ସାଢ଼େ ୨ଟା ସୁଦ୍ଧା ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ଆଜି ଦିନ ସାଢ଼େ ୨ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁଯାୟୀ, ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ରହିଛି ୪୩.୮ ଡିଗ୍ରି ସେଲସିଅସ୍। ଏହାଛଡ଼ା ସମ୍ବଲପୁରରେ ତାପମାତ୍ରା ୪୨.୪, ଚାନ୍ଦବାଲି ଓ କେନ୍ଦୁଝରରେ ୪୨.୨, ହୀରାକୁଦରେ ୪୨, ରାଉରକେଲାରେ ୪୧.୮, ଭୁବନେଶ୍ୱରରେ ୪୧.୪, ବାଲେଶ୍ୱରରେ ୩୯.୪, ପାରାଦୀପରେ ୩୪.୮, ପୁରୀରେ ୩୪.୪ ଓ  ଗୋପାଳପୁରରେ ୩୩.୬ ଡିଗ୍ରି ସେଲସିଅସ୍ ରହିଛି।

ସମ୍ବନ୍ଧିତ ଖବର