Daily Archives

March 1, 2018

ହୋଲି ପାଇଁ ଓ୍ଵାଟରପ୍ରୁଫ୍‌ ଲାଇଟର

ନୂଆଦିଲ୍ଲୀ : ଜିପ୍ପୋ କମ୍ପାନୀ ପକ୍ଷରୁ ହୋଲି ଉତ୍ସବ ଅବସରରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଅବସରରେ ଜିପ୍ପୋର ବିଭିନ୍ନ ରଙ୍ଗର ୱିଣ୍ଡ୍‌ ପ୍ରୁଫ୍‌ ଲାଇଟରର ଉପଲବ୍ଧ ହେଉଛି। ହୋଲି ଅବସରରେ ଜିପ୍ପୋ ୱିଣ୍ଡ୍‌ ପ୍ରୁଫ୍‌ ଲାଇଟର୍‌ ଆକର୍ଷଣୀୟ ରଙ୍ଗଯୁକ୍ତ ଉତ୍ପାଦ ଉପଲବ୍ଧ ହେଉଛି।…
ଅଧିକ ଖବର ଦେଖନ୍ତୁ...

ପୁରୀ: ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରରେ ଗୁରୁବାର ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ରତ୍ନ ସିଂହାସନରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କଲେ ପାପରୁ ମୁକ୍ତି ମିିଳିଥାଏ ବୋଲି ବିଶ୍ୱାସ କରାଯାଇଥାଏ। ଦୋଳ ପୂର୍ଣ୍ଣିମା ଅବସରରେ ଆଜି…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶର ପ୍ରଥମ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନରେ ସାହାଯ୍ୟ କରିବେ ଭାରତ, ଋଷିଆ

ନୂଆଦିଲ୍ଲୀ : ବେସାମରିକ ପରମାଣୁ ଶକ୍ତି ସହାୟତା କ୍ଷେତ୍ରରେ ଭାରତ ପ୍ରଥମ ଥର ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି କରିଛି । ଗୁରୁବାରଦିନ ଭାରତ ନିଜର ପୁରୁଣା ସହଯୋଗୀ ଋଷିଆ ଓ ବାଂଲାଦେଶ ସହିତ ଏହି ତ୍ରିପାକ୍ଷିକ ଚୁକ୍ତି କରିଛି । ଏହି ଚୁକ୍ତି ଅନୁଯାୟୀ ଭାରତ ସରକାରଙ୍କ ଅଧିନସ୍ଥ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ପୁଲିସରେ ଯୋଗଦେଲେ ଭାରତୀୟ ମହିଳା ଟି-୨୦ ଅଧିନାୟିକା ହରମନପ୍ରୀତ କୌର

ଚଣ୍ଡିଗଡ଼: ଭାରତୀୟ ମହିଳା ଟି-୨୦ କ୍ରିକେଟ ଟିମ୍‌ର ଅଧିନାୟିକା ହରମନପ୍ରୀତ କୌର ଗୁରୁବାର ପଞ୍ଜାବ ପୁଲିସରେ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୁଲିସ(ଡିଏସ୍‌ପି) ପଦରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଓ ପୁଲିସ ମହାନିର୍ଦ୍ଦେଶକ ସୁରେଶ ଅରୋରା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: କାର୍‌ ଧକ୍କାରେ ଜଣେ ମୃତ, ୯ ବାଇକ ଆରୋହୀ ଗୁରୁତର

ସମ୍ବଲପୁର: କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ନିକଟରେ ଗୁରୁବାର ରାତିରେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ କାର ୬ଟି ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୧୦ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ସେମାନଙ୍କୁ ବୁର୍ଲା ମେଡିକାଲ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତି ଚିଦାମ୍ବରମଙ୍କୁ ୫ ଦିନିଆ ସିବିଆଇ ରିମାଣ୍ଡ

ନୂଆଦିଲ୍ଲୀ : ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ୫ ଦିନ ପାଇଁ ସିବିଆଇ ହାଜତକୁ ପଠାଇଦିଆଯାଇଛି । ସ୍ୱତନ୍ତ୍ର ସିବିଆଇ ଜଜ୍‌ ସୁନୀଲ ରାନା ମାର୍ଚ୍ଚ ୬ ପର୍ଯ୍ୟନ୍ତ ତାଙ୍କୁ ସିବିଆଇ ହାଜତକୁ ପଠାଇଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ସୁରେନ୍ଦ୍ର ନାଥ ତ୍ରିପାଠୀ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ସଚିବ

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କ ଦ୍ୱାରା ଓଡ଼ିଶା କ୍ୟାଡର ଓ ଓଡ଼ିଆ ଅଧିକାରୀଙ୍କୁ ନୂତନ ପଦବି ମିଳିଥିବା ସମ୍ପର୍କରେ କେନ୍ଦ୍ରସରକାର ଓଡ଼ିଶା ସରକାରଙ୍କୁ ସୂଚନା ପ୍ରଦାନ କରିଛନ୍ତି। ୧୯୮୫ ବ୍ୟାଚ୍‌ ଆଇଏଏସ୍‌ ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ସଂସଦୀୟ ବ୍ୟାପାର ସଚିବ ଭାବରେ ନିଯୁକ୍ତି ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଝିଅକୁ ବଞ୍ଚାଇବା ପାଇଁ ବାଘ ସହ ଲଢ଼େଇ କଲା ମା’

ବହରାଇଚ: ନିଜ ଝିଅର ଜୀବନ ବଞ୍ଚାଇବା ପାଇଁ ଜଣେ ମା’ ବାଘ ସହିତ ଲଢ଼େଇ କରିଥିବାର ଘଟଣା ଉତ୍ତରପ୍ରଦେଶର ବହାରାଇଚ ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏଭଳି ଏକ ଘଟଣା କତର୍ନିୟାଘାଟ ଅଭୟାରଣ୍ୟର ସୁଜୋଲି ରେଞ୍ଜସ୍ଥିତ ଜଙ୍ଗଲକୁ ଲାଗି ବନକଟି ରମପୁରବା ଗ୍ରାମରେ ଘଟିଛି। ଆଜମଗଢ଼କୁ…
ଅଧିକ ଖବର ଦେଖନ୍ତୁ...

ହୋଲିକା ଦହନର ଭିନ୍ନ ପରମ୍ପରା : ର୍ନିବସ୍ତ୍ର ହୋଇ ନିଆଁ ଲଗାଇବା ସହ ଖାଇଥାନ୍ତି ଆବର୍ଜନା

ରଙ୍ଗର ପର୍ବ ହୋଲି ଦିନ ହୋଲିକା ଦହନର ପରମ୍ପରା ବହୁ ରାଜ୍ୟରେ ପ୍ରଚଳିତ ରହିଛି। ଏହାକୁ ନେଇ ସାରା ଦେଶରେ ବିଭିନ୍ନ ସ୍ଥାନରେ ରହିଛି ଅନେକ ପ୍ରକାରର ପରମ୍ପରା । ସେହିପରି ଏକ ପରମ୍ପରା ଦେଖିବାକୁ ମିଳିଥାଏ ଆଜମଗଡ଼ର ସଗଡ଼ି ତହସିଲ ଅନ୍ତର୍ଗତ ଝାଝଓ୍ଵା ଗ୍ରାମରେ । ଏହି ପରମ୍ପରା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଭାରତ-ଚୀନ ସୀମାରେ ପରିସ୍ଥିତି ଚିନ୍ତାଜନକ, ଯେ କୌଣସି ସମୟରେ ସ୍ଥିତି ଜଟିଳ ହୋଇପାରେ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଗତ ବର୍ଷ ଦେଖାଦେଇଥିବା ଡୋକଲାମ ବିବାଦ ଶେଷ ହେବାର ଇତିମଧ୍ୟରେ ପ୍ରାୟ ଆଠ ମାସ ବିତିଗଲାଣି । କିନ୍ତୁ ସୀମାରେ ଏପର୍ଯ୍ୟନ୍ତ ଉତ୍ତେଜନା ରହିଛି ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି । ସେ କହିଛନ୍ତି ଯେ ଭାରତ ଓ ଚୀନ…
ଅଧିକ ଖବର ଦେଖନ୍ତୁ...