29 September 2016
5:22:10 AM
image
Sambad News
  • କଲେଜ ପରିସରରେ ଦୁଇ ପ୍ଲାଟୁନ୍‌ ପୁଲିସ ମୁତାୟନ

  • କଲେଜ କ୍ୟାମ୍ପୋସ ଜିଲ୍ଲା ପ୍ରସାଶନକୁ ହସ୍ତାନ୍ତର

  • ହଷ୍ଟେଲ ଖାଲି କରିବାକୁ ଛାତ୍ରାଛାତ୍ରୀଙ୍କୁ ନିର୍ଦେଶ

  • ଛାତ୍ର ସଂସଦ ନିର୍ବାଚନ ବାତିଲ

  • କିରୋସିନ ଢ଼ାଳି ଆଶାୟୀ ପାର୍ଥୀଙ୍କ ଆତ୍ମାହୁତି ଉଦ୍ୟମ

  • ବିଜେପି କଲେଜରେ ସାଇନ୍‌-ଏ-ଡାଏ

  • ଆଠମଲ୍ଲିକ ବସ୍‌ ଦୁର୍ଘଟଣାରେ ବସ ମାଲିକଙ୍କ ଗିରଫଦାରୀର ପ୍ରତିବାଦ କରି ଓଡ଼ିଶା ବସ ମାଲିକ ସଂଘ ପକ୍ଷରୁ ଦିଆଯାଇଛି ଏହି ବନ୍ଦ ଡାକରା

  • ଗୁରୁବାର ୨୪ଘଣ୍ଟିଆ ବସ୍‌ ବନ୍ଦ

  • ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସାର୍କ ସମ୍ମିଳନୀ ବାତିଲ୍‌, ନଭେମ୍ବର ମାସରେ ପାକିସ୍ତାନରେ ଅନୁଷ୍ଠିତ ହୋଇଥାଆନ୍ତା ସାର୍କ ସମ୍ମିଳନୀ

  • ଅକ୍ଟୋବର ଏକରେ ନୂତନ ଦାୟିତ୍ୱ ଗ୍ରହଣ କରିବେ ସୁବାସ ଚନ୍ଦ୍ର

  • କର୍ଣାଟକର ମୁଖ୍ୟ ଶାସନ ସଚିବ ହେବ ସୁବାସ ଚନ୍ଦ୍ର

  • ଭୁବନେଶ୍ୱର ଜାଗମରା ନିକଟରେ ଗୁଳିକାଣ୍ଡ । ଲିଜର୍‌ ଆଣ୍ଡ ପ୍ଲେଜର୍‌ ରେଷ୍ଚୁରାଣ୍ଟ ସାମ୍ନାରେ ଗୁଳିକାଣ୍ଡ

  • ବାପୁଜୀ ନଗର ୟୁକୋ ବ୍ୟାଙ୍କରୁ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୭ ପ୍ୟାକେଟ୍‌ ସୁନା ଲୁଟ୍‌

  • ଆଲୋଚନା ପରେ ନିଷ୍ପତ୍ତି: କ୍ୟାପିଟାଲ୍‌ ଲ’ କଲେଜରେ ହେବ ଛାତ୍ର ସଂସଦ ନିର୍ବାଚନ

କଟାକ୍ଷ

 ଛତିଶିଗଡ଼ର ସଙ୍ଗେ ନଢ଼ିବାକୁ

ଓଡ଼ିଶାର ତଥ୍ୟ ନାଇଁ
 
ତଥ୍ୟ ନ ଧରିଣ ନବୀନ କହନ୍ତି
 
ଯିବେ ସେ ନଢ଼ିବା ପାଇଁ.....
 
ତାଙ୍କ ପରି ବୀର କାଇଁ....?
 
ନିରସ୍ତ୍ର ହୋଇଣ ଯୁଦ୍ଧ କ୍ଷେତ୍ରେ ଯିବ
 
ଶତ୍ରୁଠୁ ହାରିବା ପାଇଁ.....
ବର୍ତ୍ତମାନ ରାଜ୍ୟର ବଡ଼ ବଡ଼ ସହରରେ ଅପରାଧର ମାତ୍ରା ବଢ଼ିବାରେ ଲାଗିଛି। ବିଶେଷ କରି ମହିଳାମାନଙ୍କ ଉପରେ ଅପରାଧୀଙ୍କ ନଜର ରହୁଥିବା ଦେଖିବାକୁ ମିଳୁଛି। ଏହା ପୁଲିସ ପ୍ରସାଶନର ଉଦାସୀନତା ବୋଲି ଆପଣ ଭାବୁଛନ୍ତି କି?


Vote
View Result

ଓଡ଼ିଶାର ସର୍ବାଧିକ ପ୍ରସାରିତ ଦୈନିକ ‘ସମ୍ବାଦ’ର ପ୍ରକାଶନ ଆରମ୍ଭ ହୋଇଥିଲା ୧୯୮୪ ମସିହାରେ । ‘ସମ୍ବାଦ’ର ଆଠଟି ସଂସ୍କରଣ ଓଡ଼ିଶାର କୋଣଅନୁକୋଣର ଘଟଣା ପ୍ରବାହକୁ ନିଜ ପୃଷ୍ଠାରେ ସ୍ଥାନିତ କରି ପାଠକଙ୍କ ପ୍ରଥମ ପସନ୍ଦ ରୂପେ ପରିଗଣିତ ହେଉଛି । ଖବର ପରିବେଷଣ ଓ ମୁଦ୍ରଣ ପ୍ରଯୁକ୍ତିରେ ବୈପ୍ଲବିକ ପରିବର୍ତନ ଆଣିଥିବା ‘ସମ୍ବାଦ’ ପାଲଟିଛି ୭୦ ଲକ୍ଷ ପାଠକଙ୍କ ପ୍ରିୟ ଦୈନିକ। ପ୍ରଥମ ଥର ଲାଗି ପ୍ରାତଃ ସଂସ୍କରଣ, ରଙ୍ଗିନ ପତ୍ରିକା ଓ ଆଞ୍ଚଳିକ ସଂସ୍କରଣ ଭଳି ଆଧୁନିକ ତଥା ଯୁଗୋପଯୋଗୀ ଚିନ୍ତାଧାରାକୁ ଓଡ଼ିଶାରେ ପ୍ରବର୍ତନ କରିଥିବା ‘ସମ୍ବାଦ’ ଏବେ ଡିଜିଟାଲ୍‌ ମିଡିଆରେ ପ୍ରବେଶ କରିଛି। ମୋବାଇଲ୍‌, ଟାବ୍‌ଲେଟ୍‌ ଓ ବିବିଧ କମ୍ପ୍ୟୁଟର୍‌ରେ ଇଣ୍ଟରନେଟ୍‌ ବ୍ୟବହାରକାରୀ ତଥା ନୂଆପିଢ଼ିର ପାଠକଙ୍କୁ ଏବେ ତାଜା ଖବର ଯୋଗାଇଦେବ ‘ସମ୍ବାଦ’ର ଏହି ୱେବ୍‌ପୋର୍ଟାଲ୍‌।