Advertisment
Latest Posts
Advertisment
ଜିଲ୍ଲା
ଗଛରେ ଝୁଲିଲା କାର; ତାକୁ ଦେଖୁ ଦେଖୁ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରକ୍
ଆଜି ସକାଳେ ସିନେମା ଷ୍ଟାଇଲରେ ଏକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ କାରଟି ରାସ୍ତା କଡରେ ଥିବା ଏକ ଗଛ ଉପରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି ଟ୍ରକ ଚାଳକ ଅନ୍ୟମନସ୍କ ହୋଇ ତାହାକୁ ଦେଖୁଥିବା ବେଳେ ସେହି ଟ୍ରକଟି ସମ୍ମୁଖରେ ଥିବା ଏକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା ।
Gallery
ଗଛଭାଙ୍ଗି ରାସ୍ତା ଅବରୋଧ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
ବାଣିଜ୍ୟ
ମୋଦୀ ଜଣେ ଅବତାରୀ ପୁରୁଷ: ଅମ୍ବାନୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ଶିଳ୍ପ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଗବାନ ପଠାଇଥିବା ଜଣେ ଅବତାରୀ ପୁରୁଷ ବୋଲି କହିଛନ୍ତି।
ଅପରାଧ
ମହିଳା କନେଷ୍ଟବଳ ହତ୍ୟା ମାମଲା: ତିନି ଅଭିଯୁକ୍ତକୁ ଜେରା କଲା ପୁଲିସ
କମିସନରେଟ ପୁଲିସ ଅଧୀନରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ପୁଲିସ ଆଜି ସନ୍ଧ୍ୟାରେ ତିନି ଜଣଙ୍କୁ ଜେରା କରିଛି। ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସହିତ ପପୁ ଓ ଜଟିଆଙ୍କୁ ପୁଲିସ ସାମ୍ନାସାମ୍ନି ଜାରି କରିଛି।
ମନୋରଞ୍ଜନ
ଯୋଗୀ ସରକାରଙ୍କ ବଡ ଆକ୍ସନ, ଦିଶାଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଅପରାଧୀଙ୍କୁ ଏନକାଉଣ୍ଟର
ଉତ୍ତରପ୍ରଦେଶର ବରେଲିରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଉତ୍ତରପ୍ରଦେଶ ସ୍ପେଶାଲ୍ ଟାସ୍କ ଫୋର୍ସ (STF) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି |
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।