେଡ୍‌ରେ ଗଳା କାଟୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରୁଡିଆଙ୍କ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ କଏଦୀର ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜେଲ୍‌ରେ ଜଣେ କଏଦୀ ଜୁଡିଆ ପ୍ରଧାନ (୩୩) ଆଜି ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପର ଧାଙ୍ଗରପଡା ଗାଁ’ର…
ଅଧିକ ଖବର ଦେଖନ୍ତୁ...

ସେବାଧାମ କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ, ୩ ଗୁରୁତର

ଦେବଗଡ଼/ରିଆମାଳ : ମୃତ୍ୟୁ କାହା ପାଇଁ କେଉଁ ପରିସ୍ଥିତିରେ ଆସିବ ତାହା କେହି ବି କହିପାରିବେ ନାହିଁ। ଚାରିଆଡ଼େ ଦଶହରା ଉତ୍ସବ ପାଇଁ ଖୁସିର ପରିବେଶ ଥିବା ବେଳେ ଏକ ଅଭାବନୀୟ ପରିସ୍ଥିତିରେ ଆଖି ବୁଜିବାକୁ ପଡ଼ିଛି ଦୁଇ ଜଣ ନିରୀହ ଶିଶୁଙ୍କୁ। ଘଟଣାଟି ଘଟିଛି ଶନିବାର ସକାଳେ ଦେବଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବସ ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର : ଆଜି ସଂଧ୍ୟାରେ ବାଲେଶ୍ୱର ସହର ପୁଲିସ୍‌ଲାଇନ ସାହୁ ତେଲ ଟାଙ୍କି ସାମ୍‌ନାରେ ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ଜ୍ୟୋତିରଂଜନ ଜେନା (୨୦)। ଏହି ଘଟଣାରେ ଅନ୍ୟ ଜଣେ ଛାତ୍ର ଅଭିଷେକ ବେହେରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ୟାଙ୍କରକୁ ଧକ୍କା ଦେଲା କାର୍‌ : ଜଣେ ମୃତ, ୪ଆହତ

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ୫ନଂ ଜାତୀୟ ରାଜପଥର କହରାପୋଖରୀ ଶାସନ ନିକଟରେ ଗ୍ୟାସ ଟ୍ୟାଙ୍କରକୁ କାର ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଥିିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପୁରୀରୁ ବୁଲାବୁଲି ସାରି ପଶ୍ଚିମବଙ୍ଗର ହାଓ୍ଵାଡା ଜିଲ୍ଲା ମାଲିପଞ୍ଚଭର ଥାନାର…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଚୀନାବାଦାମ ଗୋଦାମରେ ନିଅାଁ

ଯାଜପୁର: ଶନିବାର ରାତି ଦୁଇଟା ପରେ ଏକ ଗୋଦାମରେ ନିଅାଁ ଲାଗି ୨ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ଚୀନାବାଦାମ ପୋଡ଼ି ପାଉଁଶ ହୋଇଯାଇଛି। ଯାଜପୁର ବ୍ଲକ୍‌ ଅନ୍ତର୍ଗତ ସୁଜନପୁର ପଞ୍ଚାୟତ ଅଞ୍ଚଳର ରଘୁନାଥପୁର ଗାଁ’ରେ ଅବସ୍ଥିତ ସୁରେଶ ଆଚାର୍ଯ୍ୟଙ୍କ ଚୀନାବାଦାମ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡ…
ଅଧିକ ଖବର ଦେଖନ୍ତୁ...