Daily Archives

November 17, 2017

ଶନିବାର ବିଳମ୍ବରେ ଛାଡ଼ିବ ଜମ୍ମୁ ତଓ୍ଵି ଏକ୍ସପ୍ରେସ୍‌

ସମ୍ବଲପୁର : ଟ୍ରେନ୍‌ ନଂ ୧୮୧୦୯ ସମ୍ବଲପୁର ଜମ୍ମୁତଓ୍ଵି ଏକ୍ସପ୍ରେସ୍‌ ୧୮ ତାରିଖ ଶନିବାର ଦିନ ସକାଳ ୭ଟା ୫୫ ପରିବର୍ତେ ୯ଟା ୫୫ରେ ସମ୍ବଲପୁର ଛାଡ଼ିବ। ଫେରନ୍ତା ଟ୍ରେନର ବିଳମ୍ବ କାରଣରୁ ଏହାର ଛାଡ଼ିବା ସମୟ ପୁନଃ ନିର୍ଧାରିତ ହୋଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।
ଅଧିକ ଖବର ଦେଖନ୍ତୁ...

ନରସିଂହପୁରରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

ନରସିଂହପୁର : ନରସିଂହପୁର ତହସିଲ୍‌ ସମ୍ମୁଖରେ ଆଜି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ହଜାର ହଜାର କ୍ଷତିଗ୍ରସ୍ତ ଏକ ବିଶାଳ ଶୋଭଯାତ୍ରାରେ ନରସିଂହପୁର ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ସହର ପରିକ୍ରମା କରିବା ସହ ତହସିଲ୍‌ ସମ୍ମୁଖରେ ଆୟୋଜିତ ପ୍ରତିବାଦ…
ଅଧିକ ଖବର ଦେଖନ୍ତୁ...

ଭୀମରାଜପୁରରେ ବୋମା ମାଡ଼

ସାଲେପୁର : ଜଗତପୁର ଥାନା ଅନ୍ତର୍ଗତ ସାଲେପୁର ବ୍ଲକ୍‌ ଭୀମରାଜପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଏହି ବୋମାମାଡରେ ଘରର କାନ୍ଥ ଭାଙ୍ଗି ଯାଇଛି। ବୋମାମାଡ଼ ସଂପର୍କରେ ଅକ୍ଷୟ କୁମାର ବେହେରା (ଫକୀର) ଜଗତ୍‌ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁଥିରେ ବୋମାମାଡ…
ଅଧିକ ଖବର ଦେଖନ୍ତୁ...

ଶ୍ୟାମପୁରରେ ଗୁଳିକାଣ୍ଡ, ଜଣେ ଆହତ

ଖଣ୍ଡଗିରି : ଆଜି ସନ୍ଧ୍ୟାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପବିତ୍ର ସେଠୀ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ପବିତ୍ର ସେଠୀ ସମ୍‌ ହସ୍ପିଟାଲର ସିକ୍ୟୁରିଟ୍‌ ଗାର୍ଡ ଅଟନ୍ତି।…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ମୁହଁରୁ ବର୍ତ୍ତିଗଲା ଶିଶୁ

ବ୍ୟାସନଗର : ଯାଜପୁର ରୋଡ଼୍‍ ନିକଟ ବ୍ୟାସସରୋବରେ ଏକ ଦେଢ଼ବର୍ଷର ଶିଶୁପୁତ୍ରକୁ ହତ୍ୟା ଉଦ୍ୟମ କରାଯାଇଛି। ମାତ୍ର ଶିଶୁଟିର ଚିତ୍କାର ଶୁଣି ଜଣେ ଗୁପ୍‌ଚୁପ୍‌ ବିକାଳୀ ଓ କେତେକ ଗ୍ରାମବାସୀ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତ କୌଶଳକ୍ରମେ ଗ୍ରାମବାସୀଙ୍କୁ ଚକ୍‌ମା ଦେଇ ଘଟଣାସ୍ଥଳରୁ ଖସିଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିହାରରେ ପୁଣି ଥରେ ମେଣ୍ଟ ସମ୍ଭାବନା: ରାହୁଲ ଓ ତେଜସ୍ୱୀଙ୍କ ‘ଲଞ୍ଚ୍‌-ପେ-ଚର୍ଚ୍ଚା’

ନୂଆଦିଲ୍ଲୀ: ଗୋଟିଏ ପଟେ ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ସବୁ ଶକ୍ତି ଲଗାଇ ଦେଇଥିବା ବେଳେ ଆଜି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟାହ୍ନ ଭୋଜନ ଚର୍ଚ୍ଚାରେ ରହିଛି। ୨୦୧୯ ନିର୍ବାଚନ ପାଇଁ ଦୁଇ ନେତା ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧ରେ ଭାରତ ଆସିବେ ଓବାମା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଡିସେମ୍ବର ୧ରେ ନୂଆଦିଲ୍ଲୀ ଆସୁଛନ୍ତି। ଓବାମା ତାଙ୍କର ଏହି ଗସ୍ତ ସମୟରେ ଦେଶର ପ୍ରତିଷ୍ଠିତ ଯୁବ ନେତୃତ୍ୱଙ୍କ ସହ ଟାଉନ୍‌ହଲ କାର୍ଯ୍ୟକ୍ରମ କରିବେ। ଏହି ଯୁବନେତାମାନେ ନିଜ ଅଞ୍ଚଳ ପାଇଁ କି କି କାମ କରିଛନ୍ତି ଓ ଏଥିରୁ କ’ଣ…
ଅଧିକ ଖବର ଦେଖନ୍ତୁ...

ଉଜୁଡ଼ା କ୍ଷେତ ଦେଖି ଜୀବନ ହାରିଲେ ଚାଷୀ !

ରାଜକନିକା : ଲଘୁଚାପଜନିତ ଲଗାଣ ବର୍ଷାରେ ପାଚିଲା ଧାନ ଗଜା ହୋଇଯାଇଛି। ଧାନ ପାଣିରେ ବୁଡ଼ି ରହିଛି। ଏହି ଉଜୁଡ଼ା କ୍ଷେତ ଦେଖି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ଜଣେ ଚାଷୀ ଆଜି ଜୀବନ ହାରିଛନ୍ତି। ଚାଷୀ ଜଣଙ୍କ ହେଉଛନ୍ତି ନମତରା ଗ୍ରାମର ଭାବଗ୍ରାହୀ ସୂତାର(୪୮)। ଏହି ଘଟଣା ରାଜକନିକା…
ଅଧିକ ଖବର ଦେଖନ୍ତୁ...

କ୍ରାଉନ୍‌ ପ୍ରିନ୍ସ ସଲମାନ୍‌ ହେବେ ସାଉଦି ରାଜା

ରିୟାଦ: ଦେଶରୁ ଦୁର୍ନୀତି ହଟାଇବା ଲାଗି ବଳିଷ୍ଠ ପଦକ୍ଷେପ ନେଇଥିବା କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଆଗକୁ ସେ ସାଉଦି ରାଜା ସଲମାନ୍‌ଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ କ୍ରାଉନ୍‌ ପ୍ରିନ୍ସ ସଲମାନ୍‌…
ଅଧିକ ଖବର ଦେଖନ୍ତୁ...

ବଣିଆପଙ୍କରେ ଥମୁନି ଡେଙ୍ଗୁ : ଜଣେ ମୃତ; ୧୦ରୁ ଅଧିକ ଆକ୍ରାନ୍ତ

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍‌ ବଣିଆପଙ୍କ ଗ୍ରାମରେ ଡେଙ୍ଗୁ ରୋଗ ଥମିବାର ନାଁ ଧରୁନି। ଗ୍ରାମର ୧୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ବିଦ୍ୟାଧର ନାୟକ (୫୫)ଙ୍କର ମୃତ୍ୟୁ ଘଟିଛି। ସେ ତିନି ଦିନ ତଳେ କଟକ ବଡ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...