Daily Archives

November 17, 2017

ଶରଦ ଯାଦବଙ୍କୁ ଝଟ୍‌କା: ନୀତୀଶଙ୍କୁ ମିଳିଲା ପ୍ରକୃତ ଜେଡି(ୟୁ)ର ମାନ୍ୟତା

ନୂଆଦିଲ୍ଲୀ: ବିହାର ରାଜନୀତିରେ ସଂଯୁକ୍ତ ଜନତା ଦଳ ବା ଜେଡି(ୟୁ)କୁ ଆଜି ଏକ ନିର୍ଣ୍ଣାୟକ ମୋଡ଼ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ପରିଚାଳିତ ଗୋଷ୍ଠୀ ହିଁ ପ୍ରକୃତ ଜେଡି(ୟୁ) ବୋଲି ଆଜି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି। ସେହିପରି ନୀତୀଶଙ୍କ ଗୋଷ୍ଠୀ ମଧ୍ୟ ଦଳର…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପଙ୍କ ନୂଆ ଚାଲ୍‌: ଚୀନ୍‌ ଚାପରେ ଚପିବ ଉତ୍ତର କୋରିଆ

ଓ୍ଵାସିଂଟନ୍‌: ଏକବୁଝିଆ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗଙ୍କୁ ସାବାଡ଼ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ନୂଆ କୌଶଳ ଆପଣେଇଛନ୍ତି। ସହଯୋଗୀମାନଙ୍କ ସମର୍ଥନରେ ନିଜେ କିଛି କାର୍ଯ୍ୟାନୁଷ୍ଠାନ ନେବା ଅପେକ୍ଷା ଚୀନ୍‌ ଆଡୁ ଉତ୍ତର କୋରିଆ ଉପରେ ପ୍ରବଳ ଚାପ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ମିଳିଲା ବିଶ୍ୱର ସର୍ବପୁରାତନ ବୁଦ୍ଧ ମୂର୍ତ୍ତି

ଇସଲାମାବାଦ: ବିଶ୍ୱର ସର୍ବପୁରାତନ ନିଦ୍ରାମଗ୍ନ ବୁଦ୍ଧମୂର୍ତ୍ତି ପାକିସ୍ତାନରୁ ମିଳିଛି । ଖ୍ୟାବର ପଖତୁନ୍‌ଖ୍ଵା ପ୍ରଦେଶର କାନପୁର ଜିଲ୍ଲାରେ ଥିବା ଭମାଳା ସ୍ତୁପ ନିକଟରେ ଏହି ୪୮ ଫୁଟ ଲମ୍ବା ମୁଣ୍ଡବିହୀନ ବୁଦ୍ଧମୂର୍ତ୍ତି ମିଳିଛି । ଏହି ମୂର୍ତ୍ତି ତୃତୀୟ ଶତାବ୍ଦୀ ସମୟର ବୋଲି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ହକି ଲିଗ୍‌ ଫାଇନାଲ ଆଉ ୧୩ ଦିନ: ଭାରତୀୟ ଟିମ୍‌ରେ ୩ ଓଡ଼ିଆ, ନବୀନ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର: ବିଶ୍ୱ ହକି ଲିଗ ଫାଇନାଲ ଆଉ ୧୩ ଦିନ ପରେ ଆରମ୍ଭ ହେବ। ଏଠାରେ ଥିବା କଳିଙ୍ଗ ଷ୍ଟାଡିୟମରେ ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୦ରେ ଶେଷ ହେବ। ଏଥି ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମ୍‌ରେ ୩ଜଣ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ଟିମ୍‌ରେ ବୀରେନ୍ଦ୍ର ଲାକ୍ରା, ଦୀପସାନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ :ମହିଳାଙ୍କୁ ଉଠାଇ ନେଇ ଚଳନ୍ତାଗାଡ଼ିରେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଦିଲ୍ଲୀରେ ରୋହିଣୀ ଅଞ୍ଚଳରୁ ଜଣେ ୨୯ ବର୍ଷ ବୟସ୍କା ମହିଳାଙ୍କୁ ମଙ୍ଗଳବାର ରାତିରେ ଦୁଇଜଣ ବ୍ୟକ୍ତି ହଉଜ୍‌ଖସ୍‌ ନିକଟରୁ ଉଠାଇନେଇ ନୋଏଡ଼ା ଅଞ୍ଚଳରେ ଗଣ ବଳାତ୍କାର କରିଛନ୍ତି । ଉକ୍ତ ପୀଡ଼ିତା ହଉଜ୍‌ଖସ୍‌ ଥାନାରେ ଅଭିଯୋଗ ଦାଖଲ କରି କହିଛନ୍ତି ଯେ ଗତ ମଙ୍ଗଳବାର ମଧ୍ୟରାତ୍ରରେ…
ଅଧିକ ଖବର ଦେଖନ୍ତୁ...

ଟିଭିରେ ମା’ଙ୍କ କାନ୍ଦ ତରଳାଇ ଦେଲା ମଜିଦ୍‌ଙ୍କ ହୃଦୟ, ଲସ୍କର-ଏ-ତୈବା ଛାଡ଼ି ପଳାଇ ଆସିଲେ ଘରକୁ

ଶ୍ରୀନଗର: କଶ୍ମୀରର ୨୦ ବର୍ଷିଅ ଯୁବକ ମଜିଦ୍‌ ଅର୍ସିଦ ଖାନ୍‌ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାରେ ଯୋଗ ଦେବା ପରେ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତେବେ ପ୍ରଶ୍ନ ଉଠେ, ରାଜ୍ୟର ଜଣେ ଜଣାଶୁଣା ଫୁଟ୍‌ବଲ୍‌ ଖେଳାଳି ମଜିଦ୍‌ ଅର୍ସିଦ ନିଜ ଜୀବନକୁ ବିପଦ ଭିତରକୁ ଠେଲି ଦେଇ କାହିଁକି…
ଅଧିକ ଖବର ଦେଖନ୍ତୁ...

ଡାଉନ୍‌ଲୋଡ କରୁଥିବା ସମୟରେ ଫୋନ୍‌ କଲ୍‌ ନ ଆସୁ ବୋଲି ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଫୋନରେ କିଛି ଡାଉନଲୋଡ କରୁଥିବା ବେଳେ କଲ ଆସିଥାଏ। ଡାଉନଲୋଡ ସମୟରେ କଲ ଆସିବା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଡାଉନଲୋଡ ସମୟରେ କଲ ଆସିବା ଫଳରେ ଡାଉନଲୋଡରେ ବାଧା ସୃଷ୍ଟି ହୋଇଥାଏ। ଏପରିକି ବେଳେ ବେଳେ ଅଧାରୁ ଡାଉନଲୋଡ ବନ୍ଦ ହୋଇ ଯାଇଥାଏ। କେବଳ ଡାଉନଲୋଡ…
ଅଧିକ ଖବର ଦେଖନ୍ତୁ...

ପାର୍ଲରରେ କ୍ରସ ମସାଜ: ଗିରଫ ୩ ବିଦେଶିନୀ ଘଣ୍ଟାକୁ ନେଉଥିଲେ ୪୦ହଜାର !

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି କ୍ରସ ମସାଜ। ମସାଜ ପାର୍ଲରରେ ପୁରୁଷ ଗରାଖଙ୍କୁ ମହିଳା ମସାଜ କରୁଥିବା ବେଳେ ମହିଳା ଗ୍ରାହକଙ୍କୁ ପୁରୁଷ ଯୋଗାଉଛନ୍ତି ସେବା। ରାଜଧାନୀର ଖାରବେଳ ନଗର ଇଲାକାରେ ଥିବା ଏକ ପାର୍ଲର ଉପରେ ପୁଲିସ ଚଢ଼ାଉ କରିବା ପରେ ଆଗରୁ ଚର୍ଚ୍ଚାରେ ଥିବା ଖବର ଉପରୁ ଏବେ…
ଅଧିକ ଖବର ଦେଖନ୍ତୁ...